Latest Odisha News

BREAKING NEWS

Browsing Category

ଫିଚର

ଏଥର କୋହଲୀଙ୍କ ଟାର୍ଗେଟ ୧୦୦ ଶତକ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ପୂର୍ବ ଲୟକୁ ଫେରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ସେ ୨ଟି ଶତକ ମାରିଛନ୍ତି । ଏଥିସହ ତାଙ୍କ ଶତକ ସଂଖ୍ୟା ୭୪ରେ ପଂହଚିଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ ଆନ୍ତର୍ଜାତୀୟ ଶତକକୁ ଭାଙ୍ଗିବା ଏକ…

ଆସନ୍ତା ୧୯ରୁ ସରକାରୀ ଡାକ୍ତରଖାନାରେ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ୱର: ବିଦେଶରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟରେ ଭ୍ୟାକ୍ସିନ୍ ନଥିଲା । ଭ୍ୟାକ୍ସିନ୍ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ରାଜ୍ୟ ସରକାର ଚିଠି ଲେଖି ଅନୁରୋଧ କରିଥିଲେ । ଜାତୀୟ କୋଭିଡ୍-୧୯ ଟିକାକରଣ ଯୋଜନାରେ କେନ୍ଦ୍ର ସରକାର କୋଭିସିଲ୍ଡ ଯୋଗାଇ ଦେବାକୁ…

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜରେ ମ୍ୟାନେଜର ହେବେ ଓଡିଶାର ଶିବବ୍ରତ

ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏଶନ ସଦସ୍ୟ ଶିବବ୍ରତ ମଲ୍ଲିକଙ୍କୁ ଆଗାମୀ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ କ୍ରିକେଟ ସିରିଜ ପାଇଁ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଛି । ଏହି ୩ଟି ମ୍ୟାଚ ଜାନୁୟାରୀ ୧୮, ୨୧ ଓ ୨୪ରେ ଯଥାକ୍ରମେ ହାଇଦ୍ରାବାଦ, ରାୟପୁର ଓ ଇନ୍ଦୋରରେ ଖେଳାଯିବ । ମଙ୍ଗଳା କ୍ଲବର…

ହକି ବିଶ୍ୱକପ: ନେଦରଲାଣ୍ଡସର କ୍ରମାଗତ ଦ୍ୱିତୀୟ ବିଜୟ, ଚିଲିକୁ ହରାଇଲା ମାଲେସିଆ

ରାଉରକେଲା: ହକି ବିଶ୍ୱକପର ସୋମବାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ୨ଟି ମ୍ୟାଚରେ ନେଦରଲାଣ୍ଡସ ଓ ମାଲେସିଆ ସେମାନଙ୍କ ମୁକାବିଲାକୁ ଜିତି ନେଇଛନ୍ତି । ପ୍ରଥମ ମ୍ୟାଚରେ ଚିଲି ଓ ମାଲେସିଆ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ମାଲେସିଆ ୩-୨ ଗୋଲରେ ଚିଲିକୁ ପରାସ୍ତ…

ଦାବି ମାନିଲେ ସରକାର; ସ୍ଥଗିତ ହେଲା ବସ ଧର୍ମଘଟ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟବ୍ୟାପୀ ହେବାକୁ ଥିବା ଘରୋଇ ବସ ଧର୍ମଘଟ ସ୍ଥଗିତ ରଖାଯାଇଛି । ଘରୋଇ ବସ ମାଲିକ ସଂଘ ଏହି ସୂଚନା ଦେଇଛି । ୧୦ ଦଫା ଦାବି ନେଇ ଜାନୁଆରୀ ୧୭ ତାରିଖରେ ରାଜ୍ୟବ୍ୟାପୀ ବସ ଧର୍ମଘଟର ଡାକରା ଦେଇଥିଲା ଘରୋଇ ବସମାଲିକ ସଂଘ । ଏହି ଦାବି ନେଇ ସରକାରଙ୍କ…

ବିବାଦୀୟ ମୋଡ ନେଉଛି ବୋଟ ନିଖୋଜ ଘଟଣା; ୧୩ ମତ୍ସ୍ୟଜୀବୀ ୫ ଦିନ ଧରି ସମୁଦ୍ରରେ କ’ଣ କରୁଥିଲେ ?

ପାରାଦ୍ୱୀପ:  ପାରାଦ୍ଵୀପର ଦୁଇଟି ବୋଟ ନିଖୋଜ ହେବା ଘଟଣାକୁ ନେଇ  ବଢିଲା ସସପେନ୍ସ। ଦୁଇଟି ଯାକ ବୋଟ୍ ପାରାଦ୍ଵୀପ ଫେରିଥିଲେ ମଧ୍ୟ ବୋଟ୍ କର୍ମଚାରୀଙ୍କ କଥାରେ ରହୁନାହିଁ ତାଳମେଳ। ଘଟଣାର ତଦନ୍ତ ଏବେ ମତ୍ସ୍ୟ ବିଭାଗ, କୋଷ୍ଟଗାର୍ଡ ଓ ପୋଲିସ ହାତରେ।  ପାରାଦ୍ଵୀପ ମାଛଧରା ବନ୍ଦରରୁ ଦୁଇଟି…

ମହିଳାଙ୍କ ଉଚ୍ଚଶିକ୍ଷାକୁ ପୁଣି ତାଲିବାନର ବିରୋଧ: କହିଲେ,ମହିଳାଙ୍କ ଅଧିକାରକୁ ପ୍ରାଥମିକତା ଦିଆଯାଇ ପାରିବ ନାହିଁ

କାବୁଲ: ତାଲିବାନ ମୁଖପାତ୍ର ଜବିଉଲ୍ଲାହ ମୁଜାହିଦ ଏକ ବୟାନରେ କହିଛନ୍ତି, ମହିଳାଙ୍କ ଉପରେ ଥିବା ପ୍ରତିବନ୍ଧକ ହଟାଇବାକୁ ପ୍ରାଥମିକତା ଦିଆଯିବ ନାହିଁ । ଶନିବାର ତାଲିବାନ ସରକାର କହିଛନ୍ତି, ଇସଲାମିକ ଆଇନକୁ ବିରୋଧ କରୁଥିବା କୌଣସି କାମକୁ ଅନୁମତି ଦିଆଯିବ ନାହିଁ । ମହିଳାଙ୍କୁ ଅଧିକାର…

ରାମ ମନ୍ଦିର ଉପରେ ଆକ୍ରମଣ ନେଇ ଷଡଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଆତଙ୍କବାଦୀମାନେ କେତେକ ସ୍ଥାନରେ ଆତ୍ମଘାତୀ ଆକ୍ରମଣ ନେଇ ଯୋଜନା କରୁଛନ୍ତି ବୋଲି ଭାରତର ଗୋଇନ୍ଦା ବିଭାଗ ଆଲର୍ଟ କରିଛି । ଅଯୋଧ୍ୟା ରାମ ମନ୍ଦିରକୁ ସେମାନେ ଟାର୍ଗେଟ କରିବାକୁ ଚାହୁଁଛନ୍ତି ବୋଲି ଇଂଟେଲିଜେନ୍ସି ଏଜେନ୍ସି ସୂଚନା ଦେଇଛି ।…

ମିଳିଲା ବ୍ଲକ ବକ୍ସ; ସାମ୍ନାକୁ ଆସିବ ବିମାନ ଦୁର୍ଘଟଣାର ରହସ୍ୟ

କାଠମାଣ୍ଡୁ: ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଥିବା ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି । ଏହି ବିମାନ ଦୁର୍ଘଟଣାରେ ୭୨ ଜଣଙ୍କର ମୃତ୍ୟୁ ଘଟିଥିଲା । ସବୁକିଛି ଠିକଠାକ ଥିବବେଳେ ଅବତରଣର ମୋଟ ୧୦ ମିନିଟ ପୂର୍ବରୁ କେମିତି ଦୁର୍ଘଟଣାଗ୍ରସ୍ତ ହେଲା ଏଇ ବିମାନ? ଏହା ଏ ପର୍ଯ୍ୟନ୍ତ ଜଣା ପଡ଼ି…

୧୭ ବର୍ଷରୁ କମ ମହିଳା ଫୁଟବଲ: ଶ୍ରଦ୍ଧାଞ୍ଜଳୀଙ୍କୁ ଭାରତୀୟ କୋଚ ଦାୟିତ୍ୱ

ଭୁବନେଶ୍ୱର: ୧୭ ବର୍ଷରୁ କମ ମହିଳା ସାଫ(ସାଉଥ ଏସିଆନ ଫୁଟବଲ ଫେଡେରେଶନ) ଚାମ୍ପିୟନଶିପ ପାଇଁ ଓଡିଶାର ପୂର୍ବତନ ମହାନ ଫୁଟବଲ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଏହି ଚାମ୍ପିୟନଶିପ ପାଇଁ ସେ ଜାତୀୟ ମହିଳା ଦଳର କୋଚ ଦାୟିତ୍ୱ ତୁଲାଇବେ । ପୂର୍ବରୁ ସେ ରାଜ୍ୟ…