Latest Odisha News

BREAKING NEWS

Browsing Category

ଫିଚର

ପରପୁରୁଷ ସହ ସ୍ତ୍ରୀକୁ ଦେଖି ସହିପାରିଲାନି ସ୍ୱାମୀ, ଅଲଗା କରିଦେଲା ମୁଣ୍ଡରୁ ଗଣ୍ଡି

ରାଞ୍ଚି: ଝାରଖଣ୍ଡରରୁ ଆସିଲା ଲୋମହର୍ଷଣକାରୀ ଘଟଣା  । ପରପୁରୁଷ ସହ ପତ୍ନୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ହିତାହତ ଜ୍ଞାନ ଭୁଲିଗଲା ସ୍ୱାମୀ  । ପତ୍ନୀଙ୍କ ପ୍ରେମିକର ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲା  । ଏପରି ଘଟଣା ଝାରଖଣ୍ଡର ଲୋନଜୋ ଗାଁରେ ଘଟିଛି  । ପୋଲିସ କହିବା ଅନୁଯାୟୀ,…

ପୁରୀ ଟାଉନ ହଲରେ ପ୍ରଦର୍ଶିତ ହେଲା ଚିିଲିକା ତୀରେ

ପୁରୀ: ୧୯୭୭ରେ ମୁକ୍ତିଲାଭ କରିଥିବା ଚିଲିକା ତୀରେ ଫିଲ୍ମ ଆଜି ପୁରୀ ଟାଉନ ହଲରେ ପୁନର୍ବାର ପ୍ରଦର୍ଶିତ ହୋଇଛି । ଜାତୀୟ ପୁରସ୍କାରପ୍ରାପ୍ତ ଏହି ଚଳଚ୍ଚିତ୍ର ୪୬ ବର୍ଷ ପରେ ପୁରୀର ବାସ୍ନା, କଳା, ସାହିତ୍ୟ, ଅଭିନୟର ଜୀବନ୍ତ ନମୂନା ପ୍ରଦର୍ଶିତ ହେବା ପରେ ଏହି ଖୁସିର ବାତାବରଣ ଖେଳି ଯାଇଥିଲା…

ବଡ଼ଚଣା ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ବିଧାୟକଙ୍କ ଗାଡି ପଛ ପଟେ ପିଟି ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ୧୬ନଂ ଜାତୀୟ ରାଜପଥର ବନ୍ଦାଳ ଛକ ନିକଟରେ। ସୂଚନା ଅନୁଯାୟୀ ଗତକାଲି ରାତିରେ ବିଧାୟକ ନିଜ…

ବିଦେଶରେ ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ଚର୍ଚ୍ଚା, ରପ୍ତାନୀ ପାଇଁ ଚିନ୍ତା କରୁଛି ମନ୍ତ୍ରାଳୟ

ନୂଆଦିଲ୍ଲୀ: ବନ୍ଦେ ଭାରତ ଟ୍ରେନକୁ ବିଶ୍ୱ ସ୍ତରୀୟ କରାଯାଉଛି। ରେଳ ମନ୍ତ୍ରଣାଳୟ ଏହି ଟ୍ରେନକୁ କେନ୍ଦ୍ର ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ସହିତ ରପ୍ତାନୀ ଅନୁକୂଳ କରିବ। ଏଥିପାଇଁ ଟ୍ରେନର ସ୍ପୀଡ ବଢାଇବା ସହିତ ଅନେକ ବୈଶୟିକ ଫିଚର ଅପଡେଟ୍ କରୁଛି। ଏହି…

ଆରଭିଏମକୁ ନେଇ ମତାମତ କ’ଣ? ସୋମବାର ସର୍ବଦଳୀୟ ବୈଠକ ଡାକିଲେ ଇସି

ନୂଆଦିଲ୍ଲୀ: ନିଜ ନିର୍ବାଚନମଣ୍ଡଳୀରେ ନଥାଇ ଦେଇ ହେବ ଭୋଟ୍। ଏଥିପାଇଁ ନିର୍ବାଚନ କମିଶନ ରିମୋଟ ଭୋଟିଂ ସିଷ୍ଟମ ତିଆରି କରିଛନ୍ତି। ହେଲେ ଏହାକୁ ନେଇ ରାଜନୈତିକ ଦଳଙ୍କ ମତାମତ କଣ ରହିଛି ଜାଣିବାକୁ ସୋମବାର ବୈଠକ ଡାକିଛି। ନିର୍ବାଚନ କମିଶନ ଦେଶର ସମସ୍ତ ଜାତୀୟ ଦଳର ସଭାପତି ତଥା ସାଧାରଣ…

ଆମେରିକା ରାଷ୍ଟ୍ରପତିଙ୍କ ଘରୁ ମିଳିଲା ଗୋପନୀୟ ଦସ୍ତାବିଜ, ତେଜିଲା ରାଜନୀତି

ଓ୍ବାଶିଂଟନ: ବଡ ଅଡୁଆରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ତାଙ୍କ ଡେଲାୱେରର ୱିଲମିଙ୍ଗଟନରେ ଥିବା ଘରୁ ପୂର୍ବରୁ ସାର୍ବଜନୀନ ହୋଇଥିବା ଡକ୍ୟୁମେଣ୍ଟ ତୁଳନାରେ ଅଧିକ ଡକ୍ୟୁମେଣ୍ଟ ମିଳିଛି। ଏହି ସବୁ ସରକାରୀ ଡକ୍ୟୁମେଣ୍ଟ ବାଇଡେନଙ୍କ ଘରୁ ମିଳିବା ପରେ ଅଡୁଆରେ ପଡିଛନ୍ତି ଆମେରିକାର ପ୍ରଥମ…

ଜେଲ ଭିତରୁ ଗଡକରୀଙ୍କ ଅଫିସକୁ ଫୋନ୍ କରି ହତ୍ୟା ଧମକ

ନାଗପୁର: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଜେଲରୁ ଧମକ ଦିଆଯାଉଥିଲା। ସୂଚନା ଅନୁଯାୟୀ, ବେଲାଗାଭି ଜେଲରେ ବନ୍ଦୀ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜୟଶ ପୂଜାରୀ ଏହି ଧମକ ଦେଉଥିଲା। ସେ ଜେଲ ଭିତରେ ବେଆଇନ ଭାବେ ଫୋନ ବ୍ୟବହାର କରି ଗଡକରୀଙ୍କ ଅଫିସକୁ ଫୋନ୍ କରି ହତ୍ୟା ଧମକ ଦେଇଥିଲା ବୋଲି…

କମିଲା ଖାଇବା ତେଲର ଦାମ, ଗ୍ରାହକଙ୍କୁ ପକେଟକୁ କେବେ ମିଳିବ ଆଶ୍ୱସ୍ତି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦରଦାମ ବୃଦ୍ଧି ବେଳେ ସମସ୍ତଙ୍କ ଅପେକ୍ଷା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବହିଖାତାକୁ। ନୂଆ ଆର୍ଥିକ ବର୍ଷରେ କଣ ଶସ୍ତା ହେବ କଣ ମହଙ୍ଗା ହେବ ସେ ନେଇ ଲୋକେ ଅପେକ୍ଷା କରିଛନ୍ତି। ଏହା ପୂର୍ବରୁ କିନ୍ତୁ ହାଣ୍ଡିଶାଳକୁ ଆଶ୍ବସ୍ତି କରିବା ଭଳି ଖବର…

ଅଯୋଧ୍ୟାରେ ଶୋଭା ପାଇପାରେ ସ୍ଥପତି ସୁଦର୍ଶନ ସାହୁଙ୍କ ହାତ ତିଆରି ମୂର୍ତ୍ତି

ଭୁବନେଶ୍ୱର: ବହୁଚର୍ଚ୍ଚିତ ଓ ପ୍ରତୀକ୍ଷିତ ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରରେ ଶୋଭା ପାଇପାରେ ଓଡ଼ିଆ ସ୍ଥପତି ସୁଦର୍ଶନ ସାହୁଙ୍କ ହାତ ତିଆରି ମୂର୍ତ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ନିମନ୍ତ୍ରଣ ପାଇ ଶିଳ୍ପୀ ସୁଦର୍ଶନ ରାମ ମନ୍ଦିର ନିର୍ମାଣସ୍ଥଳ ପରିଦର୍ଶନ କରିଥିଲେ।

ଫୁଲ ବ୍ୟବସାୟୀଙ୍କ ଘରୁ ୧୦୦ କୋଟି ଟଙ୍କାର ପୁରାତନ ସାମଗ୍ରୀ ଜବତ

ନୂଆଦିଲ୍ଲୀ: ବ୍ୟବସାୟୀଙ୍କ ଘରୁ ଜବତ ହେଲା ୧୦୦ କୋଟିରୁ ଅଧିକ ମୂଲ୍ୟର ପ୍ରାଚୀନ ସାମଗ୍ରୀ। ପଶ୍ଚିମବଙ୍ଗର ୨୪ ପରଗଣା ଜିଲ୍ଲାର ଦେଗାଙ୍ଗରେ ଏଏସଆଇ ଟିମ୍ ଚଢଉ କରି ଜଣେ ବ୍ୟବସାୟୀଙ୍କ ଘର କୋଟି କୋଟି ଟଙ୍କା ମୂଲ୍ୟର ପୁରାତନ ମୂଲ୍ୟବାନ ସାମଗ୍ରୀ ଜବତ କରିଛି। ବ୍ୟବସାୟୀଙ୍କ ନାଁ ଅସଦୁଜ୍ଜମା…