Latest Odisha News

BREAKING NEWS

Browsing Category

ଫିଚର

ଜାନୁଆରୀ ୧୪ ଯାଏ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି, ଭୀଷଣ ଶୀତକୁ ନେଇ ସରକାରଙ୍କ ନିଷ୍ପତ୍ତି

ରାଞ୍ଚି: ଉତ୍ତରପୂର୍ବ ଭାରତରେ ଶୀତ ଲହରି ଜାରି ରହିଛି । ଥଣ୍ଡା ବଢ଼ୁଥିବା ବେଳେ ଝାଡ଼ଖଣ୍ଡ ସରକାର ବିଦ୍ୟାଳୟକୁ ସପ୍ତାହେ ଲାଗି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟରେ କେଜି ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ପ୍ରବଳ ଶୀତକୁ ନଜରରେ ରଖି…

ଭାରତ-ଶ୍ରୀଲଙ୍କା ତୃତୀୟ ଟି୨୦ ମ୍ୟାଚରେ ମନେ ରହିବ ଏହି ୧୦ ରେକର୍ଡ

ରାଜକୋଟ: ୩ୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୯୧ ରନରେ ହରାଇ ଭାରତ ୨-୧ରେ ସିରିଜ ଜିତିନେଇଛି । ତେବେ ଏହି ମ୍ୟାଚରେ ୧୦ଟି ରେକର୍ଡ କିଛି ଦିନ ପାଇଁ ମନେ ରହିବ । ସେଗୁଡି ହେଲା- ୧. ୟୁଜଭେନ୍ଦ୍ର ଚହଲ ଟି୨୦ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ହାସଲ କରିବାରେ ଭୁବନେଶ୍ୱର କୁମାରଙ୍କ…

କ୍ରିକେଟ୍ ଖେଳି ବାଇକରେ ଫେରୁଥିଲେ ୩ ସାଙ୍ଗ, ଚାଲିଗଲା ଜୀବନ

ଭବାନୀପାଟଣା: ୨୬ ନମ୍ବର ଜାତୀୟ ରାଜପଥରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଟ୍ରକ୍ ଧକ୍କାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, ସ୍ଥାନୀୟ ରକାବାହାଲି ଗାଁର କିଛି ସାଙ୍ଗ କ୍ରିକେଟ୍ ଖେଳିବାକୁ ଉତକେଲା ଯାଇଥିଲେ । ଗୋଟିଏ ବାଇକରେ ୩ ଜଣ ଫେରିବା ବେଳେ…

ଦଳ ଭାଙ୍ଗିବାକୁ ନେଇ କଣ କହିଲେ ଗୁଲାମ ନବୀ ଆଜାଦ ?

ଶ୍ରୀନଗର: ସୋନିଆଙ୍କ ଉପରେ ଅସନ୍ତୋଷ ଝାଡ଼ି ଗୁଲାମ ନବୀ ଆଜାଦ ଗତବର୍ଷ ଅଗଷ୍ଟ ୨୬ରେ ହାତ ଛାଡ଼ିଥିଲେ । କଂଗ୍ରେସ ଛାଡ଼ିବା ପରେ G୨୩ ଗୋଷ୍ଠୀର ଗୁଲାମ ଗଠନ କରିଥିଲେ ଡେମୋକ୍ରାଟିକ୍ ଆଜାଦ ପାର୍ଟି । ଡିଏପି ଗଠନ ପରେ ଆଜାଦଙ୍କ ସହ ଜମ୍ମୁ-କାଶ୍ମୀରର ବହୁ ନେତା ହାତ ମିଳାଇଥିଲେ । ହେଲେ…

ଗଭୀର ସମୁଦ୍ରରେ ତଟରକ୍ଷୀ ବାହିନୀ ଦେଖାଇଲା ପରାକ୍ରମ

ପାରାଦ୍ୱୀପ : ଗଭୀର ସମୁଦ୍ରରେ ଫୁଟିଲା ବୋମା, ଗର୍ଜିଲା ବନ୍ଧୁକ ଓ କୌଶଳ ଦେଖାଇଲା ତଟରକ୍ଷୀ ବାହିନୀର ଏୟାରକ୍ରାଫ୍ଟ। ଭାରତୀୟ ତଟରକ୍ଷୀ ବାହିନୀର ଯୁଦ୍ଧ ନିପୁଣତା ଦେଖିଲେ ଲୋକେ। ଫେବୃଆରୀ ୧ ରେ ତଟରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ପୂର୍ବରୁ ଜଳପଥରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଭାରତୀୟ…

୨ ବର୍ଷର ଛୁଆର ଗୁପ୍ତାଙ୍ଗ କାଟିନେଲେ ଦୁର୍ବୃତ୍ତ

କେନ୍ଦୁଝର: ୨ ବର୍ଷର ଛୁଆ । ନା ଭଲକରି ଚାଲି ପରେ ନା କହିପାରେ କଥା । କିନ୍ତୁ ତା’ସହ ଯାହା ଘଟିଛି ସେସବୁ ଶୁଣିଲେ ଆପଣଙ୍କ ପାଦତଳୁ ବି ମାଟି ଖସିଯିବ । ଅମାନବିକତାର ସୀମା ଲଂଘିଥିବା ଏ ଘଟଣା ହେଉଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳର । ଯେଉଁଠି ଦୁର୍ବୃତ୍ତ ୨ ବର୍ଷର ଛୁଆର…

ସାହିତ୍ୟ ଲୋକାଭିମୁଖୀ ହେଉ : ଚିତ୍ତରଞ୍ଜନ ନାୟକ

ସମକାଳୀନ ଓଡ଼ିଆ ସାହିତ୍ୟରେ ଚିତ୍ତରଞ୍ଜନ ନାୟକ ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି କବିତାରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ । ଓଡ଼ିଆ କବିତା…

ଜାଡ଼ରେ ଥରୁଛି ଓଡ଼ିଶା, ଆଉ ୨ ଦିନ ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର: ଉପକୂଳରୁ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶା । ସବୁଠି ଶୀତର ପ୍ରକୋପ ଲାଗି ରହିଛି । ହାଡ଼ଭଙ୍ଗା ଜାଡ଼ରେ ଥୁରୁ ଥୁରୁ ହେଉଛି ସାରା ଓଡ଼ିଶା । ଆଜି କୋରାପୁଟର ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୨୧ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ…

୬୧ ଟଙ୍କା ରିଚାର୍ଜ କରନ୍ତୁ, ୫ଜି ଇଣ୍ଟରନେଟ ସୁବିଧା ପାଆନ୍ତୁ

ନୂଆ ଦିଲ୍ଳୀ : ଜିଓ ସିମ୍‌ ବ୍ୟବହାରକାରୀଙ୍କ ପାଇଁ ଆସିଲା ଖୁସି ଖବର । ଜିଓ ୫ଜିର ନୂଆ ରିଚାର୍ଜ ପ୍ଲାନ  ହେଲା ଘୋଷଣା ।ଏଣିକି ମାତ୍ର ୬୧ ଟଙ୍କା ରିଚାର୍ଜରେ ବ୍ୟବହାରକାରୀମାନେ ୫ଜି ଇଣ୍ଟରନେଟ୍ ସେବାର ଲାଭ ଉଠାଇପାରିବେ ।କମ୍ପାନୀ ଏହି ପ୍ଲାନ ସେହି ବ୍ୟବହାରୀଙ୍କ ପାଇଁ ଘୋଷଣା କରିଛି…

ମସ୍କୋ ଗଲା ଋଷୀୟ ଇଞ୍ଜିନିୟରଙ୍କ ମୃତଦେହ

ପାରାଦ୍ୱୀପ : ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା। ଋଷ ନାଗରିକ ମିଲ ୟାକୁବ ସର୍ଜାଇଙ୍କ ମର ଶରୀର ବ୍ୟବଚ୍ଛେଦ ପରେ ମସ୍କୋ ପଠାଯାଇଛି  । ପାରାଦ୍ୱୀପ ବନ୍ଦର ଜାହାଜରେ ମୃତ୍ୟୁ ଘଟିଥିବା ଋଷ ନାଗରିକଙ୍କର ଗତକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା  । ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ…