Latest Odisha News

BREAKING NEWS

Browsing Category

ଫିଚର

ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ଯାଏ ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ୮ ଦଫା ଦାବି ନେଇ ଅଙ୍ଗନୱାଡ଼ି କର୍ମୀ ୪୫ ଦିନ ଧରି ଜାରି ରଖିଥିବା ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖିଛନ୍ତି । ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ ନେଇ ଅଙ୍ଗନୱାଡ଼ି କର୍ମୀ ସଂଘ ସଭାନେତ୍ରୀ ସୂଚନା ଦେଇଛନ୍ତି । ଆଜି ହଜାର ହଜାର ଅଙ୍ଗନୱାଡ଼ି…

୨୪ ନୁହେଁ ୨୦୨୩ରେ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା, ଆସିବେ ମୋଦି ଓ ଶାହ

ଭୁବନେଶ୍ୱର: ଓଡ଼ିଶାରେ କିଏ ଚଳାଉଛି ସରକାର ? ଡିସେମ୍ବର ୨୮ରେ ଓଡ଼ିଶା ଗସ୍ତ ବେଳେ ନଡ୍ଡା ପଚାରିଥିବା ପ୍ରଶ୍ନକୁ ଏବେ ରାଜ୍ୟ ବିଜେପି ପଚାରିବ । ଦଳର ନେତୃତ୍ୱ ବୁଥରୁ ବୁଥ୍ ବୁଲି ଏହି ପ୍ରଶ୍ନ ପଚାରିବେ । ଆଗାମୀ ନିର୍ବାଚନରେ ଓଡ଼ିଶାରେ ସରକାର ଗଢ଼ିବା ପାଇଁ ବିଜେପି ପ୍ରସ୍ତୁତ କରିଛି…

୪୫ ଦିନରେ ଅଙ୍ଗନୱାଡ଼ି ଦିଦିଙ୍କ ଆନ୍ଦୋଳନ, ଦାବି ନ ଶୁଣିଲେ ହକି ବେଳେ ରାଜପଥ ଅବରୋଧ ଧମକ

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନ ଆରମ୍ଭ ସମୟରୁ ଲୋୟର ପିଏମଜିରେ ଅଙ୍ଗନୱାଡ଼ି ଦିଦି ଧାରଣାରେ ବସିଛନ୍ତି । ୪୫ ରାତି ଲୋୟର ପିଏମଜିର ଖୋଲା ଆକାଶ ତଳେ କାଟିବା ପରେ ଆଜି ଅଙ୍ଗନୱାଡ଼ି କର୍ମଚାରୀ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲୋୟର ପିଏମଜିରୁ ବାହାରି ନବୀନ ନିବାସ ଅଭିମୁଖେ…

କୋଇଲା ନଗରୀରେ ଧନୁଯାତ୍ରା ମହୋତ୍ସବ, ପୁତୂନାଙ୍କ ନିଧନରେ କଂସ ମର୍ମାହତ

ଝାରସୁଗୁଡ଼ା : ଧନୁଯାତ୍ରା ପାଇଁ ଚଳଚଞ୍ଚଳ ଝାରସୁଗୁଡ଼ା । କୋଇଲା ନଗରୀରେ ଧନୁଯାତ୍ରା ମହୋତ୍ସବ । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ଥିବା ବେଳେ ପୁଣି ସେହି ଧୁମଧାମରେ ଓ ଉତ୍ସାହରେ ଆରମ୍ଭ ହୋଇଛି ତୃତୀୟ ଦିନର ବନ୍ଧବାହାଲ ଧନୁଯାତ୍ରା ମହୋତ୍ସବ । ବନ୍ଧବାହାଲ କଲୋନି ମଥୁରାନଗରୀ…

ଚାଷୀଙ୍କ ଅଭିନବ ପ୍ରତିବାଦ; ଦାବି ପୂରଣ ପାଇଁ ମାଟିରେ ଶରୀରକୁ ପୋତିଦେଲେ

ମୁମ୍ବାଇ: ଚାଷୀନେତାଙ୍କ ଅଭିନବ ପ୍ରତିବାଦ। ଜମି ଆଲର୍ଟ ସତ୍ତ୍ୱେ ତାଙ୍କୁ ଜମି ନ ମିଳିବାରୁ ନିଜକୁ ମାଟିରେ ପୋତି ପ୍ରତିବାଦ କଲେ । ଏମିତି ଘଟଣା ଘଟିଛି ମହାରାଷ୍ଟ୍ରର ଜଲନା ଜିଲ୍ଲାରେ । ସରକାରୀ ଯୋଜନାରେ ଚାଷୀଙ୍କୁ ଜମି ଆଲର୍ଟ ହୋଇଥିଲା । କିନ୍ତୁ ତାଙ୍କୁ ମାଲିକାନାସ୍ୱତ୍ୱ ମିଳୁ ନଥିଲା…

ବିଜେଡି ଛାଡ଼ିବେ କି ଭର୍ତ୍ତୃହରି ମହତାବ ?

ଭୁବନେଶ୍ୱର: କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ଚିନ୍ତାରେ ବିଜେଡି । ସପ୍ତାହକ ତଳେ ପୁରୀରେ ଅନୁଷ୍ଠିତ ଦଳର ପ୍ରତିଷ୍ଠା ଦିବସରେ ଉପସ୍ଥିତ ନଥିଲେ ଭର୍ତ୍ତୃହରି । ଆଉ ଏବେ ଭର୍ତ୍ତୃହରି ଦେଇଥିବା ପ୍ରସଙ୍ଗ ମନ୍ତବ୍ୟ ବିଜେଡି ଶିବିରରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । କଟକରେ ଦଳୀୟ…

ଇଜରାଏଲ ଟିଭି ଚାନେଲରେ ସାକ୍ଷାତକାର ଦେଇଥିବା ଇରାନ ଲେଖକଙ୍କୁ ଫାଶୀଦଣ୍ଡ

ତେହରାନ: କଲମ ଚାଳନା ପାଇଁ ଲେଖକଙ୍କୁ ମିଳିଲା ଫାଶୀ ।  ଦେଶରେ ଦେଖାଦେଇଥିବା ସାଂପ୍ରଦାୟିକ ଦଙ୍ଗା ଏବଂ ଧାର୍ମିକ ବିବାଦକୁ ସେ ତାଙ୍କ କଲମ ମୁନରେ ରୂପ ଦେଉଥିଲେ । ତାଙ୍କ ବିରୋଧରେ  ଲାଗିଲା ଗୁଇନ୍ଦା ଗିରି କରୁଥିବା ଅଭିଯୋଗ । ଶେଷରେ ସରକାର ଶୁଣାଇଲେ ଫାଶୀ ସଜ୍ଜା । ଏମିତି ଖବର ଆସିଛି…

‘ତାରକ ମେହେତା କା ଉଲଟା ଚଷମା’: ୧୪ ବର୍ଷ ପରେ ଶୋ’ ଛାଡିଲେ ଡାଇରେକ୍ଟର

ନୂଆଦିଲ୍ଲୀ: ତାରକ ମେହେତା କା ଉଲଟା ଚଷମା ଟିଭି ଶୋ’ ଛାଡ଼ିଲେ ଡାଇରେକ୍ଟର ମାଲବ ରାଜଦା । ୧୪ ବର୍ଷ ଧରି ସେ ଏହି ଶୋ’ ନିର୍ଦ୍ଦେଶନା ଦେଇଥିଲେ । ଏବେ ଟିଆରପି ଉପରେ ପଡିବ କି ପ୍ରଭାବ? ଦର୍ଶକ ବି ଆଚମ୍ୱିତ । ଠିକ୍ ସେଇ ମଜା  ମିଳିବ ତ? ଶୋ ବେଳେ ହସି ହସି ଯେପରି ଗଡିଯାଉଥିଲେ, ସେମିତି…

ଆଉ ବର୍ଷକ ଲାଗି ମାଗଣା ଚାଉଳ ଘୋଷଣା କଲେ ନବୀନ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଆଉ ବର୍ଷକ ଲାଗି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ପାଇବେ ମାଗଣା ଚାଉଳ । ୨୦୨୩ ଜାନୁଆରୀରୁ ଡିସେମ୍ବର ଯାଏ ହିତାଧିକାରୀ ମାଗଣା ଚାଉଳ ପାଇବେ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମାସିକ ୫ କେଜି…

ନାବାଳିକା ଛାତ୍ରୀକୁ ନେଇ ଟ୍ୟୁସନ୍‌ ସାର୍ ଛୁ ; ଧାରଣାରେ ବସିଲେ ବାପା ମା’

ପୁରୀ : କଥାରେ ଅଛି ଗୁରୁ ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ରୂପ । ଗୁରୁଙ୍କ ପ୍ରେରଣାରେ ଛାତ୍ର ଛାତ୍ରୀ ଶୀର୍ଷ ସ୍ଥାନରେ ପହଞ୍ଚିଥାଆନ୍ତି । କିନ୍ତୁ କିଛି ଅସମାଜିକ ବ୍ୟକ୍ତିଙ୍କ ପାଇଁ ଗୁରୁ ଶିଷ୍ୟର ସମ୍ପର୍କ କଳୁଷିତ ହେଉଛି ।  ଆମେ କହୁଛୁ ଏହି ଦିବ୍ୟାଙ୍ଗ ବାପାଙ୍କ ନିଖୋଜ ନାବାଳିକା ଝିଅର…