Latest Odisha News

BREAKING NEWS

Browsing Category

ଫିଚର

କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୨୦୧୩ ମସିହାରୁ ନିଯୁକ୍ତି ପାଇଥିବା ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନେଇ ଗଠିତ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ସ୍ଥାୟୀ ନିଯୁକ୍ତି ଦାବି ନେଇ ଡିସେମ୍ବର ୫ ତାରିଖରୁ ଦୀର୍ଘ ୩୭ ଦିନ ଧରି ବିଧାନସଭା ସମ୍ମୁଖରେ ଆନ୍ଦୋଳନରେ…

କେଉଁ ପରିସ୍ଥିତିରେ ବିରାଟ ଏବଂ ରୋହିତ ଶର୍ମାଙ୍କ ବିକଳ୍ପ କଥା ଚିନ୍ତା କରୁଛି ବିସିସିଆଇ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟିମ୍ ଇଣ୍ଡିଆରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉତ୍ତରାଧିକାରୀ କିଏ? ହୁଏତ ଏବେ ଆପଣଙ୍କ ମନକୁ ଏହାର ଉତ୍ତର ଆସୁନଥିବ ବା କେବେ ଭାବିନଥିବେ। ହେଲେ ବିସିସିଆଇ କିନ୍ତୁ ଏ ବାବଦରେ ଭାବିବା ଆରମ୍ଭ କରିଦେଇଛି। 2022 ବର୍ଷ ଶେଷ ବେଳକୁ ବଡ ମ୍ୟାଚରେ ଇଂଲଣ୍ଡ…

କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ଉମରାନଙ୍କ ତୋଫାନି ବୋଲିଂ: ୬୭ ରନରେ ହାରିଲା ଶ୍ରୀଲଙ୍କା

ଗୌହାଟି: ମଙ୍ଗଳବାର ଗୌହାଟିରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୬୭ ରନରେ ପରାସ୍ତ କରିଛି। ଏଥିସହ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ରହିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲି…

ଧନୀ ତାଲିକାରେ ଟମ କ୍ରୁଜଙ୍କୁ ପଛରେ ପକାଇଲେ ଶାହାରୁଖ

ମୁମ୍ବାଇ: ୱାର୍ଲ୍ଡ ଅଫ ଷ୍ଟାଟିଷ୍ଟିକ୍ସ ଟ୍ୱିଟର ଆକାଂଉଟରେ ବିଶ୍ୱର ଧନୀ ଅଭିନେତାଙ୍କ ଏକ ସୂଚୀ ଜାରି କରାଯାଇଛି । ଏହି ତାଲିକାରେ ଭାରତର ଶାହାରୁଖ ଖାଁ ୪ର୍ଥ ସ୍ଥାନରେ ରହିଛନ୍ତି । ସେ ଟମ କ୍ରୁଜଙ୍କୁ ପଛରେ ପକାଇ ଏହି ସ୍ଥାନ ହାସଲ କରିଛନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ ଶାହାରୁଖଙ୍କ…

ରଣଜୀ ଟ୍ରଫି: ଓଡିଶା ୧୯୧ରେ ଅଲଆଉଟ

ଭୁବନେଶ୍ୱର: ରଣଜୀ ଟ୍ରଫି କ୍ରିକେଟରେ ମଙ୍ଗଳବାର ହିମାଚଳପ୍ରଦେଶ ବିପକ୍ଷରେ ଓଡିଶା ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ମାତ୍ର ୧୯୧ ରନରେ ଅଲଆଉଟ ହୋଇଯାଇଛି । ଶାନ୍ତନୁ ମିଶ୍ର ୫୨ ଓ ପ୍ରୟାସ ସିଂ ୩୯ ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ…

ହକି ବିଶ୍ୱକପ ଖେଳିଥିବା ଓଡିଆ ତାରକା

ଭୁବନେଶ୍ୱର: ହକି ବିଶ୍ୱକପ ବିଗୁଲର ସ୍ୱର ଶୁଭିଲାଣି । ଆଉ ହକିରେ ବିଭୋର ଓଡିଆ କ୍ରୀଡାପ୍ରେମୀ ନିଜକୁ ଏହି ମେଗା ଇଭେଂଟ ପାଇଁ ପ୍ରସ୍ତୁତ କରି ସାରିଲେଣି । ଦ୍ୱିତୀୟ ଥର ପାଇଁ ଓଡିଶାରେ ହକି ବିଶ୍ୱକପ ଆୟୋଜିତ ହେଉଛି । ଆଉ ଭାରତୀୟ ହକିରେ ଓଡିଶା ଖେଳାଳିଙ୍କ ଯୋଗଦାନ କେବେ ହେଲେ ଉଣା ହୋଇ…

HSRP ନଥିଲେ ନିସ୍ତାର ନାହିଁ, ୧୫ରୁ ଗଣିବେ ଫାଇନ୍

ଭୁବନେଶ୍ୱର: ଆପଣଙ୍କ ଗାଡ଼ିରେ ଲଗାଇଛନ୍ତି ତ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ । ଯଦି ଲଗାଇ ନାହାନ୍ତି ତାହେଲେ ଫାଇନ୍ ଦେବେ । ଆସନ୍ତା ୧୫ ତାରିଖରୁ ଗାଡ଼ିରେ HSRP ଲାଗି ନଥିଲେ ଫାଇନ୍ ଗଣିବାକୁ ପଡ଼ିବ । ଗାଡ଼ି ପଞ୍ଜିକରଣ ନମ୍ବର ଶେଷ ଅଙ୍କ ୧, ୨, ୩, ୪, ୫ ଓ ୬ ଲାଗି HSRP…

ଗାଁର ନାମ ସଉନାମରା..ଏହି ମାଟିରେ ରହିଛି ହକିର ବାସ୍ନା

ସଉନାମରା: ସୁନ୍ଦରଗଡର ଛୋଟ ଗାଁ ସଉନାମରା ଯେଉଁ ପ୍ରସିଦ୍ଧି ହାସଲ କରିଛି ତାହା ବୋଧହୁଏ ବିରଳ । ଏହି ଗାଁରେ ହକିର ବାସ୍ନା ବହୁଛି । ଏଠି ପାଣି ପବନ ସବୁଠାରେ ହକି...ଆଉ ହକି । ଆଉ ଏଥିପାଇଁ ଗୋଟିଏ ପରେ ଗୋଟିଏ ଆନ୍ତର୍ଜାତୀୟ ହକି ଷ୍ଟାର ଏହିଠାରୁ ବାହାରୁଛନ୍ତି । କେନ୍ଦୁଗଛର ବଙ୍କା କାଠରୁ…

ପୁଣି ବୋରୱେଲରେ ଖସିଲା ୬ବର୍ଷର ଶିଶୁ

ହାପୁର : ପୁଣି ବୋରୱେଲରେ ଫସିଲା ଶିଶୁ। ହାପୁରର କୋଟଲା ସଦତ ଅଂଚଳରେ ଥିବା ଏକ ପରିତ୍ୟକ୍ତ ବୋରୱେଲରେ ଜଣେ ୬ ବର୍ଷର ଶିଶୁ ଖସିପଡ଼ିଛି। ଏ ସଂପର୍କରେ ସ୍ଥାନୀୟ ପ୍ରଶାସନ ଜାଣିବା ପରେ ଉଦ୍ଧାର ପାଇଁ ଏନଡିଆରଏଫକୁ ମୁତୟନ କରାଯାଇଛି ।  ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି। ସ୍ଥାନୀୟ ଅଂଚଳରେ ଜଳ…

ହକି ବିଶ୍ୱକପ୍ ବେଳେ ଓଡ଼ିଶାରେ କେମିତି ରହିବ ପାଗ ?

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ କମିଥିବା ବେଳେ ଆଗକୁ ଶୁଖିଲା ପାଗ ରହିବ । ହକି ବିଶ୍ୱକପ୍ ୧୩ ତାରିଖରୁ ଆରମ୍ଭ ହେଉଥିବା ବେଳେ ପାଣିପାଗ ଆକଳନ କହୁଛି ତାପମାତ୍ରା ବଢ଼ିବ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୧୪ ତାରିଖ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।…