Latest Odisha News

BREAKING NEWS

Browsing Category

ଫିଚର

ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ, ‘ପ୍ରତିଭା ଓ ଦକ୍ଷତାର ଅଭାବ ନାହିଁ’: ରାଜ୍ୟପାଳ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ନିକଟରେ ପ୍ରତିଭା ଓ ଦକ୍ଷତାର ଅଭାବ ନାହିଁ । ସେମାନେ ଭଲ ପରିବେଶ ଓ ପ୍ରୋତ୍ସାହନ ପାଇଲେ ସମୟ ଭିତ୍ତିକ ପ୍ରଦର୍ଶନ କରିପାରିବେ । ପ୍ରଯୁକ୍ତି ବିଦ୍ୟା ଚେତନାରେ ରୂପାନ୍ତରିତ ହେବା ଦରକାର । ଫଳରେ ଛାତ୍ରଛାତ୍ରୀମାନେ ସଫଳତାର ଅନ୍ତିମ ସୋପାନରେ ପହଞ୍ଚି ପାରିବେ।…

ଓଡିଶାର ନିପେନ୍ଦ୍ର ଦାଶ ବିହାର ଫୁଟବଲ ଟିମର ମୂଖ୍ୟ କୋଚ ନିଯୁକ୍ତ

ଭୁବନେଶ୍ୱର: ଓଡିଶାର ପୂର୍ବତନ ଅଧିନାୟକ ନିପେନ୍ଦ୍ର କୁମାର ଦାସଙ୍କୁ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ବିହାର ଫୁଟବଲ ଟିମର ମୂଖ୍ୟ କୋଚ ନିଯୁକ୍ତ ହୋଇଛନ୍ତି । ଏ ନେଇ ବିହାର ଫୁଟବଲ ଆସୋସିଏଶନ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ସନ୍ତୋଷ ଟ୍ରଫି ପାଇଁ ବିହାର…

କଟକ ଏବଂ ବରଗଡ଼ରୁ ପୁଣି ନକଲି ଔଷଧ ଜବତ

ଭୁବନେଶ୍ୱର: ପୁଣି ଜବତ ହୋଇଛି ନକଲି ଔଷଧ । ଆଜି କଟକ ଓ ବରଗଡ଼ର ଦୁଇଟି ଗୋଦାମରୁ ନକଲି ଔଷଧ ଜବତ କରାଯାଇଛି । ଏ ବିଷୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ସନ୍ଦେହାତ୍ମକ ଔଷଧ ପ୍ରସ୍ତୁତିରେ ଲିପ୍ତ ସଂସ୍ଥାକୁ…

ଓଡ଼ିଶା ଗସ୍ତରେ ଆସିବେ ଜେପି ନଡ୍ଡା, କନ୍ଧମାଳ ଓ ପୁରୀ ଉପରେ ଫୋକସ୍

ଭୁବନେଶ୍ୱର: ଚଳିତବର୍ଷ ଦ୍ୱିତୀୟ ଥର ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୨୮ ତାରିଖରେ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସି କନ୍ଧମାଳ ଓ ପୁରୀ ଲୋକସଭା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏନେଇ ରାଜ୍ୟ…

ଫ୍ରାନ୍ସ ଅଭିମୁଖେ ବିକିନୀ କିଲର, ନେପାଳ ଆସିବା ଉପରେ ଆଜୀବନ କଟକଣା

ଦୋହା: କୁଖ୍ୟାତ ବିକିନ କିଲର ଚାର୍ଲସ ଶୋଭରାଜ ନେପାଳ ଜେଲରୁ ମୁକ୍ତ ହୋଇଛନ୍ତି । ଜେଲରୁ ବାହାରିବା ପରେ ତ୍ରିଭୁବନ ବିମାନ ବନ୍ଦର ତାଙ୍କୁ ନିଆଯାଇଥିଲା । ଏହାପରେ କାତାର ଏୟାରୱେଜ ବିମାନରେ ତାଙ୍କୁ ଫ୍ରାନ୍ସ ପଠାଯାଇଛି । ପ୍ରଥମେ ସେ ଦୋହା ଯିବେ, ସେଠାରୁ ଆଉ ଏକ ବିମାନରେ ଫ୍ରାନ୍ସ ଅଭିମୁଖେ…

ରଣଜୀ ଟ୍ରଫି: ଓଡିଶାର ଇନିଂସ ପରାଜୟ

ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦଳର ପ୍ରଦର୍ଶନ ସେଭଳି ସନ୍ତୋଷଜନକ ରହୁ ନାହିଁ । ଶୁକ୍ରବାର ଉତରାଖଣ୍ଡ ବିପକ୍ଷରେ ଓଡିଶା ଇନିଂସ ପରାଜୟବରଣ କରିଛି । ଅନ୍ତିମ ଦିବସରେ ଓଡିଶା ୧୬୫ ରନ କରି ଅଲଆଉଟ ହୋଇ…

କେମିତି ଆତ୍ମହତ୍ୟା କରିଥିଲେ ଗୋବିନ୍ଦ ? କଣ୍ଟାବାଞ୍ଜି ସବ୍ ଜେଲରେ ହେଲା ସିନ୍ ରିକ୍ରିଏସନ୍

ଭୁବନେଶ୍ୱର: କଣ୍ଟାବାଞ୍ଜି ସବଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟାର ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ । ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିଲେ । ତେବେ ଜେଲ୍ ଭିତରେ କଡ଼ା ସୁରକ୍ଷା ଥାଇ କିଭଳି ଗୋବିନ୍ଦ ଆତ୍ମହତ୍ୟା କଲେ…

ତାଳବଣିଆରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ

ପୁରୀ:  ଆସନ୍ତା ୨୬ ତାରିଖରେ ବିଜେଡି ପାଳିବ ୨୫ତମ ପ୍ରତିଷ୍ଠା ଦିବସ। ଏଥର ପ୍ରତିଷ୍ଠା ଦିବସ ପାଳିତ ହେବ ପୁରୀ ତାଳବଣିଆ ପଡ଼ିଆରେ । ଏ ନେଇ ତାଳବଣିଆ ପଡ଼ିଆ ଠାରେ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଦଳ ପ୍ରତିଷ୍ଠା ଦିବସ ଅବସରରେ ଦଳର ସୁପ୍ରିମୋ ତଥା ରାଜ୍ୟ ସଭାପତି ନବୀନ…

ଆସିଲା କୋଭିଡ୍ ଗାଇଡଲାଇନ୍, ମାସ୍କ ପିନ୍ଧିବାକୁ ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର: କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାର ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି । ମାସ୍କ ବ୍ୟବହାର, ହାତ ଧୋଇବାକୁ ଗୁରୁତ୍ୱ ଦିଆଯାଇଛି । ଲକ୍ଷଣ ଦେଖାଗଲେ…

ଅବତାର ୨ର କଲେକ୍ସନ ୫୦୦୦ କୋଟି ଛୁଇଁଲା

ମୁମ୍ବାଇ: ଜେମ୍ସ କାମେରୁନଙ୍କ ଅବତାର ୨ ସାରା ବିଶ୍ୱରେ ଧମାକାଦାର ବିଜିନେସ କରୁଛି । ରିପୋର୍ଟ ମୁତାବକ ଏବେ ଏହା ୬୦୦ ମିଲିୟନ ଡଲାର ତଥା ୫୦୦୦କୋଟି ଟଙ୍କାର ବ୍ୟବସାୟ କରିସାରିଛି । ଭାରତରେ ମଧ୍ୟ ଅବତାର ୨ର ବକ୍ସ ଅଫିସ କଲେକ୍ସନ ୨୦୦ କୋଟି ଛୁଇଁଛି । ଏଥିସହ ପ୍ରଥମ ସପ୍ତାହରେ ଭାରତରେ ୨ୟ…