Latest Odisha News
Browsing Category

ଫିଚର

ଶିମିଳିପାଳରେ ହାତୀ ଶିକାର, ପ୍ରମାଣ ନଷ୍ଟ କଲେ ବନ ଅଧିକାରୀ!

ମୟୂରଭଞ୍ଜ: ରାଜ୍ୟରେ ହାତୀ ବିରୋଧରେ ହିଂସା ଥମିବାର ନାଁ ନେଉନି। ଜଙ୍ଗଲ ଭିତରେ ପ୍ରବେଶ କରି ଶିକାରୀ ଶିକାର କରୁଛି ଆଉ ବନ ବିଭାଗ ଜଳକା ସାଜିବା ରାଜ୍ୟରେ ହାତୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଶିମିଳିପାଳ ଜଙ୍ଗଲ ଭିତରେ ପଶି ଜଣେ ଶିକାରୀ ହାତୀକୁ ଶିକାର କରିଥିବା ଜଣାପଡିଛି। ଏହାପରେ ବନ…

ସୋମବାରଠୁ ଆପଲ୍ ୟୁଜରଙ୍କୁ ଅଧିକ ମୂଲ୍ୟରେ ମିଳିବ ଟ୍ୱିଟର ବ୍ଲୁ ସବସ୍କ୍ରିପସନ

ନୂଆଦିଲ୍ଲୀ: ଟ୍ୱିଟର ଆକାଉଣ୍ଟ ଥିବା ଆପଲ୍ ୟୁଜରଙ୍କ ପାଇଁ ଖୁସି ଖବର । ଅଧିକ ମୂଲ୍ୟରେ ସେମାନେ ପାଇପାରିବେ ଟ୍ୱିଟର ବ୍ଲୁ ସବସ୍କ୍ରିପସନ। ରଏଟର୍ସ ରିପୋର୍ଟ ଅନୁସାରେ, କମ୍ପାନୀ ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛି । ସୋମବାରଠାରୁ ଆପଲ ୟୁଜରଙ୍କ ପାଇଁ ଟ୍ୱିଟର ଇଙ୍କ୍ ଏହି ସୁବିଧା ଆରମ୍ଭ…

ସହର ଭିତରେ ୧୧ ଟିକିଆ ହାତୀ ପଲ, ଲୋକେ ଆତଙ୍କିତ

ଢେଙ୍କାନାଳ (ହରେକ୍ରିଷ୍ଣ ରାଉତ): ଜିଲ୍ଲା ବନଖଣ୍ଡ କାମାକ୍ଷାନଗର ସହର ମଧ୍ୟରେ ହାତୀ ପଲଙ୍କ ତାଣ୍ଡବ। ସକାଳୁ ପ୍ରାୟ ୧୧ ଟିକିଆ ହାତୀ ପଲ ଆସି କାମାକ୍ଷାନଗର ଅବକାରୀ ଥାନା ପଛ ପାଖରେ ଉପଦ୍ରବ କରିବା ସହ ତାଣ୍ଡବ ରଚିଥିଲେ। ଯାହାକୁ ନେଇ କାମାକ୍ଷାନଗର ସହରରେ ହାତୀଙ୍କ ଆତଙ୍କ ସୃଷ୍ଟି ହୋଇଥିବା…

ଫିଫା ବିଶ୍ୱକପ ସେମିଫାଇନାଲରେ ପ୍ରଥମ ଥର ପ୍ରବେଶ କଲା ମରକ୍କୋ

କତାର : ଫିଫା ବିଶ୍ୱକପ୍ ୨୦୨୨ ରେ ଇଚିହାସ ଲେଖିଲା ମରକ୍କୋ । କ୍ରିଷ୍ଟିଆନା ରୋନାଲ୍ଡୋଙ୍କ ଟିମ୍ ପର୍ତ୍ତୁଗାଲକୁ ହରାଇ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚିଛି ଏହି ଆଫ୍ରୀକୀୟ ଦେଶ । ଏହା ସହିତ କ୍ୱାର୍ଟର ଫାଇନାଲ ରାଉଣ୍ଡ ଶେଷ । ଅଲ୍ ବ୍ୟାଟ୍ ଷ୍ଟାଡିଅମରେ ଖେଳାଯାଇଥିବା ମ୍ୟାଚରେ…

ଶିଶୁ ଯୌନ ଶୋଷଣ ଏକ ଲୁକ୍କାୟତ ସମସ୍ୟା: ସିଜେଆଇ

ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୁଡ ଶନିବାର କହିଛନ୍ତି ଯେ ଦେଶରେ ଏକ 'ନୀରବତା ସଂସ୍କୃତି' ଥିବାରୁ ଶିଶୁ ଯୌନ ଶୋଷଣ ଲୁକ୍କାୟିତ ସମସ୍ୟା ପାଲଟିଛି। ସରକାର ଏପରି ଅସନ୍ତୁଷ୍ଟ ପରିବାରମାନଙ୍କୁ ସେମାନଙ୍କ ପିଲାମାନଙ୍କ ପ୍ରତି ଅସଦାଚରଣ ଅଭିଯୋଗ ଦାଖଲ କରିବାକୁ…

ଛାଡ଼ପତ୍ର ମାମଲାରେ କେମିତ ଖର୍ଚ୍ଚ କାଟ କରିବେ? ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନେକ ଥର ଏହା ଘଟେ ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ବଞ୍ଚାଇବା କଷ୍ଟକର ହୋଇଯାଏ। ଏପରି ପରିସ୍ଥିତିରେ, ଯଦି ଛାଡପତ୍ରର ରାସ୍ତା ଆସେ, ତେବେ ଏହାର ଏକ ବଡ଼ ଦିଗ ମଧ୍ୟ ଆର୍ଥିକ ସହିତ ଜଡିତ। ଛାଡପତ୍ର ପାଇଁ ଦେଶରେ ବ୍ୟାପକ ନିୟମ ରହିଛି, କିନ୍ତୁ ଆର୍ଥିକ…

ପୁଲିସ ଜବତ କରିଥିବା ପ୍ରମାଣର ତଥ୍ୟ ଇଡି ହାତରେ, କଳାଧନର କଳା କାହାଣୀ କହିବାକୁ ଅମଙ୍ଗ ଅର୍ଚ୍ଚନା

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ବେଆଇନ ଆର୍ଥିକ କାରବାରର ତଦନ୍ତ କରୁଛି ଇଡ଼ି। ଆଉ ପ୍ରଥମେ ଏହି ମାମଲାର ତଦନ୍ତ କରି ବିଭିନ୍ନ ଜିନିଷ ଜବତ କରିଥିବା କମିଶନରେଟ ପୋଲିସ ସମସ୍ତ ତଥ୍ଯ ଇଡିକୁ ହସ୍ତାନ୍ତର କରିଛି। ଗୋଟିଏ ପଟେ ଅର୍ଚ୍ଚନା ନାଗ ଇଡିର ତଦନ୍ତ…

ଏୟାର ଇଣ୍ଡିଆ ବିମାନରୁ ମିଳିଲା ସାପ, ତଦନ୍ତ ନିର୍ଦ୍ଦେଶ ଦେଲା ଡିଜିସିଏ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ସାପ । ବିମାନଟି କେରଳରୁ ଦୁବାଇ ଅଭିମୁଖେ ଯାଉଥିଲା । ତେବେ ସାପଟି କାର୍ଗୋ ହୋଲ୍ଡ ଭିତରେ ଥିଲା । ବି ୭୩୭-୮୦୦ ଏୟାରକ୍ରାଫ୍ଟ କାଲିକଟରୁ ଦୁବାଇ ପହଞ୍ଚିବା ପରେ ସାପଟିକୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ଡିଜିସିଏ ଏହି ଘଟଣାରେ ତଦନ୍ତ…

‘ମହିଳାଙ୍କୁ ସମ୍ମାନ’ ନେଇ ବିଜେଡିକୁ ଟାର୍ଗେଟ୍ କଲେ ବିଧାୟକ ସୂର୍ଯ୍ୟବଂଶୀ

ଭୁବନେଶ୍ୱର: ମହିଳାଙ୍କୁ ସମ୍ମାନ ଦେବା ପ୍ରସଙ୍ଗରେ ଦୁଇ ଦଳ ବିଜେଡି-ବିଜେପି ମଧ୍ୟରେ ଜାରି ରହିଛି ବାକ୍ ଯୁଦ୍ଧ। ବର୍ଷା ବରିହାଙ୍କୁ ନେଇ ବିଜେଡି ବିଜେପିକୁ ଟାର୍ଗେଟ୍ କରିଥିବା ବେଳେ ରାଜ୍ୟରେ ମହିଳା ନିର୍ଯାତନାକୁ ନେଇ ରୁଜୁ ହୋଇଥିବା ମାମଲାରେ ବିଧାୟକ ସୂର୍ଯ୍ୟବଂଶୀ ଶାସକ ଦଳକୁ…

ଆଜି ହିମାଚଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁଖବିନ୍ଦର ସିଂ ସୁଖୁ

ସିମଲା: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ହିମାଚଳ ପ୍ରଦେଶର ଆଗାମୀ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ଆଜି ସେ ଶପଥ ନେବେ । ତାଙ୍କ ଶପଥ ସମାରୋହରେ ସାମିଲ ହେବେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧି । ପୂର୍ବାହ୍ନ ୧୧ଟାରେ ହିମାଚଳପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ…