Latest Odisha News
Browsing Category

ଫିଚର

ଏବେ ସାମିଲ୍ ହେବ ନାହିଁ ନୂଆ ବିଷୟ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷରେ କୌଣସି ନୂଆ ବିଷୟ ସାମିଲ୍ କରାଯିବ ନାହିଁ । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଚଳିତ ବର୍ଷର ପାଠପଢ଼ା ଆରମ୍ଭ ହୋଇ ଯାଇଥିବାରୁ ଆଉ କୌଣସି ନୂଆ ବିଷୟ ସାମିଲ୍ ହେବ ନାହିଁ । ତେବେ…

ଭୁଜାଲି ଦେଖାଇ ଲୁଟିନେଲେ ତିନିଲକ୍ଷ ଟଙ୍କା

ଅନୁଗୁଳ: ଭୁଜାଲି ଲଗାଇ ଲୁଟିନେଲେ ୩ ଲକ୍ଷ ଟଙ୍କା ।  ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଠାରୁ ମାତ୍ର ପଚାଶ ମିଟର ଦୂରରେ ଲୁଟ୍ । ଗ୍ରାହକ ସେବା କେନ୍ଦ୍ର କରି ଆନନ୍ଦ ସୁନାର ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଆସୁଥିଲେ । ଗତକାଲି ଆନନ୍ଦ ସୁନାର ପାଖାପାଖି ତିନି ଲକ୍ଷ ଟଙ୍କା ଏକ ବ୍ୟାଗରେ ଧରି…

ଋଷ ଡ୍ରୋନ୍ ଆକ୍ରମଣରେ ଅଚଳ ୟୁକ୍ରେନର ପାୱାର ଗ୍ରୀଡ଼, ଅନ୍ଧାରରେ ୧୫ ଲକ୍ଷ ଲୋକ

କିଭ୍: ୟୁକ୍ରେନ୍-ଋଷ ମଧ୍ୟରେ ଫେବ୍ରୁଆରୀ ୨୪ରୁ ଚାଲିଥିବା ଯୁଦ୍ଧ ଜାରି ରହିଛି । ପୁଟିନ୍ ତାଙ୍କ ଜିଦରୁ ଓହରୁ ନଥିବା ବେଳେ ବହୁତ କ୍ଷତି ସହିଲାଣି ୟୁକ୍ରେନ୍ । ୟୁକ୍ରେନର ଅନେକ ସହରରେ ଋଷ ସୈନ୍ୟ ଧ୍ୱଂସର ତାଣ୍ଡବ ଲୀଳା ରଚିଛନ୍ତି । ଏବେ ଋଷ କାମିକେଜ୍ ଡ୍ରୋନ୍ ଆକ୍ରମଣ କରିଛି । ଦକ୍ଷିଣ…

ରିସେପସନ୍‌ରେ ସ୍ତ୍ରୀଙ୍କୁ ଗଧ ଛୁଆ ଗିପ୍ଟ କରି ଚର୍ଚ୍ଚାରେ ପାକିସ୍ତାନ ୟୁଟ୍ୟୁବର

ନୂଆଦିଲ୍ଲୀ: ସାଧାରଣତଃ ବିବାହକୁ ସମସ୍ତେ ଅଧିକ ସ୍ପେଶିଆଲ କରିବାକୁ ଚାହିଁଥାଆନ୍ତି । ସେଥିପାଇଁ ନିଜ ପ୍ରିୟଜନଙ୍କୁ ନିମନ୍ତ୍ରିତ କରିଥାଆନ୍ତି । ଆଉ ସମ୍ପର୍କିୟମାନେ ନବବିବାହିତ ବର-କନ୍ୟାଙ୍କୁ ଢ଼େର ସାରା ଉପହାର ମଧ୍ୟ ଦେଇଥାଆାନ୍ତି । ସେହିପରି ବର ମଧ୍ୟ ନିଜ ସ୍ତ୍ରୀକୁ କିଛି ଗିଫ୍ଟ…

ଯୋବ୍ରା ବ୍ୟାରେଜରେ ସନ୍ତରଣ ଶିଖିବାବେଳେ ମହାନଦୀରେ ବୁଡ଼ି ମୃତ

କଟକ: ମହାନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ପୀର ବଜାରର ସୋହେଲ ଖାନ । ଯୋବ୍ରା ବ୍ୟାରେଜରେ ବୁଡ଼ି ସେ ନିଖୋଜ ଥିଲେ । ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୋବ୍ରା ବ୍ୟାରଜରେ ସନ୍ତରଣ ଶିଖିବା ବେଳେ ଅଘଟଣ ଘଟିଛି । ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ୨୦ରୁ ଅଧିକ…

ପଥ ଉତ୍ସବରେ ନାଚିଲେ, ଗାଇଲେ ଓ ଖେଳିଲେ ଜୟପୁରବାସୀ

ଜୟପୁର: ଜୟପୁରରେ ଆରମ୍ଭ ହେଲା ପଥ ଉତ୍ସବ । ଜିଲା ପ୍ରଶାସନ ତରଫରୁ ଜୟପୁର ପୌର ପାଳିକା ଦ୍ୱାରା ଅନୁଷ୍ଠିତ ହୋଇଥି ପଥ ଉତ୍ସବ। ବିଧାୟକ ତାରା ପ୍ରସାଦ ବାହିନିପତି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନାଚ, ଗୀତରେ ଉଛୁଳି ଉଠିଥିଲା ପଥ । ବିଭିନ୍ନ ପ୍ରକାର ଖେଳ କସରତରେ ବି ସାମିଲ…

ଘୋଷଣା ହେଲା କଙ୍ଗନା ରଣାଓ୍ୱତଙ୍କ ନୂଆ ଫିଲ୍ମ, ଏଥର କୁଇନ୍ କି ଝାନସୀ ଅବତାରରେ ନୁହେଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ଖୋଲାଖୋଲି ଭାବରେ ପ୍ରତ୍ୟେକ ପ୍ରସଙ୍ଗରେ ସମସ୍ତଙ୍କ ସାମ୍ନାରେ ନିଜର ମତ ରଖିନ୍ତି। ନିଜ ବୟାନ ପାଇଁ କଙ୍ଗନା ଅନେକ ସମୟରେ ବିବାଦରେ ଛନ୍ଦି ହୋଇଥିବାର ଦେଖାଯାଏ। ଏହି ସମୟରେ ପୁଣି ଥରେ ବଲିଉଡର କୁଇନ୍ ଆଲୋଚନାର ଏକ ଅଂଶ ପାଲଟିଛନ୍ତି ତାଙ୍କର…

ଯୌନ ରାକ୍ଷସର ଉନ୍ମତ୍ତ କାଣ୍ଡ; ଚଳନ୍ତା ଗାଡ଼ିରୁ ଫୋପାଡ଼ିଦେଲା ୧୦ ମାସର ଶିଶୁ

ମୁମ୍ବାଇ : ହଜିଗଲା ମାନବିକତା । ନିଜ ଉଦ୍ଦେଶ୍ୟରେ ଅସଫଳ ହେବାରୁ ଚଳନ୍ତା ଗାଡ଼ିରୁ ଫିଙ୍ଗି ଦେଲା ୧୦ ମାସର ଛୁଆ । ଏଭଳି ଅମାନୁଷିକ ଘଟଣା ମୁମ୍ବାଇ ଉପକଣ୍ଠ ପାଲକର ଜିଲ୍ଲାର ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ଘଟିଛି । ସୂଚନା ଅନୁଯାୟୀ, ନିଜ ଝିଅ ସହ ଏକ କାର୍‌ରେ ଗୁଜୁରାଟ ଯାଉଥିବା…

ତାଲିବାନ ନିର୍ଯାତନାର କାହାଣୀ ‘My Pen is the Wing of a Bird’ ବହିରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନ ଶାସନ କରୁଛି। ଯଦିଓ ତାଲିବାନ ମହିଳାଙ୍କୁ ସ୍ବାଧୀନ ଦେବା ଚିନ୍ତାର ବିରୋଧୀ ବୋଲି ସମଗ୍ର ଦୁନିଆ ଜାଣିଛି। ହେଲେ କୌଣସି କାରଣରୁ ଏହି ଘଟଣା ସାମ୍ମାକୁ ସେତେଟା ଆସୁନାହିଁ। ହେଲେ ୧୮ ଜଣ ମହିଳା ତାଲିବାନ ଶାସନରେ କିଭଳି ନିର୍ଯାତିତ…

ଆଇଏମଏଫ୍ ଓ ଓ୍ୱାର୍ଲ୍ଡ ବ୍ୟାଙ୍କର ଚେତାବନୀ: ଆର୍ଥିକ ସଙ୍କଟ ଦୀର୍ଘସ୍ଥାୟୀ ହେବ

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତି ଆହୁରି ଜଟିଳ ହେବ। ଓ୍ୱାର୍ଲ୍ଡ ବ୍ୟାଙ୍କ ଓ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ବା ଆଇଏମଏଫ୍ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି । ଏହାର ପ୍ରଭାବ ଦୀର୍ଘବର୍ଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ଉଭୟ ଆଶଙ୍କା କରିଛନ୍ତି । ଆଇଏମଏଫର ମ୍ୟାନେଜିଂ ଡାଇରେକ୍ଟର…