Latest Odisha News

BREAKING NEWS

Browsing Category

ଫିଚର

ଗୁଜରାଟରେ ପଦ୍ମ ହସୁଛି, ହିମାଚଳରେ ଖସୁଛି

ଅହମଦବାଦ: ଗୁଜରାଟରେ ଇତିହାସ ରଚିବାକୁ ଯାଉଛି । ଗୁଜରାଟରେ କଂଗ୍ରେସକୁ ମୂଳପୋଛ କରି ୧୫୦ରୁ ଅଧିକ ଆସନରେ ଜିତିବାକୁ ଯାଉଛି ବିଜେପି ।  ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ଦେଇ ସାରିଲେଣି ଭୂପେନ୍ଦ୍ର ପଟେଲ । ଏକ ପ୍ରେସ ମିଟରେ ଏ ନେଇ ସୂଚନା…

୧୫ ରାଉଣ୍ଡ ସୁଦ୍ଧା ଟ୍ରେଣ୍ଡ ଜାରି ରଖିଛି ବିଜେଡି

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ଫଳାଫଳ । ୧୫ ରାଉଣ୍ଡ ସରିଛି ଭୋଟ୍ ଗଣତି । ଏଯାବତ୍ ଫଳାଫଳ ଅନୁସାରେ, ମାଡ଼ି ମାଡ଼ି ଚାଲିଛି ବିଜେଡି ।  ପ୍ରତି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ଆଗରେ ରହୁଛନ୍ତି ।…

ମେକଅପ୍‌ ଖରାପ କରିବାରୁ ଥାନାରେ ଏତଲା ଦେଲେ କନିଆ

ନୂଆଦିଲ୍ଲୀ : ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କର ବହୁତ ଇଚ୍ଛା ରହିଥାଏ । ବିଶେଷ କରି ବିବାହ ସମୟରେ ସୁନ୍ଦର ଦେଖାଯିବା ପାଇଁ ନିକଟସ୍ଥ ବିୟୁଟି ପାର୍ଲରର ସାହାଯ୍ୟ ନେଇଥାଆନ୍ତି  । ତେବେ ଏଭଳି ସ୍ଥିତିରେ ନିକଟରେ ବାହାଘରର ମେକଅପ୍‌ କରି ହଟାହଟା ହୋଇଛନ୍ତି ପାର୍ଲର ମାଲିକ । କନିଆକୁ  …

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳି ନ ପାରନ୍ତି ରୋହିତ

ଢ଼ାକା: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଖେଳି ନ ପାରନ୍ତି । ଦ୍ୱିତୀୟ ଦିନିକିଆ ଅବସରରେ ରୋହିତ ଆଘାତପ୍ରାପ୍ତ ହୋଇଥିଲେ । ତେବେ ଏହା ସତ୍ୱେ ସେ ଶେଷ ଭାଗରେ ବ୍ୟାଟିଂ କରିବାକୁ ଆସି ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ । ଅବଶ୍ୟ ଭାରତ ଏହି…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟିଟିଇ ଗୁରୁତର

ଖଡ଼ଗପୁର : ଅନେକ ସମୟରେ ବିଭିନ୍ନ ଦୁର୍ଘଟଣା ଘଟୁଥିବା ବେଳେ ଏଭଳି ଏକ ଛାତିଥରା ଦୃଶ୍ୟ ଆମ ସାମ୍ନାକୁ ଆସିଛି ଯାହାକୁ ଆପଣମାନେ ଦେଖିଲେ ଚକିତ ହୋଇଯିବେ । ତେବେ ଏଭଳି ଛାତିଥରା ଦୃଶ୍ୟ ଖଡ଼ଗପୁର ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା । ଟିଟିଇ ଜଣକ ସହଯୋଗୀଙ୍କ ସହ ଠିଆ ହୋଇ କଥା ହେଉଥିଲେ ।…

ପଦ୍ମପୁର ଉପନିର୍ବାଚନ: ଆଗେଇ ଚାଲିଛି ବିଜେଡି

ପଦ୍ମପୁର: ପଦ୍ମପୁର ଉପନିର୍ବାଚନରେ ବିଜେଡି ଟ୍ରେଣ୍ଡ ଜାରି ରଖିଛି । ୯ମ ରାଉଣ୍ଡ ସୁଦ୍ଧା ବିଜେଡି ୧୭,୪୪୫ ଭୋଟରେ ଆଗୁଆ ରହିଛି । ବିଜେପି ୩୨୧୪୩, ବିଜେଡି ୪୮୫୮୮, କଂଗ୍ରେସ ୧୭୯୬ ଖଣ୍ଡ ଭୋଟରେ ଆଗୁଆ ଆଛନ୍ତି । ୮ମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧୫,୫୪୧ ଭୋଟରେ ଆଗୁଆ…

୩ୟ ରାଉଣ୍ଡ ସୁଦ୍ଧା ୫୭୬୬ ଖଣ୍ଡ ଭୋଟରେ ବିଜେଡି ଆଗୁଆ

ପଦ୍ମପୁର : ୩ୟ ରାଉଣ୍ଡ ସୁଦ୍ଧା ଫଳାଫଳ  । ୫୭୬୬ ଖଣ୍ଡ ଭୋଟରେ ବିଜେଡି ଆଗୁଆ । ପ୍ରଦୀପଙ୍କୁ ପଛରେ ପକାଇ ବର୍ଷା ସିଂ ଆଗୁଆ ରହିଛନ୍ତି । ବିଜେପି ୧୦୧୫୦, ବିଜେଡି ୧୫୯୧୬ ଓ କଂଗ୍ରେସ ୪୭୪ ଭୋଟରେ ଆଗୁଆ ରହିଛନ୍ତି । ପଦ୍ମପୁରରେ ୧ମ ରାଉଣ୍ଡରେ ବିଜେଡି ଆଗୁଆ ଥିଲା । ପଦ୍ମପୁର ଉପନିର୍ବାଚନ ପାଇଁ…

ପଦ୍ମପୁର ଫାଇଟ୍: ଲଗାତାର ୨ରାଉଣ୍ଡରେ ବିଜେଡି ଆଗୁଆ

ପଦ୍ମପୁର: ୨ୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି । ୩୦୭୦ଭୋଟରେ ବିଜେଡି ଆଗୁଆ ରହିଥିବା ବେଳେ ପଛରେ ପଡିଛନ୍ତି ବିଜେପି ଓ କଂଗ୍ରେସ  । ଲଗାତାର ଦୁଇଟି ରାଉଣ୍ଡରେ ବିଜେଡି ଆଗୁଆ ରହିଥିବା ସୂଚନା ମିଳିଛି । ୧ମ ରାଉଣ୍ଡରେ ୧୭୧୨ ଭୋଟ୍ ରେ ଆଗୁଆ ଥିଲେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା…

୧ମ ରାଉଣ୍ଡରେ ୧୭୧୨ ଖଣ୍ଡ ଭୋଟରେ ବିଜେଡି ଆଗୁଆ

ପଦ୍ମପୁର:  ପଦ୍ମପୁରରେ ୧ମ ରାଉଣ୍ଡରେ ବିଜେଡି ଆଗୁଆ । ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ ସୂଚନା ମିଳିଛି  । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଆଗୁଆ ରହିଛନ୍ତି । ୧୭୧୨ ଖଣ୍ଡ ଭୋଟ ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ…

ଗୁଜରାଟରେ ଗଡ଼ ବଜାୟ ରଖିବ କି ବିଜେପି? ହିମାଚଳରେ କାଣ୍ଟେ କା ଟକ୍କର; ଏକଜିଟ୍ ପୋଲ୍ ଦେଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ:  ଗୁଜରାଟ ଓ ହିମାଚଳପ୍ରଦେଶରେ ନିର୍ବାଚନ ଭୋଟ୍ ଗଣତି ଆରମ୍ଭ ହୋଇଛି । ଗୁଜରାଟ୍ ରେ ୧୮୨, ହିମାଚଳପ୍ରଦେଶର ୬୮ ଆସନ ଲାଗି ଆଜି ଭୋଟ୍ ଗଣତି ହେଉଛି । ଗୁଜରାଟରେ ୨୭ ବର୍ଷର ଶାସକ ବିଜେପି ବିଜୟ ଆଶା ବାନ୍ଧିଛି । ସେପଟେ ହିମାଚଳପ୍ରଦେଶରେ ବିଜେପି ପୁଣି ଥରେ ଶାସନକୁ ଆସିବାକୁ ଜୋର୍…