Latest Odisha News

BREAKING NEWS

Browsing Category

ଫିଚର

ପଦ୍ମପୁରରେ ଟଙ୍କା ବଣ୍ଟା ଅଭିଯୋଗକୁ ନେଇ ଜନଅସନ୍ତୋଷ

ପଦ୍ମପୁର: ଭୋଟ୍ ପୂର୍ବରୁ ପଦ୍ମପୁରରେ ଟଙ୍କା ବଣ୍ଟା ଅଭିଯୋଗ । ପାଇକମାଳ ବ୍ଲକ ସରେଇକଲା ଗାଁରେ ଟଙ୍କା ବଣ୍ଟାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ୨ ବିଜେଡିକର୍ମୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ପୋଲିସ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରିଥିଲା । ଏକ ଧଳା ରଙ୍ଗର ଇନୋଭାରେ ଦୁହେଁ ଆସିଥିଲେ ।…

ପୁତୁରାର ଗୁଳି ମାଡ଼଼ରେ ଖୁଡ଼ି ଗୁରୁତର

ସୁବର୍ଣ୍ଣପୁର: ପୁତୁରାର ଗୁଳି ମାଡ଼଼ରେ ଖୁଡ଼ି ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ପଦରପଡ଼ାରେ । ପୁତୁରା ଦେବପ୍ରକାଶ, ପଞ୍ଚାନନଙ୍କ ପତ୍ନୀ ଅନିମା ମହାପାତ୍ରଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅନିମାଙ୍କୁ ବଲାଙ୍ଗିର ଭୀମଭୋଇ…

ଆମ ଗାଁ ଆମ ବିକାଶ ଯୋଜନା ଅର୍ଥ ଆତ୍ମସାତ ମାମଲା, ବ୍ଲକ ପୂର୍ବତନ ସହକାରୀ ଯନ୍ତ୍ରୀ ଗିରଫ

ଜଗତସିଂହପୁର: ବନ୍ଧା ହେଲେ ବ୍ଲକ ପୂର୍ବତନ ସହକାରୀ ଯନ୍ତ୍ରୀ । ଆମ ଗାଁ ଆମ ବିକାଶ ଯୋଜନାରେ ଅର୍ଥ ଆତ୍ମସାତ ଅଭିଯୋଗରେ ପୋଲିସ ବ୍ଲକ ପୂର୍ବତନ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି । ରଘୁନାଥପୁର ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ଅମୀୟଚାନ୍ଦ ମଲ୍ଲିକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି…

ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା, କ୍ଷମା ମାଗିଲେ ୟୁଟ୍ୟୁବର ଅନିମେଶ

ପୁରୀ : ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା । ହାଡଯୋଡ଼ି କ୍ଷମା ମାଗିଲେ ୟୁଟ୍ୟବର ଅନିମେଶ । ସୂଚନା ଅନୁଯାୟୀ ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଥିଲେ ୟୁଟ୍ୟବର ଅନିମେଶ  । ଆଉ ନିଜ ୟୁଟ୍ୟୁବ ଆକାଉଣ୍ଟରେ ଶ୍ରୀମନ୍ଦିର ଭିଡିଓ ଅପଲୋଡ କରିଥିଲେ  । ଯାହାକୁ ନେଇ ବିବାଦ…

୨୦୪୦ ବେଳକୁ ୧୧.୨ କୋଟି ଲୋକଙ୍କୁ ହୋଇପାରେ ଗ୍ଲୁକୋମା ରୋଗ

ନୂଆଦିଲ୍ଲୀ : ରାତିରେ ନ ଶୋଇ ଦିନରେ ଶୋଇବା ଦ୍ୱାରା ବଢ଼ିପାରେ ମୋତିଆବିନ୍ଦୁ ଆଶଙ୍କା । ଏକ ଆକଳନରୁ ଜଣାପଡ଼ିଛି ଯେ ରାତିରେ  ପର୍ଯ୍ୟାପ୍ତ ନିଦରେ ନ ଶୋଇପାରିବା,  ଦିନରେ ନିଦ ଲାଗିବା ଏବଂ ଘୁଙ୍ଗୁଡି ମାରିବା ଫଳରେ ଆଖି ଉପରେ କୁପ୍ରଭାବ ପଡିଥାଏ। ଫଳରେ କଳା ମୋତିଆବିନ୍ଦୁର ଆଶଙ୍କା…

ଫିଫା ବିଶ୍ୱକପ: କ୍ୱାର୍ଟରରେ ଆର୍ଜେଂଟିନା, ନେଦରଲାଣ୍ଡ

ଅଲ ରାୟନ: ଆର୍ଜେଂଟିନା ଓ ନେଦରଲାଣ୍ଡସ ଚଳିତ ଫିଫା ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି-କ୍ୱାର୍ଟରରେ ଆର୍ଜେଂଟିନା ୨-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ୩୫ତମ ମିନିଟରେ ଷ୍ଟାର ଖେଳାଳି ଲିଓନେଲ ମେସି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । ଦ୍ୱିତୀୟାର୍ଦ୍ଧରେ…

ଆସନ୍ତାକାଲି ପଦ୍ମପୁର ଫାଇଟ୍ : ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ପାଇଁ ପଡିବ ଭୋଟ୍ । ବୁଥମୁହାଁ ହୋଇଛନ୍ତି ପୋଲିଂ ପାର୍ଟି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏନେଇ ପ୍ରେସମିଟ୍ କରିଛନ୍ତି । ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ମତଦାନ ଚାଲିବ। ମୋଟ ୩୧୯ଟି ବୁଥରେ ଭୋଟ୍ ହେବ । ୭୪ଟି ମାଓପ୍ରବଣ…

ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ଧୂଆଁମୟ ହେଲା ସମଗ୍ର ଅଞ୍ଚଳ

କଳାହାଣ୍ଡି : କର୍ଲାପଡ଼ା ନିକଟ ଜାତୀୟ ରାଜପଥରେ ବଡ଼ ଅଘଟଣ  । ଭାରସମ୍ୟ ହରାଇ ଓଲଟି ପଡ଼ିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର । ଗ୍ୟାସ ଟ୍ୟାଙ୍କରରୁ ଗ୍ୟାସ୍ ବାହାରି ସମସ୍ତ ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଦୁର୍ଘଟଣା ଯୋଗଁ ସ୍ଥାନୀୟ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏନେଇ ବଲାଙ୍ଗୀରରୁ…

ନୌସେନା ଦିବସ ମନେପକାଇଦିଏ ‘ଅପରେସନ ଟ୍ରାଇଡେଣ୍ଟ’ କଥା

ନୂଆଦିଲ୍ଲୀ: ୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । ଏହି ଯୁଦ୍ଧର ଉପଲବ୍ଧିକୁ ମନେପକାଇବା ପାଇଁ ପାଳନ ହୁଏ ‘ନୌସେନା ଦିବସ’ ବା ନେଭି ଡେ’ । ୩ ଡିସେମ୍ୱର ୧୯୭୧ରେ ଭାରତୀୟ ନୌସେନାର ଜାହାଜ ମୁମ୍ୱାଇରୁ ବାହାରୁଥିଲା ।…

ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ସକାଳ ୧୦ଟା ୧୫ ମିନିଟ୍‌ରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଧ୍ୟାହ୍ନ ୧୨ଟା ୧୫ ମିନିଟ୍‌ରେ ଦିଲ୍ଲୀରେ ପହଞ୍ଚି ସଂଧ୍ୟା ୫ଟାରେ ରାଷ୍ଟ୍ରପତି ଭବନ କଲ୍‌ଚରାଲ…