Latest Odisha News

BREAKING NEWS

Browsing Category

ଫିଚର

ପ୍ରତିକୂଳ ପରିସ୍ଥିତିରେ ନୌସେନା ଦେଶକୁ ସୁରକ୍ଷା ଦେଇଛି: ମୋଦୀ

ନୂଆଦିଲ୍ଲୀ: ଆଜି ନୌସେନା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୌସେନାକୁ ଶୁଭେଚ୍ଛା ଜଣାଇବା ସହିତ ଟ୍ୱିଟ କରିଛନ୍ତିଯେ, ବହୁ ପ୍ରତିକୂଳ ପରିସ୍ଥିତିରେ ନୌସେନା ଦେଶକୁ ସୁରକ୍ଷା ଦେଇଛି । ସମୁଦ୍ରତଟକୁ ଶତ୍ରୁ କବଳରୁ ସୁରକ୍ଷିତ ରଖିଛନ୍ତି । ଏଥିପାଇଁ ନୌସେନାର ଅବଦାନ ମହତ୍ । ନୌସେନା…

ସ୍ୱଚ୍ଛ ଦିଲ୍ଲୀ ପାଇଁ ଭ୍ରଷ୍ଟାଚାରମୁକ୍ତ ସରକାର ଗଢନ୍ତୁ; ଅରବିନ୍ଦ କେଜରିଓ୍ୱାଲଙ୍କ ଅପିଲ୍

ଦିଲ୍ଲୀ: ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ମତଦାନ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଟ୍ୱିଟ୍ କରି ମତଦାନ ପାଇଁ ଅପିଲ କରିଛନ୍ତି । ସେ କହିଛନ୍ତିଯେ, ସ୍ୱଚ୍ଛ ଦିଲ୍ଲୀ କରିବା ପାଇଁ ନଗର ନିଗମରେ ଭ୍ରଷ୍ଟାଚାରମୁକ୍ତ ସରକାର ଗଢିବା ପାଇଁ ମତଦାନ…

ଲେଖକମାନେ ଦୁଃଖୀ ମଣିଷର ସ୍ୱର ହୁଅନ୍ତୁ : ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ

ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଗଳ୍ପ, କବିତା , ଶିଶୁ ସାହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଚାଲିଥିବା ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଏକ ନିଆରା ବ୍ୟକ୍ତିତ୍ୱ । ତାଙ୍କ ରଚନାରେ ଥାଏ ଅନୁଭବ ଓ ଅନୁଭୂତିର କଥା,ସାମାଜିକ ଜୀବନର କଥା ଅତି ସାଧାରଣ ଘଟଣାରୁ ଜୀବନର…

କ୍ଷମା ମାଗିଲେ ‘ଅଲ୍‌ ଇଣ୍ଡିଆ ‌ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌’ର ମୁଖ୍ୟ ବଦରୁଦ୍ଧିନ୍‌ ଅଜମଲ

ନୂଆଦିଲ୍ଲୀ : ହିନ୍ଦୁମାନଙ୍କ ବିବାହ ବିଷୟରେ ବିବାଦୀୟ ମନ୍ତବ୍ୟ ନେଇ ଲୋକଙ୍କ ନରବନ୍ଦୀ ହୋଇଥିଲେ ‘ଅଲ୍‌ ଇଣ୍ଡିଆ ‌ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌’(ଏଆଇୟୁଡିଏଫ୍‌)ର ମୁଖ୍ୟ ବଦରୁଦ୍ଧିନ୍‌ ଅଜମଲ  । ସେ କହିଥିଲେ ଯେ, ଅଧିକ ସନ୍ତାନ ଜନ୍ମ କରାଇବା ଲାଗି ମୁସଲମାନଙ୍କ ପରି…

ବିଭିନ୍ନ ରୋଗ ଦୂର କରେ ଶୁଖିଲା ନଡ଼ିଆ ଆସନ୍ତୁ ଜାଣିବା…

ଓଡ଼ିଶା ସମ୍ବାଦ ବ୍ୟୁରୋ : ଘରେ ଘରେ ନଡ଼ିଆର ଆବଶ୍ୟକତା ଅଧିକ ରହିଥାଏ  । ସମସ୍ତେ ମଧ୍ୟ ନଡ଼ିଆ ଖାଇବାକୁ ଖୁବ୍‌ ପସନ୍ଦ କରିଥାନ୍ତି  । ସାଧାରଣତଃ ନଡ଼ିଆ କିଛି ଦିନ ଦିନ ରହିବାପରେ ସେଥିରେ ଥିବା ପାଣି ଶୁଖିଯାଇଥାଏ ଫଳରେ ଲୋକେ ଏହି ନଡ଼ିଆକୁ ଫିଙ୍ଗି ଦେଇଥାଆନ୍ତି । କ’ଣ ଆପଣ ଜାଣିଛନ୍ତି…

ଦିଲ୍ଲୀ ଦଙ୍ଗା ମାମଲା, ଉମର ଖାଲିଦ ଦୋଷମୁକ୍ତ

ନୂଆଦିଲ୍ଲୀ: ୨୦୨୦ ମସିହାରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗା ସହ ଜଡିତ ଏକ ମାମଲାରେ କରକାର୍ଡୋମା କୋର୍ଟ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ର ଉମର ଖାଲିଦ ଏବଂ ୟୁନାଇଟେଡ ଆଗେନଷ୍ଟ ହେଟସର ପ୍ରତିଷ୍ଠାତା ଖାଲିଦ ସାଇଫିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।…

‘ଏନଜେଏସି ସୁପ୍ରିମକୋର୍ଟ ରଦ୍ଦ କରିବାପରେ ସଂସଦରେ ଆଲୋଚନା ନହେବା ଗମ୍ଭୀର ବିଷୟ’

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖର ଶୁକ୍ରବାର କହିଛନ୍ତି ଯେ ସୁପ୍ରିମକୋର୍ଟ ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (ଏନଜେଏସି) ଆଇନକୁ ରଦ୍ଦ କରିଛନ୍ତି। ଯାହାକି ସଂସଦର ଉଭୟ ସଦନରେ ପାରିତ ହୋଇଥିଲା। କୋର୍ଟ ଏହାକୁ ରଦ୍ଦ କରିବା ପରେ ସଂସଦରେ ଏ ବିଷୟରେ କୌଣସି ଆଲୋଚନା ହୋଇନାହିଁ। ଏହା…

‘ପୁଅର ମୃତ୍ୟୁ ପାଇଁ ଦାୟୀ ରେଳବିଭାଗ, ଏବେ ୧୫ ହଜାର ଟଙ୍କା ଦେଇ ଉପହାସ କରୁଛି’

ଆଲିଗଡ଼: ଉତ୍ତର ପ୍ରଦେଶର ଆଲିଗଡ଼ରେ ଶୁକ୍ରବାର ଜଣେ ଯୁବକଙ୍କ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଟ୍ରେନରେ ଯାତ୍ରୀ ଜଣଙ୍କ ବସିଥିବା ବେଳେ ଝରକା ଦେଇ ଏକ ଲୁହା ରଡ୍ ଆସି ପଶିଯାଇଥିଲା । ଏହାପରେ ସଂପୃକ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ରେଳ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଏହି ଦୁର୍ଘଟଣା…

ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ କ’ଣ କ’ଣ ଚୁକ୍ତି ହେଲା?

ଭୁବନେଶ୍ୱର: ଚଳିତ ବର୍ଷ ମେକ୍ ଇନ୍ ଓଡ଼ିଶା (ଏମ୍ ଆଇଓ) କନକ୍ଲେଭ୍-୨୦୨୨ ରାଜ୍ୟର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଶିଳ୍ପ ପାଇଁ ଅନେକ ନିବେଶ ଏବଂ ନିଯୁକ୍ତି ସୃଷ୍ଟି କରିବ । ଏହି ବିଶ୍ଵସ୍ଥରୀୟ ସମାବେଶରେ ବିଶ୍ଵର କୋଣ ଅନୁକୋଣରୁ ନିବେଶକମାନେ ଯୋଗଦେଇଥିଲେ । ଓଡ଼ିଶାରେ ନିବେଶପାଇଁ…

ରାଜ୍ୟରେ ଶିକ୍ଷାରେ ପରିବର୍ତ୍ତନ ସ୍ୱପ୍ନ ହୋଇ ନୁହେଁ ବରଂ ବାସ୍ତବରୂପ ନେଇସାରିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଉ ସ୍ୱପ୍ନ ନୁହେଁ । ବରଂ ଏହା ଏବେ ରାଜ୍ୟରେ ବାସ୍ତବ ରୂପ ନେଇସାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଏହା କହିଛନ୍ତି। ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଉଦବୋଧନ ଦେଇ ନବୀନ ପଟ୍ଟନାୟକ କହିଛନ୍ତି, ସ୍କୁଲ୍ ଶିକ୍ଷା…