Latest Odisha News

BREAKING NEWS

Browsing Category

ଫିଚର

ଭାରତକୁ ପରୋକ୍ଷରେ ଧମକ ଦେଲେ ପାକ ଆର୍ମି ଚିଫ

କରାଚୀ: ପାକିସ୍ତାନର ନୂତନ ଆର୍ମି ଚିଫ ଜେନରାଲ ଅସିଫ ମୁନୀର ରବିବାର ପରୋକ୍ଷରେ ଭାରତକୁ ଧମକ ଦେଇଛନ୍ତି । ସେ ଏଲଓସି ନିକଟରେ କହିଥିଲେ, ଆମେ ଲକ୍ଷ୍ୟ କରୁଛୁ ଭାରତ ଜମ୍ମୁ-କଶ୍ମୀର, ଗିଲଗିଟ ଓ ବାଲଟିସ୍ତାନକୁ ନେଇ କେତେକ ଆପତିଜନକ ବୟାନ ଦେଉଛି । ଭାରତ ମନେ ମନେ ଯାହା ଭାବୁଛି ତାହାକୁ ଆମେ…

ଆସନ୍ତା ବର୍ଷରୁ ଭୁବନେଶ୍ୱର ଏମ୍ସ ହେବ ଇ-ହସ୍ପିଟାଲ୍

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ପରିସରରେ ଆଜି ବହୁମୁଖୀ ବିଲ୍ଡିଂ ଉଦଘାଟିତ ହୋଇଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବଣୀ ପାୱାର ଏମ୍ସର ସ୍ୱାସ୍ଥ୍ୟସେବାକୁ ପ୍ରଶଂସା କରିଛନ୍ତି । ରୋଗୀ ରେଫର୍ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲ୍…

ଋତୁରାଜଙ୍କୁ ଛୁଇଁଲା ପ୍ରେମ ଋତୁ

ମୁମ୍ବାଇ: ରିଷଭ ପନ୍ତ-ଉର୍ବଶୀ ରୌତେଲ, ଶୁଭମନ ଗିଲ-ସାରାଅଲୀ ଖାଁ ଓ କେଏଲ ରାହୁଲ-ଆଥିୟାଙ୍କ ପରେ ଏବେ ଋତୁରାଜଙ୍କୁ ଖୋଦ ପ୍ରେମ ଛୁଇଁଛି । ରିପୋର୍ଟ ମୁତାବକ କ୍ରିକେଟର ଋତୁରାଜ ଗାଏକ୍ୱାଡ ଓ ମରାଠା ଅଭିନେତ୍ରୀ ସାୟଲି ସଞ୍ଜୀବଙ୍କ ମଧ୍ୟରେ କିଛି ଗୋଟେ ଅଲଗା ସମ୍ପର୍କର ସୂତ୍ରପାତ ହେଉଛି ।…

ଦିନେ ଚାଲୁଥିଲା ପାଞ୍ଚ ପାଞ୍ଚୋଟି ହଲ୍, ଏବେ ଗୋଟେ ନାହିଁ

ପୁରୀ: ଐତିହ୍ୟ ନଗରୀ ପୁରୀ । ବିଶ୍ୱ ଦରବାରରେ ପୁରୀର ସ୍ୱତନ୍ତ୍ର ଛାପ ଛାଡ଼ିବାକୁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି । ଦିନେ ପୁରୀ ସହରରେ ପାଞ୍ଚ ପାଞ୍ଚଟି ପ୍ରେକ୍ଷାଳୟ ଥିଲା । ସହରର ଉନ୍ନତି ହେଉଥିବା ବେଳେ ପୁରୁଣା ସିନେମା ହଲ୍ ଏବେ ନିଜର ଅସ୍ତିତ୍ୱ ଖୋଜୁଛନ୍ତି । ପୁରୀର ଲକ୍ଷ୍ମୀ…

ଭରଣପୋଷଣ ପାଇଁ ମାଆଙ୍କଠୁ ଟଙ୍କା ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛାତ୍ରୀ

ଆନନ୍ଦପୁର: ଛାଡିପଳାଇଥିବା ମାଆଙ୍କଠୁ ଭରଣପୋଷଣ ଟଙ୍କା ଦେବାକୁ କହି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୬ଷଷ୍ଠ ଶ୍ରେଣୀର ଛାତ୍ରୀ । ଚିଠିର ନକଲ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ,  ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ପଠାଇଛନ୍ତି ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍…

ସାଇନ୍ସ ଫିକ୍ସନ, ସେକ୍ସ ଏଜୁକେଶନ ଉପରେ ଫିଲ୍ମ କରିବେ ଅକ୍ଷୟ

ମୁମ୍ବାଇ: କ୍ରମାଗତ ଫ୍ଲପ ଫିଲ୍ମ ଦେବା ପରେ ଅକ୍ଷୟ କୁମାର ତାଙ୍କ ଫିଲ୍ମ ସାଇନ କରିବା ରଣନୀତିରେ ପରିବର୍ତନ କରିଛନ୍ତି । ରିପୋର୍ଟ ମୁତାବକ ସେ ଏବେ ଚିରାଚରିତ ଶୈଳୀ ଫିଲ୍ମ ବଦଳରେ ନୂତନ ବିଷୟ ବସ୍ତୁ ନେଇ ଆଗ୍ରୟ ପ୍ରକାଶ କରିଛନ୍ତି । ଏବେ ସେ ୨ଟି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି । ଗୋଟିଏ…

ଗୋଟିଏ କିଡନୀରେ କେମିତି ବଞ୍ଚେ ମଣିଷ ? 

ନୂଆଦିଲ୍ଲୀ: ଆମ ଦେଶରେ କିଡନୀ ରୋଗୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ଅନେକ କିଡନୀ ରୋଗୀ ଗୋଟିଏ କିଡନୀରେ ବଞ୍ଚୁଥିବା ବେଳେ ଆଉ ଅନେକ ଲୋକ କିଡନୀ ଦେବା ପରେ ଗୋଟିଏ କିଡନୀରେ ଜୀବନ ଜିଉଁଛନ୍ତି । ତେବେ ଆସନ୍ତୁ ଜାଣିବା ଗୋଟିଏ କିଡନୀରେ କେମିତି ବଞ୍ଚେ ମଣିଷ । ମଣିଷ ଶରୀରରେ ୨ଟି କିଡନୀ…

ହଠାତ ବାଂଲାଦେଶ ସିରିଜରୁ ବାଦ ପଡିଲେ ପନ୍ତ

ଢ଼ାକା: ଭାରତ-ବାଂଲାଦେଶ ଦିନିକିଅ ସିରିଜ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଆଶ୍ଚର୍ଯ୍ୟଜନକ ଭାବେ ୱିକେଟ କିପର ରିଷଭ ପନ୍ତଙ୍କୁ ଦଳରୁ ବାଦ ଦିଆଯାଇଛି । ଆଘାତ ସମସ୍ୟା ଯୋଗୁ ସେ ଓହରି ଯାଇଥିବା କୁହାଯାଉଥିବା ବେଳେ ବିସିସିଆଇର ଏହି ନିଷ୍ପତି ସମସ୍ତଙ୍କୁ…

ଭାଙ୍ଗ ଅଟାରୁ ପିଜା ଓ ବର୍ଗର ତିଆରି କରୁଛନ୍ତି ‘ଦ ହ୍ୟାମ୍ପ୍ ଫ୍ୟାକ୍ଟ୍ରି’ର କୋ-ଫାଉଣ୍ଡର

ନୂଆଦିଲ୍ଲୀ: ଯିଏ ପ୍ରତିକୂଳ ପରିସ୍ଥିତିକୁ ସାହସର ସହିତ ସାମ୍ନା କରିପାରେ, ସେ ସଫଳତାର ସିଢିର ଉପରକୁ ଚଢିପାରେ । ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣ କରିଦେଖାଇଛନ୍ତି ‘ଦ ହ୍ୟାମ୍ପ୍ ଫ୍ୟାକ୍ଟ୍ରି’ର କୋ-ଫାଉଣ୍ଡର ଧବଲ୍ ପଞ୍ଚାଲ୍ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେଯେ ତାଙ୍କ ପିଜା, ବର୍ଗର…

ସବାରୀ ଉଠିବା ପୂର୍ବରୁ ଉଠିଲା କୋକେଇ, ବରଣମାଳା ବେଳେ ଟଳିପଡ଼ିଲେ କନିଆ

ନୂଆଦିଲ୍ଲୀ : ସାଜସଜ୍ଜାରେ ପୂରି ଉଠୁଥିଲା ବିବାହ ମଣ୍ଡପ  । ସବୁଠି ଥିଲା ଖୁସିର ମାହୋଲ  । ଠିକ୍‌ ଏତିକି ବେଳେ ଘଟିଲା ବଡ଼ ଅଘଟଣ  । ସବାରୀ ଉଠିବା ପୂର୍ବରୁ ଉଠିଲା କୋକେଇ ।  ଷ୍ଟେଜରେ ବରଣମାଳା ପିନ୍ଧାଉଥିବା ବେଳେ ଟଳି ପଡ଼ିଲା କନିଆ । ସ୍ତବ୍ଧ ହୋଇଗଲେ ଉପସ୍ଥିତ ଥିବା ଲୋକେ । ଏଭଳି…