Latest Odisha News

BREAKING NEWS

Browsing Category

ଫିଚର

ବିବାହ ଭୋଜି ଖାଇ କାରରେ ଫେରୁଥିଲେ ଦୁଇ ଦମ୍ପତି, ଏବେ ମିଳୁନି ଖୋଜଖୋବର

ଉମରକୋଟ: ବାହାଘର ଭୋଜି ଖାଇ ଫେରିବା ବେଳେ ଅପହରଣ । ଛତିଶଗଡରୁ ଫେରିବା ବେଳେ ଅପହରଣର ଶିକାର ହୋଇଥିବା ଅଭିଯୋଗ ରହିଛି। ଗତକାଲି ରାତି 10ଟା ସମୟରେ ଅପହରଣ ହୋଇଛନ୍ତି। ମୋବାଇଲ୍ ସୁଇଚ ଅଫ୍ ଦେଖାଇବା ପରେ ପରିବାର ଲୋକେ କାଙ୍କେର କତୁଆଲି ଥାନାରେ ଏତଲା ଦେଇଛନ୍ତି। ଅପହରଣର ଶିକାର…

ବୈଜ୍ଞାନିକମାନେ ଖୋଜି ବାହାର କଲେ ସବୁଠାରୁ ଭୟଙ୍କର ଓ ମୂଲ୍ୟବାନ ଗ୍ରହ

ୱାଶିଂଟନ:ବୈଜ୍ଞାନିକମାନେ ମହାକାଶରେ ଏକ ଭୟଙ୍କର ଗ୍ରହ ଖୋଜି ବାହାର କରିଛନ୍ତି । ପୃଥିବୀ ସମକକ୍ଷ ଆକାରର ଏହି ଗ୍ରହର ଉତାପ ଆବଶ୍ୟକତାଠାରୁ ବହୁତ ଅଧିକ । ବୈଜ୍ଞାନିକମାନେ ଏହାର ନାମ ଜନଶନ ଦେଇଛନ୍ତି । ଆମ ସୌରଜଗତ ବାହାରେ ଥିବା ଏହି ଗ୍ରହର ଉତାପ ୨୦୦୦ ଡିଗ୍ରୀ ସେଲସିୟସ । ସେଠାରେ ପାଦ…

ଆୟର୍ଲାଣ୍ଡ ପକ୍ଷରୁ ଖେଳିବେ କି ସଞ୍ଜୁ ସାମସନ ?

ନୂଆଦିଲ୍ଲୀ: ଭାରତର ଯୁବ କ୍ରିକେଟର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ନେଇ ଚର୍ଚ୍ଚା କମିବାର ନାମ ଧରୁନି । ଭାରତୀୟ ଦଳର ନିୟମିତ ସଦସ୍ୟ ହୋଇ ପାରୁ ନ ଥିବାରୁ ପ୍ରଶଂସକମାନେ ବୋର୍ଡ ଉପରେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରି ଆସିଛନ୍ତି । କେରଳରୁ ସଞ୍ଜୁ ୨୦୧୫ରେ ଭାରତ…

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ ପଡିଲେ ରୋହିତ, ଅଧିନାୟକ ହେବେ ରାହୁଲ

ମୁମ୍ବାଇ: ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରୁ ବାଦ ପଡିଛନ୍ତି ନିୟମିତ ଅଧିନାୟକ ରୋହିତ ଶର୍ମା । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ରବିବାର ଏହି ଘୋଷଣା କରାଯାଇଛି । ତାଙ୍କ ସ୍ଥାନରେ କେଏଲ ରାହୁଲ ଅଧିନାୟକ ଦାୟିତ୍ୱ ତୁଲାଇବେ । ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ…

ଟ୍ୱିଟର ଅଚଳ, ଅଚାନକ ଗାଏବ ହୋଇଗଲା ସବୁ ଆକାଉଣ୍ଟ

ନୂଆଦିଲ୍ଲୀ: ମସ୍କଙ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଅଚଳ । ଡିଲିଟ୍ ହୋଇ ଯାଇଛି ସବୁ ଆକାଉଣ୍ଟ । ଖୋଲୁନି ଟ୍ୱିଟର ପେଜ୍ । ଏଲନ୍ ମସ୍କ ଟ୍ୱିଟର କିଣିବା ପରେ ପୁଣି ଦ୍ୱିତୀୟ ଥର ପାଇଁ ଟ୍ୱିଟରରେ ବଡ଼ ଗଡ଼ବଡ଼ ଦେଖିବାକୁ ମିଳିଛି । ରବିବାର ସନ୍ଧ୍ୟା ୬ଟା ୩୦ ପର ଠାରୁ ଆଉ ଟ୍ୱିଟର ଆକାଉଣ୍ଟ…

ମେସିଙ୍କ ସମର୍ଥନ ପାଇଁ କତାର ପଂହଚିଲେ ୯୦୦୦ରୁ ଅଧିକ ଭାରତୀୟ ପ୍ରଶଂସକ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ବଡ ଟିମ ମଧ୍ୟରେ ବ୍ରାଜିଲ ଏବଂ ପର୍ତୁଗାଲ ବିଦା ହେବା ପରେ ଆର୍ଜେଂଟିନା ଓ ଲିଓନେଲ ମେସିଙ୍କ ଉପରେ ଏବେ ସମସ୍ତଙ୍କ ନଜର । ରିପୋର୍ଟ ମୁତାବକ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚରେ ମେସିଙ୍କ ସମର୍ଥନ ପାଇଁ ଭାରତର ୯୦୦୦ରୁ…

ଦିଲ୍ଲୀପ କୁମାରଙ୍କ ଜନ୍ମଜୟନ୍ତୀରେ ଭାବବିହ୍ୱଳ ହେଲେ ସାଇରା ବାନୁ

ନୂଆଦିଲ୍ଲୀ : ବଲିଉଡର କିମ୍ବଦନ୍ତୀ ଅଭିନେତା ଦିଲ୍ଲୀପ କୁମାରଙ୍କ ୧୦୦ତମ ଜନ୍ମ ବାର୍ଷିକୀ  । ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ହିରୋ ଦିଲୀପ କୁମାର ହିରୋ ନାମକ ଦୁଇ ଦିନିଆ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ ହୋଇଥିଲା  । ଶନିବାର ସାଇରା ବାନୁ ଚଳଚ୍ଚିତ୍ର…

ବାପା ହେଲେ କ୍ରିକେଟର ମୟଙ୍କ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ଘରେ ଖୁସିର ବାତାବରଣ ଖେଳିଯାଇଛି । ମୟଙ୍କଙ୍କ ପତ୍ନୀ ଆଶିତା ସୁଦ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ଉଭୟ ଏହି ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିବା ପରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏପରିକି ସେମାନେ ଏବେଠାରୁ ପୁଅର ନାମ…

ସାମ୍ନାକୁ ଆସିଲା ପାକିସ୍ତାନ ଓ ଚୀନର ଆଉ ଏକ ସତ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଚୀନର ପ୍ରଭାବ ବଢ଼ିବାରେ ଲାଗିଛି । ୮୨ଟି ଦେଶ ଚୀନର ବଶବର୍ତ୍ତୀ ହୋଇଛନ୍ତି । ଆଉ ଏହି ତାଲିକାରେ ପ୍ରଥମେ ରହିଛି ପାକିସ୍ତାନ । ଦ୍ୱିତୀୟରେ କମ୍ବୋଡିଆ ଥିବାବେଳେ ତୃତୀୟରେ ରହିଛି ସିଙ୍ଗାପୁର । ଏସବୁ ଦେଶ ଉପରେ ଚୀନର ସର୍ବାଧିକ ପ୍ରଭାବ ଥିବା ଅଧ୍ୟୟନରୁ…

ୱେଷ୍ଟଇଣ୍ଡିଜ ବିପକ୍ଷରେ ଅଷ୍ଟ୍ରେଲିଆର ସର୍ବବୃହତ ବିଜୟ

ମେଲବୋର୍ଣ୍ଣ: ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୪୧୯ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ୨ ମ୍ୟାଚ ବିଶିଷ୍ଟ ସିରିଜରେ କ୍ଲିନ ସୁଇପ କରିଛି । ରନ ଦୃଷ୍ଟିକୋଣରୁ ଟେଷ୍ଟରେ ୱେଷ୍ଟଇଣ୍ଡିଜର ଏହା ସର୍ବବୃହତ ପରାଜୟ । ଏହା ପୂର୍ବରୁ ଅଷ୍ଟ୍ରେଲିଆ ୧୯୬୯ରେ ୩୮୨ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ…