Latest Odisha News

BREAKING NEWS

Browsing Category

ଫିଚର

ନାବାଳିକାକୁ ଦୁଷ୍କର୍ମକାରୀଙ୍କଠାରୁ ବଞ୍ଚାଇବା ବଦଳରେ ସେହି ଦୁଷ୍କର୍ମରେ ସାମିଲ ହୋଇଗଲେ ପ୍ରଧାନଶିକ୍ଷକ

ନୂଆଦିଲ୍ଲୀ : ବିହାରର କୈମୁର ଗାଁରେ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି  । ୧୪ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ । ନାବାଳିକା ଜଣକ ଶୌଚ ହେବାକୁ ଯାଉଥିବା ବେଳେ ୪ ଜଣ ଯୁବକ ଅପହରଣ କରି ଦୁଷ୍କର୍ମ କରିଛନ୍ତି । ଏଭଳି ଜଘନ୍ୟ କାଣ୍ଡ ଘଟୁଥିବା ଦେଖି ସେହି ଦୁଷ୍କର୍ମରେ ସାମିଲ ହୋଇଥିଲେ ଜଣେ…

ପିଜ୍ଜା,ବର୍ଗର ଖାଉଛନ୍ତି କି ! ତେବେ ହୋଇଯାଆନ୍ତୁ ସାବଧାନ… କାରଣ ହାେଇପାରେ କ୍ୟାନ୍ସର

ଓଡ଼ିଶା ସମ୍ବାଦ ବ୍ୟୁରୋ : ଅନେକ ସମୟରେ ଆମେ ଘର ଖାଦ୍ୟ ନ ଖାଇ ବାହାର ଖାଦ୍ୟ ଖାଇଥାଆନ୍ତି  । ବିଶେଷ କରି ଯୁବପିଢ଼ି ମାନେ ଫାଷ୍ଟଫୁଡ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି  । ସେହିପରି କିଛି ବୟସ୍କ ଲୋକ ମଧ୍ୟ ଫାଷ୍ଟଫୁଡ ଖାଦ୍ୟ ପ୍ରତି ଆକୃଷ୍ଟ ହୋଇଥାନ୍ତି । ତେବେ ଫାଷ୍ଟଫୁଡ ଖାଦ୍ୟ ମଧ୍ୟରୁ…

ପରଲୋକରେ ସାହିତ୍ୟିକା ଗୀତା ହୋତା

ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକା ତଥା ଲୋକପ୍ରିୟ ସାହିତ୍ୟ ପତ୍ରିକା ‘ଅମୃତାୟନ’ର ସମ୍ପାଦିକା ଗୀତା ହୋତାଙ୍କର ପରଲୋକ ଘଟିଛି। ତାଙ୍କର ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା।…

୧୦ ବର୍ଷ ତଳେ ଜବତ ଦେଶୀ ବନ୍ଧୁକ ପାଇଁ ୫ ଜଣ ମେଡିକାଲରେ ଭର୍ତ୍ତି

ନବରଙ୍ଗପୁର: ବାରହା ମାରି ଫସିଥିଲେ, ଏବେ ପୁଣି ଫସିବେ । ୧୦ ବର୍ଷ ତଳେ ଜବତ ଦେଶୀ ବନ୍ଧୁକ ପାଇଁ ୫ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ମୈଦଲପୁର ସାପ୍ତାହିକ ହାଟରେ । ଦେଶୀ ବନ୍ଧୁକ ସଜାଡ଼ିବା ବେଳେ ବାରୁଦ ଫୁଟିବାରୁ ୫ ଜଣ ଆହତ ହୋଇ ମେଦଲପୁର…

ଓଡ଼ିଶାରେ ଚଳିତବର୍ଷ ୬୪ ନକ୍ସଲ ନିପାତ କରିଛି ବିଏସ୍ଏଫ୍

ଭୁବନେଶ୍ୱର : ଆସନ୍ତାକାଲି ସୀମା ସୁରକ୍ଷା ବଳ ବା ବିଏସଏଫ୍ ପ୍ରତିଷ୍ଠା ଦିବସ । ଆଜିକୁ ୫୭ ବର୍ଷ ଧରି ସୀମା ସୁରକ୍ଷା କରିଆସୁଛି ବିଏସଏଫ୍ । ଯାହାକୁ ବିଏସଏଫ୍ ପକ୍ଷରୁ ‘ରେଜିଙ୍ଗ ଡେ’ ଭାବେ ପାଳନ କରାଯାଉଛି । ଓଡ଼ିଶାରେ ୨୦୧୦ରୁ ବିଏସଏଫ୍ କର୍ତ୍ତବ୍ୟରତ । ୨୦୦୪ରେ କୋରାପୁଟ ମୋଟୁ ଥାନା…

ରାଜଧାନୀର ୪ଟି ସ୍ଥାନରେ NH ଉପରେ ନିର୍ମାଣ ହେବ ଫୁଟ୍ ଓଭର ବ୍ରିଜ୍

ଭୁବନେଶ୍ୱର: ବଢ଼ୁଥିବା ଜନସଂଖ୍ୟା ଓ ଗାଡ଼ିକୁ ଦେଖି ଜାତୀୟ ରାଜପଥ ପ୍ରଶସ୍ତ କାର୍ଯ୍ୟ ଚାଲିଛି । ଜାତୀୟ ରାଜପଥ ୧୬ରେ ବିଭିନ୍ନ ସ୍ଥାନରେ ଓଭର ବ୍ରିଜ୍ ନିର୍ମାଣ କରାଯିବା ସହ ଜାତୀୟ ରାଜପଥକୁ ୬ ଲେନ୍ କରିବା କାର୍ଯ୍ୟ ଜାରି ରହିଛି । ରାଜଧାନୀରେ ଆଉ ୪ଟି ଫୁଟ୍ ଓଭର ବ୍ରିଜ୍ ନିର୍ମାଣ କରାଯିବ…

ଡିସେମ୍ୱର ୨ରୁ ୪ ଯାଏଁ ରାଜଧାନୀରେ ହେବ  ‘ବାୟୁ ସମ୍ମିଳନୀ’

ଭୁବନେଶ୍ୱର : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭୁବନେଶ୍ୱରରେ ଆୟୋଜିତ ହେବ ବାୟୁ ସମ୍ମିଳନୀ । ଡିସେମ୍ୱର ୨ରୁ ୪ ଯାଏଁ ହେବ  ‘ବାୟୁ ସମ୍ମିଳନୀ’ । ସ୍ୱଚ୍ଛ ବାୟୁ ଲକ୍ଷ୍ୟ ହାସଲ କରିଥିବା ସହରମାନଙ୍କୁ ‘ଜାତୀୟ ସ୍ୱଚ୍ଛ ବାୟୁ ସହର’ ପୁରସ୍କାର ଦିଆଯିବ । ଏସବୁ ସହରକୁ ଅଧିକ ସ୍ୱଚ୍ଛ ବାୟୁ…

ଦଲେର ମେହେନ୍ଦୀଙ୍କ ୩ଟି ଫାର୍ମହାଉସ୍ ସିଲ୍

ଗୁରୁଗାଓଁ : ସିଙ୍ଗର୍ ଦଲେର୍ ମେହେନ୍ଦୀଙ୍କ ୩ଟି ଫାର୍ମହାଉସ ସିଲ୍  । ଗୁରୁଗାଁରେ ଦମଦମା ଝରଣା ଜମିରେ ହୋଇଥିଲା ଏହି ଫାର୍ମହାଉସ । ଯାହା ୧.୫ ଏକରରେ ନିର୍ମିତ ହୋଇଥିଲା । ବେଆଇନ ଭାବେ ନିର୍ମାଣ କରିଥିବା ଏହି ଫାର୍ମହାଉସକୁ ସିଲ୍ କରିଦେଇଛି ଟାଉନ ପ୍ଲାନିଂ ବିଭାଗ । ଝରଣା ପାଣି ବୋହୁଥିବା…

ଓଡ଼ିଶା ଭେଇକିଲ୍ ସ୍କାର୍ପିଂ ନୀତିକୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶା କ୍ୟାବିନେଟ୍ ନୂଆ ପଞ୍ଜିକୃତ ଭେଇକିଲ୍ ସ୍କାର୍ପିଂ ନୀତି-୨୦୨୨ ସହ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ନୂତନ ଭେଇକିଲ୍ ସ୍କାର୍ପିଂ ପଲିସି ଦ୍ୱାରା ଗାଡ଼ି ପ୍ରଦୂଷଣ ହ୍ରାସ ପାଇବ । ନୂତନ ନୀତି ଅନୁସାରେ, ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ସ୍କାର୍ପିଂ ସେଣ୍ଟରରେ ନଷ୍ଟ…

୯ରୁ ମାଟ୍ରିକ ସମ୍ମେଟିଭ୍ ମୂଲ୍ୟାୟନ

କଟକ: ମାଟ୍ରିକ ସମ୍ମେଟିଭ ପରୀକ୍ଷା ଖାତା ମୂଲ୍ୟାୟନ ଡିସେମ୍ୱର ୯ତାରିଖରୁ ଆରମ୍ଭ ହେବ । ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖିବେ ୧୨ ହଜାର ୪୫୦ ଶିକ୍ଷକ । ସକାଳ ୯ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଖାତା ଦେଖା ହେବ । ଡିସେମ୍ୱର ୧୯ ତାରିଖ ଯାଏଁ ମୂଲ୍ୟାୟନ ହେବ ବୋଲି ବୋର୍ଡ ଅଫ୍ ସେକେଣ୍ଡାରୀ…