Latest Odisha News

BREAKING NEWS

Browsing Category

ଫିଚର

ନୂଆପଡାରେ ଜମୁଛି କୁରାଲ ପୂଜା

ନୂଆପଡ଼ା : କୁମ୍ଭାରଙ୍କ ପ୍ରମୁଖ ପୂଜା କୁରାଲ ପୂଜା  । ଏହି ପୂଜା କୁମ୍ଭାର ଜାତିର ଲୋକମାନେ ବହୁତ ଉତ୍ସାହର ସହ ମନାଇଥାନ୍ତି । ସୁନ୍ଦର ଆଲୋକ ସାଜସଜ୍ଜା ସାଙ୍ଗକୁ ପାରମ୍ପରିକ ନୃତ୍ୟରେ ଝୁମୁଛନ୍ତି ନୂଆପଡ଼ାବାସୀ । ଏନେଇ ଖଡ଼ିଆଳ, ସିନାପାଲି, ବୋଡେ଼ନ କୋମନା ବ୍ଲକର ବିଭିନ୍ନ ଗାଁ ଯଥା…

ଟୋକିଓରେ ରହୁଛନ୍ତି ଚୀନର ସବୁଠାରୁ ବଡ ବ୍ୟବସାୟୀ ଜ୍ୟାକ ମା !

ବେଜିଂ: ଚୀନର ଇ କମର୍ସ କମ୍ପାନୀ ଆଲିବାବାର ଫାଉଣ୍ଡର ଜ୍ୟାକ ମା ଏବେ ଜାପାନର ଟୋକିଓ ସହରରେ ରହୁଥିବା ଖବର ପ୍ରକାଶ ପାଇଛି । ଆମେରିକାର ଫାଇନାନ୍ସିଆଲ ଟାଇମ୍ସରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସମସ୍ତେ ଚକିତ ହୋଇ ପଡିଛନ୍ତି । ଟୋକିଓରେ ସେ ଅତି ସାଧାରଣ ଭାବେ ଜୀବନ ଯାପନ କରୁଛନ୍ତି ।…

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ଓ ପୋଲିସ ଧସ୍ତାଧସ୍ତି

ସମ୍ବଲପୁର : ସମ୍ବଲପୁରରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କଚେରି ଛକରେ ଓକିଲଙ୍କ ଆନ୍ଦୋଳନ । ଏହି ଆନ୍ଦୋଳନ ବେଳେ ପୁଲିସ୍‌-ଓକିଲ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓକିଲଙ୍କ ଟେଣ୍ଟ ଉପାଡ଼ି ଫିଙ୍ଗି ଦେଇଛି ପୁଲିସ୍‌ ।…

ସଇତାନ ସାଜିଲା ରାପିଡୋ ଡ୍ରାଇଭର, ନିଶା ଅବସ୍ଥାରେ ଯୁବତୀଙ୍କୁ କଲା ଦୁଷ୍କର୍ମ

ନୂଆଦିଲ୍ଲୀ : କେରଳର ଜଣେ ୨୨ ବର୍ଷୀୟ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି  । ରାପିଡୋ ଆପ୍‌ର ଡ୍ରାଇଭର ଓ ତାର ସହଯୋଗୀ ସହ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି  ।  ଦୁଷ୍କର୍ମର ଶିକାର ହୋଇଥିବା ୨୨ ବର୍ଷୀୟ ଯୁବତୀ ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଶୁକ୍ରବାର ସେ ତାଙ୍କର…

ଏଟିଏମ୍ ଭିତରେ ପଶିଲା ନାଗ, ଦେଢ ଘଣ୍ଟା ଟଙ୍କା ଉଠାଣ ବନ୍ଦ

ଭୁବନେଶ୍ୱର: ଏଟିଏମରେ ପଶିଲା ନାଗ । ଦେଢ ଘଣ୍ଟା ଧରି ଲୋକେ ଟଙ୍କା ଉଠାଇନପାରି ହଇରାଣ ହୋଇଥିଲେ । ଗତକାଲି ସନ୍ଧ୍ୟା ୭ ଟାରେ ଭୁବନେଶ୍ଵର ଫର୍ଚ୍ୟୁନ୍ ଟାୱାର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ଏଟିଏମ୍ ଭିତରେ ରାଜେଶ୍ ହାଁସଦା ନାମକ ବ୍ୟକ୍ତି ଟଙ୍କା ଉଠାଇବା ବେଳେ ସାପଟିକୁ…

ରାଷ୍ଟ୍ରପତିଙ୍କ ଭାଷଣ ପରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପ: ଦଣ୍ଡ ସମୟ ସରିଥିବା ଗରୀବ ଆଦିବାସୀ କଏଦୀଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ପରେ ପଦକ୍ଷେପ ନେଲେ ସୁପ୍ରିମକୋର୍ଟ । ଖୁବ ଶୀଘ୍ର ଜେଲ୍ ରୁ ମୁକୁଳିବେ ସାମାନ୍ୟ ଅପରାଧ ପାଇଁ ଦଣ୍ଡ ସମୟ ସରିଯାଇଥିବା ଗରୀବ ଆଦିବାସୀ କଏଦୀ । ଜାମିନ ପରେ ବି ଛୋଟମୋଟ କଏଦୀ ଜେଲ୍ ଜୀବନ କାଟୁଥିବା ନେଇ ୨୬ ତାରିଖରେ ରାଷ୍ଟ୍ରପତି ନିଜ…

‘ଗଦ୍ଦାର’ ବିବାଦ ପରେ ଏକାଠି ହେଲେ ଗେହଲଟ୍ ଓ ପାଇଲଟ୍ : ଭାରତ ଯୋଡ଼ୋ ଯାତ୍ରା ଉପରେ ଲକ୍ଷ୍ୟ

ଜୟପୁର: ଅଶୋକ ଗେହଲଟ୍ ଓ ସଚିନ ପାଇଲଟ୍ ଏକାଠି । ରାଜସ୍ଥାନର କଂଗ୍ରେସରେ ଘଡିକେ ଛୁଟୁଛି ଘୋଡ଼ା । ପ୍ରଥମେ ଗଦ୍ଦାର ବିବାଦ ଆଉ ଏବେ କୋଳାକୋଳି। କିଛି ଦିନ ତଳେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ଗେହଲଟ୍ ଖୋଲାଖୋଲି ଭାବେ ପାଇଲଟଙ୍କୁ ‘ଗଦ୍ଦାର’ ବୋଲି କହିଥିଲେ ରାଜସ୍ଥାନର ପୂର୍ବତନ…

ଠିକାଦାରଙ୍କ ଘରେ ରେଡ୍: ରାତି ଅଧିଆ ଚଢାଉକୁ ନିନ୍ଦା କଲେ ପରିବାର

ପଦ୍ମପୁର: ଦିନକ ବ୍ୟବଧାନ ପରେ ପଦ୍ମପୁରରେ ପୁଣି ରେଡ୍ । ଠିକାଦାର ପ୍ରତାପ ପଟ୍ଟନାୟକଙ୍କ ଘରେ ଯାଞ୍ଚ । ରାତି ଅଧିଆ ରେଡ୍ କରିଛନ୍ତି ପଦ୍ମପୁର ଏନଏସି ଓ ଜିଏସଟି ଅଧିକାରୀ । ରେଡରେ ଅତିରିକ୍ତ ତହସିଲଦାର ରାମକୃଷ୍ଣ ମିଶ୍ର ସାମିଲ ଥିଲେ । ନିଜକୁ ସେ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ମାଜିଷ୍ଟ୍ରେଟ୍…

ଆଜିଠୁ ମେକ୍-ଇନ୍-ଓଡ଼ିଶା କନକ୍ଲେଭ୍, ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

ଭୁବନେଶ୍ୱର : ଆଜିଠୁ ମେକ୍-ଇନ୍-ଓଡ଼ିଶା କନକ୍ଲେଭ୍ । ୩ବର୍ଷ ପରେ ଓଡ଼ିଶାରେ ହେବାକୁ ଯାଉଛି ମେକ-ଇନ୍-ଓଡ଼ିଶା କନକ୍ଲେଭ । ୩ୟ ସଂସ୍କରଣକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ଦିନ ଧରି ହେବାକୁ ଥିବା କନକ୍ଲେଭରେ ବିଭିନ୍ନ ଶିଳ୍ପ ସଂସ୍ଥାମାନେ ସାମିଲ ହେବେ । ତେବେ ୬ ଲକ୍ଷ…

ମଧୁମେହ ରୋଗୀଙ୍କ ପାଇଁ ବିଶେଷ ଚା’

ଓଡ଼ିଶା ସମ୍ବାଦ ବ୍ୟୁରୋ : ମଧୁମେହ ରୋଗୀ ମାନେ ଚା’ ପିଇବା ସମୟରେ କିଛିଟା ବାରଣ କରିଥାଆାନ୍ତି । ସେମାନେ ଚା’ ରେ ଚିନି ପକାଇ ପିଇବାକୁ ଇଛା କରନ୍ତି ନାହିଁ  । ସାଧାରଣତଃ ଚା’ ପାଟିକୁ ଟିକିଏ ମିଠା ନ ଲାଗିଲେ ପିଇବାକୁ ମନ ହୋଇନଥାଏ  । କିନ୍ତୁ ମଧୁମେୟ ରୋଗୀମାନେ ଚା’ରେ ଚିନି…