Latest Odisha News

BREAKING NEWS

Browsing Category

ଫିଚର

ପଦ୍ମପୁର ଓ ବରଗଡରେ ଏକକାଳୀନ ୮ଟି ସ୍ଥାନରେ ଜିଏସଟି ରେଡ୍

ପଦ୍ମପୁର: ସକାଳ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ପଦ୍ମପୁରର ତିନି ବିଜେଡି ନେତାଙ୍କ ଘରେ ରେଡ୍ କରିଥିଲା। ଆଉ ସଂଧ୍ୟାରେ ବିଜେପି ନେତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ରାଜ୍ୟ ସରକାରଙ୍କ ଜିଏସଟି ବିଭାଗ ରେଡ୍ କରିଛି। ଯାହା ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି। ଦୁଇ ସ୍ବୟଂଶାସିତ…

ବିଜେଡି ବିଧାୟକଙ୍କ ନାଁରେ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ବିଜେପି ନେତା

ପଦ୍ମପୁର: ଭୋଟ୍ ତାରିଖ ପାଖେଇ ଆସୁଥିବା ବେଳେ ବରଗଡ ପଦ୍ମପୁରର ରାଜନୀତି ସରଗରମ ରହିଛି। ବିଜେଡି-ବିଜେପି ଆକ୍ଷେପ ପ୍ରତିଆକ୍ଷେପ, ଗୁଇନ୍ଦାଗିରି, ଆଇଟି, ଜିଏସଟି ରେଡ୍ ପରେ ଏବେ ଅପହରଣ ଅଭିଯୋଗ ଆସିଛି। ଝାରବନ୍ଧର ବିଜେପି ମଣ୍ଡଳ ସଭାପତି ଦିଲ୍ଲୀପ ସେନାପତିଙ୍କୁ ଅପହରଣ କରାଯାଇଥିବା…

ପିଟି ଉଷା ହେଲେ ଆଇଓଏର ପ୍ରଥମ ମହିଳା ସଭାପତି

ନୂଆଦିଲ୍ଲୀ: ମହାନ ଆଥଲେଟ ପିଟି ଉଷା ପ୍ରଥମ ମହିଳା ଭାବେ ଭାରତୀୟ ଅଲିମ୍ପିକ ଆସୋସିଏଶନର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିଲା । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ବିଜୟ ନେଇ…

ଅଫତାବ ଯାଉଥିବା ପୁଲିସ ଭ୍ୟାନ ଉପରେ ଖଣ୍ଡାରେ ଆକ୍ରମଣ

ନୂଆଦିଲ୍ଲୀ: ପୋଲିସ ଗାଡି ଭିତରେ ଯାଉଥିବା ହତ୍ୟା ଅଭିଯୁକ୍ତକୁ ଆକ୍ରମଣ କରିବାକୁ ଉଦ୍ୟମ । ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନାଓ୍ୱାଲା ପୁଲିସ ଭ୍ୟାନରେ ଯାଉଥିବା ବେଳେ କିଛି ଲୋକ ଖଣ୍ଡା ଧରି ଆକ୍ରମଣ କରିଥିଲେ। ପୁଲିସ ଏବେ ଗାଡ଼ି ଉପରେ ଆକ୍ରମଣ କରିଥିବା…

ଚଢ଼ାଉକୁ ବିରୋଧ, ଆସନ୍ତାକାଲି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା

ବରଗଡ଼: ଉପନିର୍ବାଚନ ଭୋଟ୍ ଗ୍ରହଣ ପୂର୍ବରୁ ପଦ୍ମପୁରରେ ଜୋର ଧରିଛି ରେଡ୍ ରାଜନୀତି । ଗୋଟିଏ ଦିନରେ ଆୟକର ବିଭାଗ ଓ ଜିଏସଟି ଚଢ଼ାଉ ପଦ୍ମପୁର ରାଜନୈତିକ ପାଣିପାଗକୁ ଉଷ୍ମ କରିଛି । ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଥିବା ବେଳେ ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦେଇଛି ପଦ୍ମପୁର ବଣିକ…

ପଶ୍ଚିମବଙ୍ଗରେ ୨ଟି ନୂତନ ଜିଲ୍ଲା ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମମତା

କୋଲକାତା: ପଶ୍ଚିମବଙ୍ଗରେ ୨ଟି ନୂତନ ଜିଲ୍ଲା ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମଙ୍ଗଳବାର ପ୍ରଶାସନିକ ବୈଠକରେ ଏ ସମ୍ପର୍କରେ ଘୋଷଣା କରାଯାଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ସୁନ୍ଦରବନ ଓ ବସିରହାଟବାସୀଙ୍କୁ ରାଜ୍ୟ ସରକାର ଏହି ଭେଟି ଦେବାକୁ ଯାଉଛନ୍ତି ।…

ଚୀନରେ ବିବିସି ରିପୋର୍ଟରଙ୍କୁ ମାଡ ପରେ ଅଟକ

ନୂଆଦିଲ୍ଲୀ: ଚୀନରେ କରୋନା କଟକଣା ନେଇ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ରିପୋର୍ଟିଂ କରୁଥିବା ବେଳେ ବିବିସି ରିପୋର୍ଟରଙ୍କ ଉପରେ ଚୀନ ପୋଲିସ କଠୋର ବ୍ୟବହାର ପ୍ରଦର୍ଶନ କରିଛି । ଅଧିକାରୀମାନେ ତାଙ୍କୁ ମାଡ ମାରିବା ସହ ଘୋଷାରି ଥାନାକୁ ନେଇ ପଳାଇଥିଲେ…

କାଲିଠୁ ପଦ୍ମପୁରରେ ପ୍ରଦୀପଙ୍କ ପାଇଁ ଭୋଟ୍ ମାଗିବେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନଭେମ୍ବର ୨୯, ୩୦ ଓ ଡିସେମ୍ବର ୧ ତାରିଖରେ…

ଆଉ ଏକ ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟରେ ଅଭିନୟ କରିବେ ରାମଚରଣ

ମାଡ୍ରାସ: ବାହୂବଳୀ ଓ ଆରଆରଆର ଫିଲ୍ମ ମାଧ୍ୟମରେ ସାଉଥ ସୁପରଷ୍ଟାର ରାମଚରଣ ଏବେ ସାରା ଭାରତରେ ପରିଚିତ ହୀରୋ ସାଜିଛନ୍ତି । ତାଙ୍କ ଫିଲ୍ମକୁ ଦେଖିବା ପାଇଁ ପ୍ରଂଶସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରୁଛନ୍ତି । ଇତି ମଧ୍ୟରେ ରାମଚରଣଙ୍କ ଆଗାମୀ ଫିଲ୍ମର ଘୋଷଣା ହୋଇସାରିଛି । ଉପେନା ଫିଲ୍ମ…

ବିମାନରେ ମିଳିବ 5G ! କରି ପାରିବେ କଲ୍, ଚଲାଇ ପାରିବେ ଇଣ୍ଟରନେଟ୍

ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ମଝି ଆକାଶରୁ କରି ପାରିବେ କଲ୍ । ଇଚ୍ଛା ଅନୁସାରେ ଦେଖି ପାରିବେ ଅନଲାଇନ୍ ଭିଡିଓ । ଖୁବଶୀଘ୍ର ବିମାନ ଯାତ୍ରା ବେଳେ ମିଳିପାରେ ୫ଜି ସେବା । ଏବେ ଦେଶରେ ୫ଜି ସେବା ଆରମ୍ଭ ହୋଇଥିବା ବେଳେ ଶୀଘ୍ର ହିଁ ଦେଶର ଅନ୍ୟ ସହରରେ ଉପଲବ୍ଧ ହେବ । ୪ଜି ତୁଳନାରେ…