Latest Odisha News

BREAKING NEWS

Browsing Category

ଫିଚର

ବଜାରକୁ ଆସିଲା ସବୁଠୁ ଶସ୍ତା ୭ ସିଟର କାର୍

ନୂଆଦିଲ୍ଲୀ: କାର କିଣିବାକୁ ସମସ୍ତଙ୍କ ଇଚ୍ଛା ଥାଏ । ଆଉ ପରିବାର ଟିକିଏ ବଡ଼ ଥିଲେ ଦରକାର ବଡ଼ ଗାଡ଼ି । କିନ୍ତୁ ଯଦି ଆପଣଙ୍କ ପାଖରେ ବଡ଼ ବଜେଟ୍ ନାହିଁ ତେବେ ଚିନ୍ତା କରନ୍ତୁ ନାହିଁ । ମାରୁତି ସୁଜୁକି ଆଜି ଘରୋଇ ବଜାରରେ ଏମପିବି କାର Eecoର ଅପଡେଟେଡ୍ ମଡେଲକୁ ଲଞ୍ଚ କରିଛି । କମ୍ପାନୀର…

ବ୍ରୁସ ଲୀଙ୍କ ଅଧିକ ପାଣି ପିଇବା ଯୋଗୁ ହୋଇଥିଲା ମୃତ୍ୟୁ !

ୱାଶିଂଟନ: ସାରା ବିଶ୍ୱରେ ମାର୍ଶଲ ଆର୍ଟ୍ସକୁ ଲୋକପ୍ରିୟ କରାଇଥିବା ବ୍ରୁସ ଲୀଙ୍କ ମୃତ୍ୟୁକୁ ନେଇ ଗବେଷକମାନେ ଆଉ ଏକ ଖୁଲାସା କରିଛନ୍ତି । ସେମାନଙ୍କ ମତରେ ଏହି ଆମେରିକୀୟ ଅଭିନେତାଙ୍କ ମୃତ୍ୟୁ ଅଧିକ ପାଣି ପିଇବା ଯୋଗୁ ହୋଇଥିଲା । ମାତ୍ର ୩୨ ବୟସରେ ୧୯୭୩ରେ ବ୍ରୁସ ଲୀଙ୍କ ହଠାତ ମୃତ୍ୟୁ…

ଚୀନ ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୩୬ ମୃତ ଓ ୨ ନିଖୋଜ

ବେଜିଂ: ଚୀନର ଏକ ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଫଳରେ ୩୬ ଜଣଙ୍କ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡରେ ୨ ଜଣ ଆହତ ହୋଇଥିବାବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ୪ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି । ହେନନ ଅଞ୍ଚଳରେ ଥିବା ଏହି ପ୍ଲାଣ୍ଟରେ…

ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ଚାଲିଗଲା ୬ ରୋଗୀଙ୍କ ଦୃଷ୍ଟି ଶକ୍ତି

କାନପୁର: ମୋତିଆବିନ୍ଦୁ ଅପରେସନ୍ ପରେ ଚାଲିଗଲା ଦୃଷ୍ଟି ଶକ୍ତି । ଜଣେକି ଦୁଇ ଜଣ ନୁହେଁ ମୋତିଆବିନ୍ଦୁ ଅପରେସନ୍ ପରେ ୬ ଜଣ ରୋଗୀ ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତି ହରାଇ ବସିଛନ୍ତି । ଉତ୍ତରପ୍ରଦେଶ କାନପୁରରେ ଘଟିଛି ଏଭଳି ଘଟଣା । ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ…

ଝିଅ ଅଛି ଘରେ… କିଏ ଲେଖିଥିଲା ବିବାହ ଓ ବିକ୍ରି ନେଇ ଚିଠି ?

ଜଗତସିଂହପୁର: ବଦନାମ ପାଇଁ ଷଡ଼ଯନ୍ତ୍ର । ନାବାଳିକାଙ୍କ ଭବିଷ୍ୟତ ସହ ଖେଳ । ୧ ଲକ୍ଷ ଟଙ୍କା ନେଇ ମାତ୍ର ୧୫ ବର୍ଷ ବୟସରେ ଝିଅକୁ ବାପାମାଆ, ବିବାହ କରାଇ ଦେଇଥିବା ଖବର ପ୍ରଘଟ ହୋଇଥିଲା । ଏହାପରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବସୁନ୍ଧରାକୁ ଆସିଥିଲା ଏକ ଚିଠି । ଚିଠିକୁ ନେଇ ଜଗତସିଂହପୁର…

୨୦ ଦିନରୁ ଓଏସଏପି ଯବାନ ନିଖୋଜ, ଭଦ୍ରକ ଥାନାରେ ଏତଲା

ଝାରସୁଗୁଡା : ଝାରସୁଗୁଡା ଓଏସଏପି ଦ୍ୱିତୀୟ ବାଟାଲିୟନର ହାବିଲଦାର ନେପାଳର ରାମ ବାହାଦୂର ଗୁରୁଙ୍ଗ ୨୦ ଦିନରୁ ନିଖୋଜ ଅଛନ୍ତି । ଏନେଇ ଭଦ୍ରକ ଥାନାରେ ଏତଲା ଦିଆଯାଇଛି । ଅକ୍ଟୋବର ମାସରେ ଭଦ୍ରକ ଜିଲ୍ଲାକୁ ଡେପୁଟେସନରେ ଯାଇଥିଲେ ରାମ ବାହାଦୂର । ଘରକୁ ଫେରିବା ପାଇଁ ୨୬ ତାରିଖରେ ଭଦ୍ରକ…

ଇଡିରେ ହାଜର ହେଲେ ଅକ୍ଷୟ ପରିଜା ଓ ବ୍ୟବସାୟୀ ଅମୀୟକାନ୍ତ ଦାସ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ତଦନ୍ତକୁ ଆହୁରି ଜୋରଦାର କରିଛି ଇଡି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ବ୍ୟବସାୟୀ ଅମୀୟକାନ୍ତ ଦାସ । ଅକ୍ଷୟଙ୍କୁ ହନିଟ୍ରାପ୍, ବ୍ଲାକମେଲ୍ ପରେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ । ଏବେ…

ବେସବଲ୍ ଷ୍ଟିକରେ କୁକୁରକୁ ପିଟି ପିଟି ମାରିବା ଘଟଣାରେ ୪ ଛାତ୍ର ଗିରଫ

ନୂଆଦିଲ୍ଲୀ: ନିଷ୍ଠୁରତାର ସୀମା ପାର୍ କରିଦେଲେ  । ଏକ ଗର୍ଭବତୀ କୁକୁରକୁ ପିଟି ପିଟି ହତ୍ୟା କରିଦେଲେ କିଛି ଛାତ୍ର । ଦିଲ୍ଲୀର ଓଖଲାସ୍ଥିତ ଡନ୍ ବୋସ୍କୋ ଟେକ୍ନିକାଲ ଇନଷ୍ଟିଚ୍ୟୁଟର କିଛି ଛାତ୍ରମାନେ ଏକ ଗର୍ଭବତୀ କୁକୁରକୁ  ବାଡେଇ ବାଡେଇ ମାରିଦେଇଥିବା ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ…

ଦର୍ଶକଙ୍କ ମନ ମୋହୁଛି ଛତିଆ ବାଲିଯାତ୍ରାରେ ଅଘୋରି ନୃତ୍ୟ

ଚଣ୍ଡିଖୋଲ : ସୋଲାର ଛତିଆ ଅଞ୍ଚଳରେ ଜମୁଛି ବାଲିଯାତ୍ରା । ୨ ବର୍ଷର କରୋନା କଟକଣା ପରେ ଏଥର ଝଲସୁଛି ଏହି ବାଲିଯାତ୍ରା । ରଙ୍ଗାରଙ୍ଗ ଆଲୋକ ସାଙ୍ଗକୁ ଗୀତ ନାଚରେ ଝୁମୁଛନ୍ତି ଦର୍ଶକ  । ବିଶେଷ କରି ଏହି ଯାତ୍ରାରେ ଲୋକଙ୍କ ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଅଘୋରୀ ନୃତ୍ୟ । ଏହି…

ଅର୍ଚ୍ଚନା ମାମଲାରେ କମିଶନରେଟ୍ ପୋଲିସର ଅସହଯୋଗ ନା ଇଡି କରୁନି ଭରସା ?

ଭୁବନେଶ୍ୱର: କୋର୍ଟରେ ଖଗେଶ୍ୱର, ହେଲେ ନଥିଲା କମିଶନରେଟ୍ ପୋଲିସ । ଜେଲରୁ ଖଗେଶ୍ୱରଙ୍କୁ ଏସ୍କର୍ଟ କରି ଆଣିଥିଲେ ସିଆରପିଏଫ୍ । ଅର୍ଚ୍ଚନା ନାଗ ମାମଲା ଇଡି ହାତକୁ ଗଲା ପରେ କମିଶନରେଟ ପୋଲିସ କରୁଛି କି ଅସହଯୋଗ ? ନା କମିଶନରେଟ ପୋଲିସକୁ ଭରସାକୁ ନେଇ ପାରୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ?…