Latest Odisha News

BREAKING NEWS

Browsing Category

ଫିଚର

ବିମାନ ଯାତ୍ରା ବେଳେ ଏଣିକି ବାଧ୍ୟତାମୂଳକ ନୁହେଁ ମାସ୍କ

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ବିମାନ ଯାତ୍ରା ବେଳେ ମାସ୍କରୁ ମିଳିବ ମୁକ୍ତି । ଦେଶରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ଏଣିକି ବିମାନ ଯାତ୍ରା ବେଳେ ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ ନୁହେଁ । ଏନେଇ ବେସାମରକି…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ; ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷକ ହେବେ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଚିଫ ମିନିଷ୍ଟର ଆୱାର୍ଡ ଫର ଏଜୁକେଶନ ବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସ୍ତରୀୟ ଶିଶୁ ଦିବସ ଉଦଯାପନୀ ସମାରୋହରେ ଏହି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି…

ଡିକେ, ଅଶ୍ୱୀନ ଆନ୍ତର୍ଜାତୀୟ ଟି୨୦ରୁ ନେବେ କି ଅବସର ?

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୨ରେ ଭାରତ ସେମିଫାଇନାଲରୁ ବିଦାୟ ନେବା ପରେ ପ୍ରଶଂସକ ଏବଂ ଖେଳାଳିମାନେ ଏକପ୍ରକାର ଭାଙ୍ଗି ପଡିଛନ୍ତି । ସମସ୍ତ ପରୀକ୍ଷା ନିରୀକ୍ଷା ସତ୍ୱେ ଭାରତ ପୁନର୍ବାର ବିଶ୍ୱକପ ହାତେଇବାରେ ବିଫଳ ହୋଇଛି । ତେବେ ଏହି ବିଶ୍ୱକପ ପରେ ଟିମ ଇଣ୍ଡିଆର କେତେକ ବରିଷ୍ଠ ଖେଳାଳି…

ଆସନ୍ତା ସପ୍ତାହରୁ ଭକ୍ତଙ୍କ ପାଇଁ ଖୋଲିପାରେ ଧବଳେଶ୍ୱର ପୀଠ

କଟକ: ଶ୍ରଦ୍ଧାଳୁ କରିବେ ବାବାଙ୍କ ଦର୍ଶନ । ଆସନ୍ତା ସପ୍ତାହରୁ ଖୋଲିପାରେ ଆଠଗଡ଼ର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିର । ଡଙ୍ଗା ଯୋଗେ ସପ୍ତାହରେ ୪ ଦିନ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଅନୁମତି ଦେବା କଥା ବିଚାର କରୁଛି । ଧବଳେଶ୍ୱର ପୀଠର ପୂଜକ ସମିତି ଓ ସ୍ଥାନୀୟ…

ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ ଫୁଟବଲ ମହାକୁମ୍ଭ

ନୂଆଦିଲ୍ଲୀ: କାତରରେ ନଭେମ୍ବର ୨୦ରୁ ଆରମ୍ଭ ହୋଇଯିବ ଫୁଟବଲ ମହାକୁମ୍ଭ । ଏହାର ଫାଇନାଲ ମ୍ୟାଚ ଡିସେମ୍ବର ୧୮ରେ ଖେଳାଯିବ । ଉଦଘାଟନୀ ଦିବସରେ ଆୟୋଜକ କତାର ଓ ଇକ୍ୟୁଡର ମଧ୍ୟରେ ମୁକାବିଲା ହେବ । ଗ୍ରୁପ ଷ୍ଟେଜ ମୁକାବିଲା ଡିସେମ୍ବର ୨ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହା ପରେ ରାଉଣ୍ଡ ଅଫ ୧୬…

ବରଗଡରେ ଫସଲ ବୀମା ବଣ୍ଟନରେ ଅନିୟମିତତା ନେଇ ତୋମାରଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ବରଗଡ଼ ଜିଲ୍ଲାରେ ଚାଷୀ ଓ ଫସଲ ବୀମାକୁ ନେଇ ଜୋର ଧରିଛି ରାଜନୀତି । ଫସଲ ବୀମା ବଣ୍ଟନରେ ଅନିୟମିତତା ନେଇ ହୋଇଛି ଅଭିଯୋଗ । ତେଣୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ୨୦୨୧ ରେ ଖରିଫ ଫସଲ ପାଇଁ…

ଶିଳ୍ପସଂସ୍ଥାରେ ଚାକିରି ଦାବି କରି ମନ୍ତ୍ରୀଙ୍କ ବାସଭବନ ଘେରିଲା ୟୁଥ୍ ଫର ଆକ୍ସନ୍

ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରେ ନିଯୁକ୍ତି ଦାବି କରି ଆଜି ୟୁଥ୍ ଫର୍ ଆକ୍ସନ ପକ୍ଷରୁ ପ୍ରତିବାଦ କରାଯାଇଛି । ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ବାସଭବନ ଘେରାଉ ପାଇଁ ଯିବାବେଳେ ୟୁଥ୍ ଫର ଆକ୍ସନ୍ ସଦସ୍ୟଙ୍କ ସହ ପୋଲିସ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି ।…

ପଦ୍ମପୁରକୁ ଜିଲ୍ଲା ପ୍ରତିଶ୍ରୁତି, ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ଥୋପ ପରେ ଥୋପ । ପ୍ରଥମେ ମରୁଡ଼ି ପାଇଁ ଇନପୁଟ୍ ସହାୟତା । ଏବେ ଉପନିର୍ବାଚନରେ ଭୋଟ୍ ହାତେଇବାକୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରତିଶ୍ରୁତି । ପଦ୍ମପୁର ଉପନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକ ତଣ୍ଟିରେ ଥିବା ଧାରଣା କଣ୍ଟା ହଟିଛି । ଆଜି ନବୀନ ନିବାସରେ ବିଜେଡି…

୧୯୬୬ରୁ ପାଳିତ ହେଉଛି ନ୍ୟାସନାଲ ପ୍ରେସ ଡେ’

ଭୁବନେଶ୍ୱର: ଆଜି ନ୍ୟାସନାଲ ପ୍ରେସ ଡେ’  । ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ସମ୍ମନାର୍ଥେ ଏହି ଦିବସକୁ ପାଳନ କରାଯାଏ । ଦେଶରେ  ମୁକ୍ତ ଓ ଦାୟିତ୍ୱବାନ ପ୍ରେସର ଉପସ୍ଥିତିକୁ ଦର୍ଶାଇବା ପ୍ରେସ ଡେ’ର ମହତ୍ତ୍ୱ । ଦେଶର ବିଭିନ୍ନ ଗଣମାଧ୍ୟମ ଦ୍ୱାରା ଉଚ୍ଚମାନର ସାମ୍ୱାଦିକତା ପାଇଁ ଉତ୍ତରଦାୟୀ…

ବିଶ୍ବର ସବୁଠାରୁ ପତଳା ବିଲଡିଂ

ନୂଆଦିଲ୍ଲୀ : ଆପଣ ବିଲଡିଂ ବିଷୟରେ ଜାଣିଛନ୍ତି କି ଯାହା ବିଶ୍ବର ସବୁଠାରୁ ପତଳା ଆକାଶ ଛୁଆଁର ମାନ୍ୟତା ପାଇଛି? ଏଭଳି ବିଲଡିଂ ଯାହା ପବନ  ବହିବା ମାତ୍ରେ ଏହା ପୁରା ଦୋହଲିଥାଏ । ଆମେରିକାର ମେନହଟ୍ଟନରେ ଅବସ୍ଥିତ ଏହି ଆକାଶ ଛୁଆ ଟାୱାର । ଯାହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ତେବେ ଆସନ୍ତୁ…