Latest Odisha News

BREAKING NEWS

Browsing Category

ଫିଚର

ସିସୋଦିଆ କହିଲେ ଗଣତନ୍ତ୍ରର ଅପହରଣ କରୁଛି ବିଜେପି

ନୂଆଦିଲ୍ଲୀ: ଗୁଜୁରାଟର ସୁରଟ ପୂର୍ବ ବିଧାନସଭା ଆସନରୁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ କଞ୍ଚନ ଜରିୱାଲା ବୁଧବାର ତାଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିଛନ୍ତି। ଏହାକୁ ନେଇ ଆମ୍ ଆଦମୀ ପାର୍ଟି ବିଜେପିକୁ ଟାର୍ଗେଟ୍ କରିଛି। ଏପରି କରି ବିଜେପି ଆପ୍ ଲୋକତନ୍ତ୍ରର ଅପହରଣ କରିଛି ବୋଲି ଦଳର…

୮ ବଲ୍, ୨୮ ରନ୍; ବିରାଟ କୋହଲିଙ୍କ ଛକା ଜିଣିଲା ICC ମନ

ନୂଆଦିଲ୍ଲୀ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପରେ ଇଂଲଣ୍ଡ ଠାରୁ ସେମି ଫାଇନାଲରେ ଭାରତ ହାରିବା ସହ ୧୫ ବର୍ଷ ପରେ ବିଶ୍ୱକପ୍ ବିଜୟ ଆଶା ଆଶାରେ ରହି ଯାଇଛି । କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଭାରତୀୟ କ୍ରିକେଟ୍ ଦଳର ଅନେକ ଖେଳାଳିଙ୍କ ପ୍ରଦର୍ଶନ ଉତ୍ସାହଜନକ ରହିଛି । ଯାହା ଭିତରେ ବିରାଟ କୋହଲିଙ୍କ…

ମୁହଁ ଖୋଲିଲେ କାଂଚନ ଜରିୱାଲା: ଚାପରେ ନୁହେଁ , ସ୍ୱେଚ୍ଛାକୃତ ଭାବେ ନିଷ୍ପତି ନେଇଛି

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ଯେତେ ପାଖଉଛି ସେତେ ରାଜନୈତିକ ନାଟକ ଦେଖିବାକୁ ମିଳୁଛି । ବୁଧବାର ଆପର ସୁରଟ ପ୍ରାର୍ଥୀ କାଂଚନ ଜରିୱାଲା ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ । ଆପ ନେତାମାନେ ଏ ନେଇ ବିଜେପି ଉପରେ ଅପହରଣ ଏବଂ ଧମକ ଅଭିଯୋଗ ଆଣିଥିଲେ । ତେବେ କାଂଚନ ମୁହଁ…

୧୨ ବର୍ଷର ନ୍ୟାୟିକ ଲଢ଼େଇ ଜିତିଲେ ବାୟୁସେନାର ୩୨ ମହିଳା ଅଫିସର

ନୂଆଦିଲ୍ଲୀ: ପାଞ୍ଚ ବର୍ଷର ସ୍ୱଳ୍ପକାଳୀନ ସେବା । ମିଳିବ ସମ୍ପୂର୍ଣ୍ଣ ଭତ୍ତା । ଯୁଗାନ୍ତକାରୀ ରାୟ ଦେଲେ ଦିଲ୍ଲୀ ହାଇକୋର୍ଟ । ଭାରତୀୟ ବାୟୁ ସେନାରେ ୫ ବର୍ଷ ଧରି କାର୍ଯ୍ୟ କରିଥିବା ୩୨ ଜଣ ମହିଳା ଅଧିକାରୀ ନ୍ୟାୟିକ ଲଢ଼େଇରେ ଜିତିଛନ୍ତି । ୨୦ ବର୍ଷ ଧରି ସେବା କରିଥିବା ଅଧିକାରୀଙ୍କୁ…

୨୦୧୩ କଣ୍ଟ୍ରାକ୍ଟଚୁଆଲ୍‌ ନିୟମରେ ଆସୁଥିବା ଶିକ୍ଷକଙ୍କୁ ନିୟମିତ କରିବାକୁ ଦାବି

ଭୁବନେଶ୍ବର: ଠିକା ନିଯୁକ୍ତି ଭଳି ଏକ କୁତ୍ସିତ ପ୍ରଥାକୁ ଓଡିଶା ମାଟିରୁ ଉଛ୍ଛେଦ କରି ମୁଖ୍ୟମନ୍ତ୍ରୀ ମହଦୋୟ ଐତିହାସିକ ନିଷ୍ପତି ଗ୍ରହଣ କରିଛନ୍ତି। କିନ୍ତୁ ଅତି ଦୁଃଖ ଓ ପରିତାପର ବିଷୟ ଯେ ମୁଖ୍ୟମନ୍ତ୍ରୀ ପ୍ରଥମେ ୨୦୦୪ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଯେଉଁ ଠିକା ତଥା…

ବୀମା ଟଙ୍କାକୁ ନେଇ ଧର୍ମେନ୍ଦ୍ରଙ୍କ ଯୁକ୍ତିର କୌଣସି ଆଧାର ନାହିଁ: ସସ୍ମିତ ପାତ୍ର

ଭୁବନେଶ୍ୱର: କେନ୍ଦ୍ରକୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀଙ୍କୁ ବୀମା ଟଙ୍କା ଦେବାକୁ ବୀମ କମ୍ପାନୀ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ତେଜିଛି ରାଜନୀତି। ବିଜେଡି କହିଛି କେନ୍ଦ୍ର ବୀମା ଟଙ୍କା ଅଟକାଇ ରଖିଥିଲା। ହେଲେ ରାଜ୍ୟ ବିଜେପି କହିଛି ରାଜ୍ୟ ସରକାରଙ୍କ…

ଶ୍ରଦ୍ଧାଙ୍କ ବ୍ୟତୀତ ଅଫତାବଙ୍କ ଆହୁରି ଥିଲେ ୨୦ ଗର୍ଲଫ୍ରେଣ୍ଡ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲାଙ୍କୁ ନେଇ ଆଉ ଏକ ଭୟଙ୍କର ତଥ୍ୟ ସମ୍ମୁଖକୁ ଆସିଛି । ରିପୋର୍ଟ ମୁତାବକ ଶ୍ରଦ୍ଧାଙ୍କ ବ୍ୟତୀତ ଅଫତାବଙ୍କ ଆହୁରି ୨୦ ଗର୍ଲଫ୍ରେଣ୍ଡ ଥିଲେ । ସେମାନେ ବି ତାଙ୍କ ଘରକୁ ଯିବା ଆସିବା କରିଥାନ୍ତି । ଅଫତାବ ବମ୍ବଲ ଡେଟିଂ…

ଆସନ୍ତା ୧୮ରୁ ସାମାନ୍ୟ କମିପାରେ ଶୀତ

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ସହ ଶୁଖିଲା ପାଗ ଲାଗି ରହିଛି । ଆଗାମୀ ୪ରୁ ୫ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ରାତି ତାପମାତ୍ରା ୪ରୁ ୫ ଦିନ ଯାଏ ସ୍ୱାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ଯାଏ କମ ରହିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା ଗିରଫ

ଭୁବନେଶ୍ୱର: ଶେଷରେ ଗିରଫ ହେଲେ ଆରଡବ୍ଲୁଏସଏସର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା।ଗିରଫ ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଆରକ୍ଷୀ ଅଧୀକ୍ଷକ ବା ଏସପି ଏମ.ରାଧାକ୍ରିଷ୍ଣନ। ଦୁଇ ଦିନ ଧରି ଭୁବନେଶ୍ୱର, କେନ୍ଦ୍ରାପଡା, ଉଦଳାର ମୋଟ ୮ଟି ସ୍ଥାନରେ ଏକକାଳୀନ ୮ ଟି ଟିମ୍ ଚଢାଉ…

ବିମାନ ଯାତ୍ରା ବେଳେ ଏଣିକି ବାଧ୍ୟତାମୂଳକ ନୁହେଁ ମାସ୍କ

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ବିମାନ ଯାତ୍ରା ବେଳେ ମାସ୍କରୁ ମିଳିବ ମୁକ୍ତି । ଦେଶରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ଏଣିକି ବିମାନ ଯାତ୍ରା ବେଳେ ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ ନୁହେଁ । ଏନେଇ ବେସାମରକି…