Latest Odisha News

BREAKING NEWS

Browsing Category

ଫିଚର

ବିଜେଡି ଜନସମ୍ପର୍କ ପଦଯାତ୍ରାରେ ସଞ୍ଜୟ ଦାସବର୍ମାଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର: ୨୨ ବର୍ଷ ଧରି ଓଡ଼ିଶାକୁ ବିଜେଡି ଶାସନ କରୁଛି । ହେଲେ ଦଳର ନେତା ମଞ୍ଚରେ ଖୋଲାଖୋଲି କହୁଛନ୍ତି କିଛି ବାହାର ଶକ୍ତି ଓଡ଼ିଶାର ଖଣିଜ ସମ୍ପଦ, ରତ୍ନ ଭଣ୍ଡାର ଲୁଟିବାକୁ ଚାହୁଁଛନ୍ତି । ବିଜେଡି ଜନସମ୍ପର୍କ ପଦଯାତ୍ରାରେ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା ଏଭଳି ବିସ୍ଫୋରକ…

ପୋଲିସକୁ ଧକ୍କା ମାରି ଥାନାରୁ ଅଭିଯୁକ୍ତ ଚମ୍ପଟ

ପୁରୀ: କୋର୍ଟ ଚାଲାଣ ପୂର୍ବରୁ ଥାନାରୁ ଖସି ପଳାଇଲା ଅଭିଯୁକ୍ତ । ଅଭିଯୁକ୍ତଠୁ ଧକ୍କା ଖାଇ ରହିଗଲା ପୋଲିସ । ପୁରୀ ବାସେଳୀ ସାହି ଥାନାରୁ ଜଣେ ଅଭିଯୁକ୍ତ ବାବୁନା ଭୋଇ ଖସି ପଳାଇଛି । ଏକ ଚୋରି ମାମଲାରେ ବାସେଳୀ ସାହି ଥାନା ପୋଲିସ ୧୩ ତାରିଖରେ ବାବୁନା ଭୋଇକୁ ଗିରଫ କରିଥିଲା । ହେଲେ…

ଆର ପାରିରେ ମହେଶ ବାବୁଙ୍କ ବାପା କ୍ରିଷ୍ଣା ଘାଟାମଣି

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମର ସୁପରଷ୍ଟାର ମହେଶ ବାବୁଙ୍କ ବାପା କ୍ରିଷ୍ଣା ଘାଟାମଣିଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିଲା । କିଛି ଦିନ ପୂର୍ବେ ମହେଶଙ୍କ ମାଆଙ୍କ ମଧ୍ୟ ପରଲୋକ ହୋଇଥିଲା । ମହେଶଙ୍କ ବାପାଙ୍କ ଜଣେ ପ୍ରତିଷ୍ଠିତ ଓ ଲୋକପ୍ରିୟ…

ଏୟାର ଇଣ୍ଡିଆ ଉପରେ ୧୪ ଲକ୍ଷ ଡଲାର ଜରିମାନା କଲା ଆମେରିକା, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଉପରେ ଆମେରିକାର ଜରିମାନା । ୧୪ ଲକ୍ଷ ଡଲାର ଜରିମାନା କରିଛି ଆମେରିକା । କୋଭିଡ୍ ସଂକ୍ରମଣ ପାଇଁ ଅନେକ ବିମାନ ଉଡ଼ାଣ ବାତିଲ୍ ହେବା ସହ ଯାତ୍ରୀ ପ୍ରଭାବିତ ହୋଇଥିଲେ । ଆଉ ବିମାନ ବାତିଲ୍ ପାଇଁ ବୁକିଂ ଅର୍ଥ ଫେରସ୍ତ କରିଥିଲେ ବିମାନ କମ୍ପାନୀ । କିନ୍ତୁ ଏୟାର…

ଆରଏସଏସ ପତ୍ରିକା ଦି ଅର୍ଗାନାଇଜରର ମାରାତ୍ମକ ଅଭିଯୋଗ, ଧର୍ମ ପରିବର୍ତନ ପାଇଁ ଫଣ୍ଡିଂ କରୁଛି ଆମାଜନ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସହ ଜଡିତ ଦି ଅର୍ଗାନାଇଜର ତାର ନୂତନ ସଂସ୍କରଣରେ ମାରାତ୍ମକ ଅଭିଯୋଗ ଆଣିଛି । ଇ କମର୍ସ କମ୍ପାନୀ ଆମାଜନ ପୂର୍ବୋତର ଭାରତରେ ଧର୍ମାନ୍ତରଣ ପାଇଁ ଫଣ୍ଡିଂ କରୁଛି । ଆମାଜନ କ୍ରସ କନେକ୍ସନ ଶୀର୍ଷକ କଭର ଷ୍ଟୋରିରେ ଏହି ଲେଖା ପ୍ରକାଶ ପାଇଛି…

୧୦ ମହଲାରୁ ଡେଇଁ ଆତ୍ମହତ୍ୟା କଲେ RAW ଅଫିସର

ନୂଆଦିଲ୍ଲୀ : RAW ଅଫିସରଙ୍କ ଆତ୍ମହତ୍ୟା ଅଭିଯୋଗ । ୧୦ ମହଲାରୁ ଡେଇଁ ଆତ୍ମହତ୍ୟା କଲେ (RAW)ର ଜଣେ ଓଡିଆ ଅଫିସର । ଦିଲ୍ଲୀ ଲୋଦି କଲୋନୀ ସ୍ଥିତ ମୁଖ୍ୟାଳୟର ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ଜଣେ ଓଡିଆ ଅଫିସର ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି …

ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର : ଖସୁଛି ପାରଦ । ରାଜ୍ୟର ଆଭ୍ୟନ୍ତରୀଣରେ ବଢୁଛି ଶୀତ । ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର । କନ୍ଧମାଳର ଜି.ଉଦୟଗିରିରେ ସର୍ବନିମ୍ନ ରାତି ତାପମାତ୍ରା ୭.୨ ଡିଗ୍ରୀ ରହିଥିବାବେଳେ ୯ଡିଗ୍ରୀ ସହିତ ଦ୍ୱିତୀୟ ସ୍ଥାନରେ ଅଛି କୋରାପୁଟର ଶିମିଳିଗୁଡା । ୨୦ଟି ସ୍ଥାନରେ ପାରଦ ୧୫…

ୟୁନିଭର୍ସିଟି ଅଫ୍ ଭିର୍ଜିନିଆରେ ଗୁଳିକାଣ୍ଡ, ୩ ଛାତ୍ର ମୃତ

ୱାଶିଂଟନ୍: ଆମେରିକାରେ ୟୁନିଭର୍ସିଟି ଅଫ୍ ଭିର୍ଜିନିଆରେ ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ୩ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏନେଇ ଗୁଳିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ଘଟଣାରେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଥିଲା । ଯେଉଁଥିରେ ତିନି…

ରୁଷିଆ ବିରୋଧୀ ୟୁଏନଜିଏ ପ୍ରସ୍ତାବକୁ ଏଡାଇଲା ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ପରିଷଦ(ୟୁଏନଜିଏ) ଦ୍ୱାରା ଆଗତ ରୁଷିଆ ବିରୋଧୀ ପ୍ରସ୍ତାବରେ ସ୍ୱାକ୍ଷର କଲାନି ଭାରତ । ୟୁକ୍ରେନରେ ଆନ୍ତର୍ଜାତୀକ ଆଇନ ଉଲ୍ଲଂଘନ ଓ ଯୁଦ୍ଧ ଯୋଗୁଁ ହୋଇଥିବା କ୍ଷତିକୁ ଆଧାର କରି ଏହି ପ୍ରସ୍ତାବ ୟୁଏନଜିଏ ଆଗତ କରିଥିଲା । ଏହି ପ୍ରସ୍ତାବକୁ ୯୪ଟି ଦେଶ…

ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲା ଅଫତାବ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଶ୍ରଦ୍ଧା ୱାକରଙ୍କୁ ତାଙ୍କ ପ୍ରେମିକ ଅଫତାବ ପ୍ରଥମେ ପ୍ରେମ କରି ପରେ ତାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦେଶର ରାଜଧାନୀ ଦିଲ୍ଲୀରେ ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରି  ବିଭତ୍ସ ଭାବେ ଖଣ୍ଡ ଖଣ୍ଡ କରି ଜଙ୍ଗଲରେ…