Latest Odisha News

BREAKING NEWS

Browsing Category

ଫିଚର

‘ଅସ୍ତ୍ରବିରତି ଓ କୂଟନୀତି ମାଧ୍ୟମରେ ୟୁକ୍ରେନ୍ ସମସ୍ୟା ସମ୍ଭବ’ : ମୋଦୀ

ଜାକାର୍ତ୍ତା : ଇଣ୍ଡୋନେସିଆରେ ଜି-୨୦ ସମ୍ମିଳନୀରେ ବାର୍ତ୍ତା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ‘ୟୁକ୍ରେନ ସମସ୍ୟାକୁ ଶାନ୍ତି ମାଧ୍ୟମରେ ସମାଧାନ କରିବୁ’ ବୋଲି କହିଛନ୍ତି ମୋଦୀ । ଅସ୍ତ୍ରବିରତି ଓ କୂଟନୈତିକ ଏହାର ସମାଧାନର ମାର୍ଗ । ବୈଶ୍ୱିକ କ୍ଷେତ୍ରରେ ଜି-୨୦କୁ…

ମିଜୋରାମରେ ପଥର ଖାଦାନ ଧସି ୮ଶ୍ରମିକଙ୍କ ମୃତ୍ୟୁ

ଆଇଜଲ୍: ମିଜୋରାମର ହନଠିଆଲ ଜିଲ୍ଲାରେ ପଥର ଖାଦାନ ଧସିଯିବାରୁ ୧୨ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଏଯାଏଁ ୮ ଜଣଙ୍କ ଶବ ଉଦ୍ଧାର କରାଯାଇସାରିଛି । ତିନି ଜଣ ଶ୍ରମିକଙ୍କ ଶରୀରର କିଛି କିଛି ଅଂଶ କେବଳ ଉଦ୍ଧାରକାରୀଙ୍କୁ ମିଳିପାରିଛି । ସମସ୍ତ ଶ୍ରମିକ ବିହାରର ବୋଲି ସୂଚନା…

୧୦ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ଓ୍ୱାଶିଂଟନ: ଟ୍ୱିଟର ଓ ଫେସବୁକ ପରେ ଏବେ ଆମାଜନ କର୍ମଚାରୀ ଛଟେଇ କରିବା ନେଇ ସଙ୍କେତ ଦେଇଛି । ବୈଶ୍ୱିକ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଗୋଟିଏ ପରେ ଗୋଟିଏ ଏମଏନସି କର୍ମଚାରୀ ସଂଖ୍ୟା କମାଇବାକୁ ଲାଗିଲେଣି । ଫେସବୁକ, ଟ୍ୱିଟର ଓ ସ୍ନାପଚାଟ୍ ଭଳି ବଡ଼ ବଡ଼ କମ୍ପାନୀ ଛଟେଇ କରିବା ପରେ ଏବେ…

ଜି-୨୦ ସମ୍ମିଳନୀରେ ବାଇଡେନଙ୍କୁ ଭେଟିଲେ ମୋଦୀ

ବାଲି:  ଇଣ୍ଡୋନେସିଆକୁ ୨ ଦିନିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୭ତମ ଜି-୨୦ଶିଖର ସମ୍ମିଳନୀ ଆଜିଠୁ ଆରମ୍ଭ ହୋଇଛି । ମୋଦୀ ଏହି ସମ୍ମିଳନୀରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାରର କିଛି ମୁହୁର୍ତ୍ତ ପିଏମଓଙ୍କ…

ଭୁବନେଶ୍ବରରେ ଆୟୋଜିତ ହେବ ଜନଜାତୀୟ ଗୌରବ ଦିବସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକ୍ରମେ ମହାନ ଜନଜାତି ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି। ଏହି କ୍ରମରେ ଭୁବନେଶ୍ବରସ୍ଥିତ କିସ୍‌ ବିଶ୍ବବିଦ୍ୟାଳୟ ପରିସରରେ ଜନଜାତୀୟ ଗୌରବ…

ଇଣ୍ଡୋନେସିଆର ବାଲିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ବାଲି : ଇଣ୍ଡୋନେସିଆର ବାଲିରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ବାଲିରେ ଭବ୍ୟ ସ୍ବାଗତ ସମ୍ବର୍ଧନା ଦିଆଯାଇଛି । ଜି -20 ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର  ଇଣ୍ଡୋନେସିଆର ବାଲିରେ ପହଞ୍ଚିଛନ୍ତି। ବିଶ୍ୱ…

ବନ୍ଧୁକ ମୁନରେ ନେଇଗଲେ ୧୪ ଲକ୍ଷରୁ ଅଧିକ ଟଙ୍କା

ରାଉରକେଲା: ମୁଣ୍ଡରେ ବନ୍ଧୁକ ଓ ପେଟରେ ଛୁରି ଲଗାଇ ଲୁଟିନେଲେ ଦୁର୍ବୃତ୍ତ । ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ନିକଟରୁ ମଦ ଦୋକାନ କର୍ମଚାରୀ ପ୍ରଶାନ୍ତ ବିଶ୍ୱାଳଙ୍କ ଠାରୁ ୧୪ ଲକ୍ଷ ୯୩ ହଜାର ୪୦୦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରଶାନ୍ତ ଏକ ସ୍କୁଟିରେ କୋଏଲ ନଗର…

ବାଂଲଦେଶରେ ଖୋଲିଲା କିସ୍‍ର ଶାଖା ‘ଡିସ୍‍’

ଭୁବନେଶ୍ୱର : ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ବିଦ୍ୟାଳୟ କିସ, ଭୁବନେଶ୍ୱର ଢ଼ାଞ୍ଚାରେ ବାଂଲାଦେଶରେ ଖୋଲିଛି ଡାଫୋଡିଲ୍‍ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (ଡିସ୍‍)। ଢ଼ାକାଠାରେ ଲୋକସଭା ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୋମବାର ଏହାର ଉଦଘାଟନ…

ଚାଷୀ ଆନ୍ଦୋଳନରେ ନେତା ଘାଇଲା, ପଦ୍ମପୁର ପ୍ରସଙ୍ଗ କ’ଣ ?

ବରଗଡ଼: ପଦ୍ମପୁରର ସମସ୍ୟା ବୁଝ, ସମାଧାନର ପ୍ରତିଶ୍ରୁତି ଦିଅ, ଭୋଟ୍ ଦେବୁ । କୃଷକଙ୍କୁ ଅବହେଳା, ମରୁଡ଼ି ସହାୟତା ଓ ଫସଲ ବୀମା ନ ମିଳିବାକୁ ନେଇ ଚାଷୀ ଦେଇଥିବା ଗଣଧାରଣା ପଦ୍ମପୁର ରାଜନୀତିକୁ ପ୍ରଭାବିତ କରିଛି । କୃଷକ ନେତା ସିଧା ସିଧା କହିଛନ୍ତି, ଚାଷୀଙ୍କ ସମସ୍ୟା ଶୁଣିବନି ତ ଭୋଟ୍…

‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ “ତାରେ ଜମିନ୍ ପର୍‌”

ଭୁବନେଶ୍ୱର : ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ “ତାରେ ଜମିନ୍ ପର୍‌” ଏକ ନିଆରା କାର୍ଯ୍ୟକ୍ରମ ଝାରପଡା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଗେମ୍ ଜୋନ୍ ଠାରେ ଆୟୋଜନ ହୋଇଯାଇଛି । ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ସଦସ୍ୟମାନେ ମଧୁରମୟୀ ଆଶ୍ରମର ପିଲାମାନଙ୍କୁ ଏକ ବସ୍ ଯୋଗେ ଉତ୍କଳ…