Latest Odisha News

BREAKING NEWS

Browsing Category

ଫିଚର

୪ଦିନିଆ ଫ୍ରାନ୍ସ ଗସ୍ତରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ

ନୂଆଦିଲ୍ଲୀ : ଫ୍ରାନ୍ସକୁ ୪ଦିନିଆ ଗସ୍ତରେ  ଯାଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ୱନ୍ଧକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ସେ ଫ୍ରାନ୍ସ ଯାଇଛନ୍ତି । ସେଠାରେ ସେ ୧୭ ତାରିଖ ଯାଏଁ ରହିବେ । ଫ୍ରାନ୍ସର ବରିଷ୍ଠ ସେନା ଅଧିକାରୀଙ୍କ ସହିତ…

ପଦ୍ମପୁର: ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ଦାଖଲ କରିବେ

ଭୁବନେଶ୍ୱର: ଆଜି ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ପ୍ରଦୀପ ପୁରୋହିତ । ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେପି ପ୍ରଥମେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ୧୨ ତାରିଖରେ ଦଳ ପ୍ରଦୀପଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିଲା । ଆଜି ନାମାଙ୍କନ ଦାଖଲ ନେଇ ଦଳ…

ଆଜିଠୁ ପ୍ରଗତି ମଇଦାନରେ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତୀ ମୈଦାନରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି  ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା । ଏହି ବାଣିଜ୍ୟ ମେଳାରେ ଓଡ଼ିଶା ପକ୍ଷରୁ ଏଥିରେ ଦେଖିବାକୁ ମିଳିବ ଓଡିଶାର ବିଭିନ୍ନ ଉତ୍ପାଦନ ତଥା କାରୁକାର୍ଯ୍ୟ। ଭାରତ ସରକାରଙ୍କ ଅଧିନସ୍ଥ ଆଇଟିପିଓ ଦ୍ବାରା ଆୟୋଜିତ ଏହି…

ଆଜି ଶିଶୁ ଦିବସ; ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ୧୩୩ତମ ଜୟନ୍ତୀ

ନୂଆଦିଲ୍ଲୀ: ଆଜି ଶିଶୁ ଦିବସ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଜୟନ୍ତୀ । ଚଳିତବର୍ଷ ପୂରା ଦେଶ ତାଙ୍କର ୧୩୩ତମ ଜୟନ୍ତୀ ପାଳନ କରୁଛି । ଜବାହରଲାଲ ନେହେରୁ ଶିଶୁମାନଙ୍କୁ ଖୁବ ଭଲ ପାଉଥିଲେ । ତେଣୁ ତାଙ୍କୁ ଶିଶୁମାନେ 'ଚାଚା ନେହେରୁ' ଡାକୁଥିଲେ । ଶିଶୁ…

ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପର ବିଛୁପାଲି – ଝରତରଭା ରେଳ ଲାଇନ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ

ଭୁବନେଶ୍ବର: ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବିଛୁପାଲୀ ଏବଂ ଝରତରଭା ମଧ୍ୟରେ 10.65 କିଲୋମିଟର ବିଶିଷ୍ଟ ବ୍ରଡ ଗଜ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରେଳ ସୁରକ୍ଷା ଅଯୁକ୍ତ (CRS) 10 ନଭେମ୍ବର 2022 ରେ ଏହି ନୂତନ ଭାବରେ ନିର୍ମିତ ରେଳ ଲାଇନର ଯାଞ୍ଚ କରି…

ଜି -20 ଶିଖର ସମ୍ମିଳନୀରେ ଯୋଗଦେବାକୁ ଆଜି ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ବାଲି ଗସ୍ତ କରିବେ । ବାଲିରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ…

ସାଧାରଣ ଟିସ୍ୟୁକୁ ପ୍ରଭାବିତ ନକରି ଟ୍ୟୁମର ଅବ୍ଲିଟିଭ୍ ମାତ୍ରା ପ୍ରଦାନରେ ସାହାଯ୍ୟ କରେ

ଭୁବନେଶ୍ବର: ଆପୋଲୋ କର୍କଟ କେନ୍ଦ୍ରର ରେଡିଏସନ୍ ଅଙ୍କୋଲୋଜି ବିଭାଗ ପକ୍ଷରୁ ଏକ ଷ୍ଟେରେଓଟାକ୍ଟିକ୍ ରେଡିଓ ସର୍ଜରୀ (SRS) କର୍ମଶାଳାର ଆୟୋଜନ କରାଯାଇଛି ।  ରେଡିଓଥେରାପି ହେଉଛି କର୍କଟ ଚିକିତ୍ସା କ୍ଷେତ୍ରରେ ଏକ ଗଭୀର ଟେକ୍ନୋଲୋଜି ଚାଳିତ ଚିକିତ୍ସା ମେଡାଲ । ଇଞ୍ଜିନିୟରିଂ ଏବଂ…

ଦର୍ଶକଙ୍କ ମନମୋହିଲା ରାଜାରାଣୀ ସଂଗୀତ ଉତ୍ସବ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ବାରା ଆୟୋଜିତ 'ରାଜାରାଣୀ ସଙ୍ଗୀତ ଉତ୍ସବ' ର ଦ୍ୱିତୀୟ ସନ୍ଧ୍ୟା ଦର୍ଶକଙ୍କ ମନ ମୋହିଛି । ଦ୍ୱିତୀୟ ଦିନର ଏହି କାର୍ଯ୍ୟକ୍ରମରେ ଦେଶର ବିଶିଷ୍ଟ ସାରଙ୍ଗୀ ବାଦକ ତଥା କିମ୍ବଦନ୍ତୀ…

ବିଶ୍ୱକପ ପ୍ରସ୍ତୁତି ବୈଠକ : ହକି ଇଣ୍ଡିଆ ସଭାପତି, କ୍ରୀଡା ସଚିବଙ୍କ ରାଉରକେଲା ଗସ୍ତ

ରାଉରକେଲେ: ୨୦୨୩ ପୁରୁଷ ହକି ବିଶ୍ୱକପ ପ୍ରସ୍ତୁତି ତଦାରଖ ପାଇଁ ରବିବାର ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ରାଜ୍ୟ କ୍ରୀଡା ସଚିବ ଆର.ଭିନଲ କ୍ରିଷ୍ଣା ରାଉରକେଲା ଗସ୍ତରେ ଯାଇଥିଲେ । ସ୍ଥାନୀୟ ବିମାନ ବନ୍ଦର ପରିସରରେ ରାଉରକେଲା ଷ୍ଟାଡିୟମ କମିଟି ସହ ଏକ ଆଲୋଚନା ବୈଠକ…

ପଦ୍ମପୁର ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ ? ତୁଟୁନି ଅଡ଼ୁଆ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ବିଜେପି, କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ହେଲେ ବିଜେଡି ହାତରେ ଥିବା ଏ ଆସନ ପାଇଁ ଦଳ ଏଯାଏ ପ୍ରାର୍ଥୀ ଘୋଷଣା କରିନି । ଯାହାକୁ ନେଇ ନାନା ଚର୍ଚ୍ଚା ହେଉଛି । ଅନେକ କହୁଛନ୍ତି ଦଳ ଭିତରେ ଏକାଧିକ ଆଶାୟୀ ବିଜେଡି ପାଇଁ ପଦ୍ମପୁରରେ,…