Latest Odisha News

BREAKING NEWS

Browsing Category

ଫିଚର

ଟିକେଟ୍ ମିଳିଲାନି ଟେଲିଫୋନ୍ ଟାୱାରରେ ଚଢ଼ି ଫେସବୁକ୍ ଲାଇଭ କଲେ ଆପ୍ ନେତା, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଟିକେଟ୍ ପାଇଁ ଟାୱାର ଉପରକୁ ଚଢ଼ିଗଲେ, ପୁଣି ଫେସବୁକରେ ଲାଇଭ୍ କଲେ । ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ଆପ୍ ଟିକେଟ୍ ନ ପାଇ ଟେଲିଫୋନ୍ ଟାୱାର ଉପରକୁ ଚଢ଼ି ଯାଇଛନ୍ତି ଜଣେ ନେତା । ଆମ୍ ଆଦମୀ ପାର୍ଟିର ନେତା ତଥା ପୂର୍ବତନ କର୍ପୋରେଟର ହସିବ ଉଲ୍ ହସନ ଟାୱାରରେ ଚଢ଼ି…

[ଦେଖନ୍ତୁ ଭିଡିଓ] ସମୁଦ୍ର ଭିତରେ ଜିନିଷ ଉଠାଇ ଫିଙ୍ଗୁଛି ଅକ୍ଟୋପସ୍

ନୂଆଦିଲ୍ଲୀ: କୋମଳ ଶରୀର ଭଳି ତାର ସ୍ୱଭାବ । ଏକୁଟିଆ ରହିବାକୁ ସେ ବେଶ୍ ପସନ୍ଦ କରେ । ଆମେ କହୁଛୁ ସାମୁଦ୍ରିକ ଜୀବ ଅକ୍ଟୋପସ୍ କଥା । ଅକ୍ଟୋପସର ଶାନ୍ତ ସ୍ୱଭାବ ସମସ୍ତଙ୍କୁ ଜଣା । କିନ୍ତୁ ଅଷ୍ଟ୍ରେଲିଆର ଜର୍ବିସରେ ଗ୍ଲୁମି ଅକ୍ଟୋପସ୍ କୁହାଯାଉଥିବା ଅକ୍ଟୋପସ୍ ଟେଟ୍ରିକସର ବ୍ୟବହାର…

କବିତା ମୋତେ ବଞ୍ଚିବାର ବାଟ ଦେଖେଇଛି : ଶୁଭଶ୍ରୀ ମହାରଣା

ସମକାଳୀନ ଓଡ଼ିଆ ସାହିତ୍ୟରେ ଶୁଭଶ୍ରୀ ମହାରଣା ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି କବିତାରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ । ,…

ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ମନ୍ତ୍ରୀ ଅଖିଳ ଗିରିଙ୍କ ନାଁରେ ଏତଲା

ପୁରୀ : ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ପଶ୍ଚିମବଙ୍ଗ ସରକାର । ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେ ଅଖିଳ ଭାରତୀୟ ହିନ୍ଦୁ ମହାସଭା  । ଏନେଇ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ମନ୍ତ୍ରୀ ଅଖିଳ ଗିରିଙ୍କ…

ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ କନ୍ଦଳ, ସ୍ୱାଧୀନ ଭାବେ ଲଢ଼ିବାକୁ ଅସନ୍ତୁଷ୍ଟଙ୍କ ଧମକ

ଅହମଦାବାଦ: ଗୁଜରାଟରେ ଟିକେଟ୍ ଟେନସନ୍ । ବିଜେପି ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଅସନ୍ତୁଷ୍ଟ ନେତା । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଦଳ ଟିକେଟ୍ ଦେବା ଆରମ୍ଭ କରିଥିବା ବେଳେ ଟିକେଟ୍ ନ ପାଇ ୫ ଜଣ ନେତା ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଖୋଲାଖୋଲି କହିଛନ୍ତି ।…

ହେତୁବାଦୀଙ୍କୁ ଗିରଫ କରିବା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ପୁରୀ : ଧର୍ମ ସଂସ୍କୃତି ଓ ପରମ୍ପରା ସହ ଜଗନ୍ନାଥଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ବିବାଦ ଘେରରେ ହେତୁବାଦୀ। ହେତୁବାଦୀଙ୍କୁ ଗିରଫ କରିବା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ଛତିଶା ନିଯୋଗ । ହେତୁବାଦୀଙ୍କ ଏଭଳି କଥାବାର୍ତ୍ତା ସେବାୟତଙ୍କ ମନରେ ଗଭୀର ଦୁଃଖ ଦେଇଥିବା…

ଅର୍ଚ୍ଚନାଙ୍କ କଳାଧନ ଗୁମର: ଜେରା ପାଇଁ ବାପାଙ୍କୁ ଟାଣିଲା ଇଡି

ଭୁବନେଶ୍ୱର: କେଉଁଠୁ ଆସିଲା ଏତେ ସମ୍ପତି ? ୫ ବର୍ଷରେ କେମିତି କୋଟିପତି ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ? ଏହାକୁ ନେଇ ତନାଘନା ଆରମ୍ଭ କରିଚି ଇଡି । ଜଣକ ପରେ ଜଣଙ୍କୁ ଡାକି ଜେରା କରୁଛି । କଳା ଧନର ଚେର କେତେବାଟ ଲମ୍ବିଛି ଜାଣିବା ପାଇଁ ଲାଗି ପଡ଼ିଛି ଇଡି । ଅର୍ଚ୍ଚନା ନାଗଙ୍କ…

ହିମାଚଳରେ କଂଗ୍ରେସ ଶାସନକୁ ନଫେରିଲେ ପ୍ରିୟଙ୍କାଙ୍କ ପାଇଁ ଅଡ଼ୁଆ

ସିମଲା: ହିମାଚଳପ୍ରଦେଶରେ କଂଗ୍ରେସ ଶାସନକୁ ଫେରିବ  । ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ହିମାଚଳ ପ୍ରଦେଶରେ 1977 ମସିହାରୁ ହୋଇଥିବା ସମସ୍ତ ନିର୍ବାଚନରେ ଶାସନ ପରିବର୍ତ୍ତନ ହେବାର ଉଦାହରଣ ରହିଛି । ଥରେ ବିଜେପି ସରକାର କଲେ ଥରେ କଂଗ୍ରେସ ଏଠାରେ ଶାସନକୁ ଫେରୁଛି…

ଆମେରିକା ଏୟାର ଶୋ ବେଳେ ସାମରିକ ବିମାନ ଧକ୍କା, ୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆମେରିକା ଡଲାସରେ ଦୁଇ ସାମରିକ ବିମାନ ଧକ୍କା  । ଦୁର୍ଘଟଣାରେ ୬ ଜଣଙ୍କ ଚାଲିଗଲା ଜୀବନ  । ଡଲାସରେ ଏକ ଏୟାର ଶୋ’ର ଆୟୋଜନ କରାଯାଇଥିଲା। ଏହି ସମୟରେ ବୋଇଂ ବୋମା ବର୍ଷକ ବିମାନ ବି-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ ବେଲ୍ ପି-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା…

ଆମେରିକା ଏୟାର ଶୋ ବେଳେ ଦୁଇ ବିମାନ ମୁହାଁମୁହିଁ ଧକ୍କା

ନୂଆଦିଲ୍ଲୀ : ଆମେରିକା ଏୟାର ଶୋ ସମୟରେ ବଡ଼ ଦୁର୍ଘଟଣା । ଦୁଇ ବିମାନ ମୁହାଁମୁହିଁ ଧକ୍କା ହୋଇଥିଲା । ଡଲାସରେ ଶନିବାର ଏକ ଏୟାର ଶୋ’ର ଆୟୋଜନ କରାଯାଇଥିଲା। ଏହି ସମୟରେ ବୋଇଂ ବୋମା ବର୍ଷକ ବିମାନ ବି-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ ବେଲ୍ ପି-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା…