Latest Odisha News

BREAKING NEWS

Browsing Category

ଫିଚର

ପଦ୍ମପୁରରେ ଏଥର ପୁଣି ପଦ୍ମ-ଶଙ୍ଖ ଲଢ଼େଇ !

ବରଗଡ଼: ଧାମନଗର ଉପନିର୍ବାଚନ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି । ଧାମନଗରରେ ବିଜେପି ନିଜ ଆସନ ସୁରକ୍ଷିତ ରଖିପାରିଥିବା ବେଳେ ପଦ୍ମପୁରରେ ବିଜେଡି ନିଜ ଆସନ ରଖିପାରୁଛି କି ନାହିଁ ତାହା ସମ୍ମାନର ପ୍ରଶ୍ନ ବିଜେଡି ପାଇଁ । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଓ…

ମୋଦୀଙ୍କୁ ଗୁଜରାଟ ନିର୍ବାଚନରେ ଔକାତ ଦେଖାଇବୁ: ମିସ୍ତ୍ରୀ

ଅହମଦାବାଦ: ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ମଧୁସୂଦନ ମିସ୍ତ୍ରୀ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଔକାତ ଜଣାଇଦେବେ। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ସର୍ଦ୍ଦାର ପଟେଲ ହୋଇପାରିବେ ନାହିଁ।…

ଆପଣଙ୍କ ଫୋନ୍ ହ୍ୟାକ ହୋଇଛି ବୋଲି କେମିତି ଜାଣିବେ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ସ୍ମାର୍ଟଫୋନ୍ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ପ୍ରତିଦିନ ହେଉଥିବା ଛୋଟ ବଡ କାମ ମଧ୍ୟରୁ ସ୍ମାର୍ଟଫୋନର ଗୋଟିଏ ଭୂମିକା ରହିଛି । ପଇସା ଦେବା ହେଉ ଅବା ଗୋଟିଏ ସ୍ଥାନରେ ଅନ୍ୟ ସ୍ଥାନର ଲାଇଭ୍ ଚିତ୍ର ଦେଖିବାକୁ ଭିଡିଓ କଲ କମ୍…

ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ: ଓଡିଶା ପାଇଁ ସ୍ୱର୍ଣ୍ଣ ଜିତିଲେ ଓଁକାର, ଲାଲୁ, ଜୟରାମ

ଗୌହାଟୀ: ଗୌହାଟୀରରେ ଚାଲିଥିବା ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶା ଆଥଲେଟଙ୍କ ପ୍ରଶଂସନୀୟ ପ୍ରଦର୍ଶନ ଜାରୀ ରହିଛି । ଶୁକ୍ରବାର ଧନମତି ଖେସଙ୍କ ପରେ ଓଡିଶା ପ୍ରତିଯୋଗୀମାନେ ଶନିବାର ଆଉ ୩ ସ୍ୱର୍ଣ୍ଣ ଜିତିଛନ୍ତି । ୧୬ ବର୍ଷରୁ କମ ଶଟପୁଟ ଇଭେଂଟରେ ଓଁକାର ପ୍ରସାଦ ନନ୍ଦ ୧୮.୩୪…

ଦୃଢ଼ ସ୍ଥିତିରେ ଓଡିଶା: ଆଶୀର୍ବାଦ, ଦିବ୍ୟଜ୍ୟୋତିଙ୍କ ଅର୍ଦ୍ଧଶତକ

ଅହମ୍ମଦାବାଦ: ଚଳିତ କୁଚ ବିହାର ଟ୍ରଫି କ୍ରିକେଟରେ ଆଶୀର୍ବାଦ ସ୍ୱାଇଁ ଓ ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ମଣିପୁର ବିପକ୍ଷରେ ଓଡିଶା ଭଲ ସ୍ଥିତିରେ ରହିଛି । ମେଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିବସରେ ମଣିପୁରକୁ ଓଡିଶା ୧୧୦…

ହିମାଚଳ ପ୍ରଦେଶରେ ସରିଲା ମତଦାନ; ୨୦୧୭ ତୁଳନାରେ କମ୍ ମତଦାନ

ନୂଆଦିଲ୍ଲୀ: ଶନିବାର ସକାଳ ୮ ଟାରୁ ଆରମ୍ଭ ହୋଇଥିବା ହିମାଚଳ ପ୍ରଦେଶର ୬୮ଟି ବିଧାନସଭା ଆସନ ପାଇଁ ନିର୍ଦ୍ଦାରିତ ସମୟ ଅନୁସାରେ ଶେଷ ହୋଇଛି। ଅପରାହ୍ନ ୫ ଟା ଯାଏ ୬୬ ପ୍ରତିଶତ ମତଦାନ ହୋଇଥିଲା। ଏବେ ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି। ଡିସେମ୍ବର ୮ରେ ଖୋଲିବ ଇଭିଏମ୍। ତେବେ ଏହା…

‘ବାପା ପାଇଁ କିଡନୀ ଦେଉନି ବରଂ ନିଜ ଶରୀରର ମାଂସ ଖଣ୍ଡିଏ ଦେଉଛି’

ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ହେବ କିଡନୀ ପ୍ରତିରୋପଣ। ଏଥିପାଇଁ ଆବଶ୍ୟକ ରହିଛି କିଡନୀ। ଆଉ କିଡନୀ ଦେବେ ବୋଲି କହିଛନ୍ତି ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ। ଯିଏକି ସିଙ୍ଗାପୁରରେ ରୁହନ୍ତି। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବଡ଼ ଭଉଣୀ ତାଙ୍କ…

ଶାହଙ୍କ ସହ ଭେଟ ପରେ ଧୋନୀଙ୍କ ବିଜେପିରେ ମିଶିବା ନେଇ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭେଟ ପରେ ବିଭିନ୍ନ ଗୁଜବ ସୃଷ୍ଟି ହେବାରେ ଲାଗିଛି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଧୋନୀ ବିଜେପିରେ ମିଶିବା ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି…

ଗୁଜୁରାଟ ଲଢ଼େଇରେ କିଏ ହେବ ବିଜୟୀ : ବିଜେପି , କଂଗ୍ରେସ, ଆପ ମଧ୍ୟରେ କଡା ମୁକାବିଲା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ନିର୍ବାଚନ ସରିବା ପରେ ଏବେ  ଗୁଜୁରାଟ ନିର୍ବାଚନକୁ ନେଇ ତିନି ଦଳ ଭିତରେ ଆରମ୍ଭ ହୋଇଛି ଲଢ଼େଇ । ଗୁଜୁରାଟ ରାଜନୀତି ସରଗରମ ଥିବାବେଳେ ବିଜେପି , କଂଗ୍ରେସ ମଧ୍ୟରେ ଏଥର ଧଶେଇ ପଶିଛି ଆପ । ଏଥର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଲୋଭନୀୟ ଅଫର ଦେଇଛନ୍ତି…

୩୧ ବର୍ଷ ପରେ ଜେଲରୁ ମୁକୁଳିଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରିବା ମାମଲାରେ ନଳିନୀ ଶ୍ରୀହରନ୍ ଏବଂ ଅନ୍ୟ ଚାରିଜଣ ଦୋଷୀ ୩୧ ବର୍ଷ ପରେ ତାମିଲନାଡୁର ଜେଲରୁ ମୁକ୍ତ ହୋଇଛନ୍ତି। ଗତକାଲି ଏହି ମାମଲାରେ ସମସ୍ତ ୬ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ…