Latest Odisha News

BREAKING NEWS

Browsing Category

ଫିଚର

ପିଲାବେଳର ସ୍ମୃତି ସାଉଁଟିଲେ ମାଡାମ୍ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ଭୁବନେଶ୍ୱରସ୍ଥିତ ତପୋବନ ହାଇସ୍କୁଲ ଓ ୟୁନିଟ୍ ୨ ସ୍ଥିତ ଗାର୍ଲସ୍ ହାଇସ୍କୁଲ ଯାଇ ପିଲାବେଳର ସ୍ମୃତି ସାଉଁଟିଛନ୍ତି । ଛାତ୍ରଛାତ୍ରୀଙ୍କ ସହିତ ଫଟୋ ଉଠାଇଲେ ରାଷ୍ଟ୍ରପତି ନିଜ…

ଦେବାଳିଆ ହୋଇପାରେ ଟ୍ବିଟର, ଆଶଙ୍କା କଲେ ମାଲିକ ମସ୍କ

ନୂଆଦିଲ୍ଲୀ: ଟ୍ୱିଟର ହୋଇପାରେ ଦେବାଳିଆ। ନୂଆ ମାଲିକ ଏଲନ ମସ୍କ ସୋସିଆଲ୍ ମିଡିଆରେ ଏଭଳି ଏକ ଆଶଙ୍କା କରିଛନ୍ତି। ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ମସ୍କ ଟ୍ୱିଟର କର୍ମଚାରୀଙ୍କୁ ଫୋନ୍ କରି କହିଛନ୍ତି ଯେ ଦେବାଳିଆ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ମସ୍କ ଦୁଇ ସପ୍ତାହ ପୂର୍ବରୁ ୪୪…

ଇଞ୍ଜିନିୟରିଂ ପାଇଁ ଓଡ଼ିଆ ବହି, ଇ-କୁମ୍ଭ ପୋର୍ଟାଲ ଲଞ୍ଚ୍ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଇଂଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାୟ ୨୦ଟି ବହି ଉନ୍ମୋଚନ କରିବେ । ଏହି ବହି ଗୁଡିକ ଓଡ଼ିଆରେ ଟ୍ରାନ୍ସଲେଟ୍ କରାଯାଇଛି । ପୂର୍ବାହ୍ନ ସାଢେ ୧୧ଟାରେ ଜୟଦେବ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ଏହି ବହି…

ପ୍ରମାଣ ନଷ୍ଟ ପାଇଁ ୧୪୦ ଫୋନ୍ ବଦଳାଇଛନ୍ତି ସିସୋଦିଆ ଏବଂ ଅନ୍ଯମାନେ: ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ସରକାରର ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି ପୁଣି ଏକ ନୂଆ ଦାବି କରିଛି। ପ୍ରମାଣ ନଷ୍ଟ କରିବାକୁ ଯାଇ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟମାନେ ବାରମ୍ବାର ଫୋନ୍ ଓ ସିମ୍ ବଦଳାଇଛନ୍ତି ବୋଲି ଦାବି କରିଛି…

ନିଜ ପାଠଶାଳା ବୁଲିଲେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ସକାଳୁ ପ୍ରଥମେ ଭୁବନେଶ୍ୱର ତପୋବନ ହାଇସ୍କୁଲ, ଏହା ପରେ ୟୁନିଟ ୨ ସ୍ଥିତ ଗାର୍ଲ୍ସ ହାଇସ୍କୁଲରେ ପହଞ୍ଚିଛନ୍ତି ରାଷ୍ଟ୍ରପତି  । ୧୯୭୦ରୁ ୭୪ ଯାଏଁ ସେ ଏହି ସ୍କୁଲରେ ପାଠ ପଢିଥିଲେ । ତାଙ୍କୁ ସ୍ୱାଗତ…

କିଡନୀ ରୋଗୀଙ୍କ ସମସ୍ଯାର ସମାଧାନ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସଠିକ ଔଷଧ ଦାବି କରି ଧାରଣାରେ ବସିଥିବା କିଡନୀ ରୋଗୀଙ୍କ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ମନ୍ତ୍ରୀ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଗଣମାଧ୍ଯମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ,…

ହନିଟ୍ରାପ ମାମଲାରେ ଅର୍ଚ୍ଚନାଙ୍କ ସ୍ବାମୀଙ୍କ ବନ୍ଧୁ ଖଗେଶ୍ୱର ଗିରଫ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ଜୋରଦାର କରିଛି। ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଉଠାଇ ନେବା ପରେ ଆଜି ଇଡି ଗିରଫ କରିଛି। ଖଗେଶ୍ବର…

‘ପ୍ରତୀକ୍ଷା’କୁ ବଡ଼ ସଫଳତା: ଆମେରିକାରେ ମିଳିଲା ଶ୍ରେଷ୍ଠ କାହାଣୀ ପୁରସ୍କାର

ଭୁବନେଶ୍ବର: ‘ପ୍ରତୀକ୍ଷା’କୁ ପୁଣି ମିଳିଛି ବଡ଼ ସଫଳତା  । ଏକାଦଶ ଡିସିଏସଏଏଫଏଫ( ଡିସି ସାଉଥ୍ ଏସିଆନ୍ ଫିଲ୍ମ ଫେଷ୍ଟିଭାଲ୍)  ସମାରୋହରେ ଏହି ଫିଲ୍ମକୁ ଶ୍ରେଷ୍ଠ କାହାଣୀ ପାଇଁ ପୁରସ୍କାର ମିଳିଛି। ପରଦାକୁ ଆସିବା ପୂର୍ବରୁ ଏହି ଫିଲ୍ମକୁ ନେଇ ଚର୍ଚା ହେବା ସହ ‘ପ୍ରତୀକ୍ଷା’କୁ ମିଳିଛି…

ଛିଡ଼ା ହୋଇଥିବା ବସକୁ ପଛପଟୁ ଧକ୍କା ଦେଲା ଟ୍ରକ

ସମ୍ବଲପୁର: ବସକୁ ପିଟିଲା ଟ୍ରକ । ବସଟି ଛିଡା ହୋଇଥିବା ବେଳେ ଟ୍ରକଟି ପଛପଟୁ ଆସି ପିଟି ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଠେଲକୋଲି ଥାନା ଅନ୍ତର୍ଗତ ଖିଣ୍ଢା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଉଭୟ ବସ ଏବଂ ଟ୍ରକ…

ଜ୍ଞାନବାପୀରେ ବିଶ୍ବେଶ୍ବରଙ୍କୁ ପୂଜା ହେବ କି ନାହିଁ , ସୁପ୍ରିମ କୋର୍ଟରେ ଆଜି ହେବ ଶୁଣାଣି

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦ ପରିସରରେ ଶୃଙ୍ଗାର ଗୈାରୀଙ୍କ ପୂଜା ସହ  ଶିବଲିଙ୍ଗ ପୂଜିବା ପାଇଁ ଆବେଦନ ହୋଇଥିବା ମାମଲାର ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ । ପୂର୍ବରୁ ମା ଗୈାରୀଙ୍କୁ ବର୍ଷକୁ ଥରେ ପୂଜା କରାଯାଉଥିବା ବେଳେ ଏବେ  ବର୍ଷସାରା ମାଙ୍କୁ ପୂଜା କରିବାର ଅଧିକାର ଦାବି…