Latest Odisha News

BREAKING NEWS

Browsing Category

ଫିଚର

ଆମେରିକା ନିର୍ବାଚନରେ ଭାରତୀୟ ବନିବେ ଗେମଚେଞ୍ଜର!

ଓ୍ବାଶିଂଟନ: ଆମେରିକାରେ ଏବେ ଚାଲିଛି ମଧ୍ୟବର୍ତ୍ତିକାଳୀନ ସାଧାରଣ ନିର୍ବାଚନ । ଏହି  ନିର୍ବାଚନରେ ଭାରତୀୟ ଭୋଟରଙ୍କ ଉପରେ ନେତାଙ୍କ ନଜର । ଅନେକ ରାଜ୍ୟରେ ଭାରତୀୟ ଭୋଟର ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ତାଙ୍କୁ କିପରି ନିଜ ଦଳ ପ୍ରତି ଆକୃଷ୍ଣ କରାଯାଇପାରିବ ସେ ନେଇ ନେତାମାନେ ଜୋର…

ଅର୍ଚ୍ଚନା ନାଗ ମାମଲା: ପୋଲିସ ଚୁପ୍, ଇଡି ଆରମ୍ଭ କଲା କି ଗୁମର ଖୋଲିବା?

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ହେବାକୁ ମାସେ ପୂରିଛି। ହେଲେ ଏହି ମାମଲାରେ ଆର୍ଥିକ ନେଣଦେଣ ପାଖରୁ ଆରମ୍ଭ କରି ହନିଟ୍ରାପର ଦିଗ ସାମ୍ନାକୁ ଆସିଥିଲେ ମଧ୍ୟ ପୋଲିସ ଏଯାବତ ଅର୍ଚ୍ଚନା ପରେ ତାଙ୍କ ସ୍ୱାମୀ ଧନଞ୍ଜୟ ଚାନ୍ଦଙ୍କୁ ହିଁ ଗିରଫ କରିବାରେ ସକ୍ଷମ ହୋଇଛି। କିନ୍ତୁ…

ନିର୍ବାଚନ ଲଢ଼ିବେନି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ

ଅହମଦାବାଦ: ଗୁଜରାଟ ବିଧାନସଭା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ହାତ ଟେକି ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଓ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ବିଜୟ ରୂପାଣୀ ଓ ନୀତିନ ପଟେଲଙ୍କ ବ୍ୟତୀତ ଆଉ…

JSPL ଲଜିଷ୍ଟିକ ମ୍ୟାନେଜରଙ୍କୁ ହତ୍ୟା ଘଟଣା, ଗେଷ୍ଟ ହାଉସ୍ ରୋଷେୟା ଗିରଫ

ରାଉରକେଲା: ଜିନ୍ଦଲ ଷ୍ଟିଲ୍ ପାୱାର୍ ମିଲିଟେଡ (JSPL)ର ଲଜିଷ୍ଟିକ ମ୍ୟାନେଜରଙ୍କୁ ହତ୍ୟାର ୨ ଦିନ ପରେ ପୋଲିସକୁ ସଫଳତା ମିଳିଛି । ଲଜିଷ୍ଟିକ ମ୍ୟାନେଜର ମୋତିରାମ ପାଲଙ୍କୁ ହତ୍ଯା ଘଟଣାରେ ଲହୁଣୀପଡ଼ା ପୋଲିସ ବରସୁଆଁ ସ୍ଥିତ କମ୍ପାନୀ ଗେଷ୍ଟ ହାଉସର ରୋଷେୟାକୁ ଗିରଫ କରିଛି । ଗିରଫ…

ଏଫଆଇଏଚ ମହିଳା ନେଶନ୍ସ କପ: ଭାରତୀୟ ଦଳର ଉପ ଅଧିନାୟିକା ହେଲେ ଦୀପ ଗ୍ରେସ

ନୂଆଦିଲ୍ଲୀ: ସ୍ପେନର ଭାଲେନ୍ସିଆରେ ଡିସେମ୍ବର ୧୧ରୁ ୧୭ ପର୍ଯ୍ୟନ୍ତ ଏଫଆଇଏଚ ମହିଳା ନେଶନ୍ସର ଉଦଘାଟନୀ ସଂସ୍କରଣ ଆୟୋଜିତ ହେବ । ଏଥିପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଗୋଲକିପର ସବିତା ପୁନିଆ ଅଧିନାୟିକା ଏବଂ ଓଡିଶାର ଷ୍ଟାର ଖେଳାଳି ଦୀପଗ୍ରେସ ଏକ୍କା ଉପ ଅଧିନାୟିକା ଦାୟିତ୍ୱ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରେ ଆଗରେ କିଡନୀ ରୋଗୀଙ୍କ ଧାରଣା ତୃତୀୟ ଦିନରେ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ଆଗରେ କିଡନୀ ରୋଗୀଙ୍କ ଧାରଣା ଜାରି ରହିଛି । ଆଜି ତୃତୀୟ ଦିନରେ ଏକାଧିକ କିଡନୀ ରୋଗୀ ମନ୍ତ୍ରୀ ନବ ଦାସଙ୍କ ଘରେ ଆଗରେ ଧାରଣା ଦେବା ସହ ସେଇଠି ରୋଷେଇ କରି ଖାଉଛନ୍ତି । ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ବିଫଳ ପରେ ମନ୍ତ୍ରୀଙ୍କ…

ଏକତ୍ର ଗୋଟିଏ ଫିଲ୍ମରେ ଆସୁଛନ୍ତି ସଞ୍ଜୟ, ମିଥୁନ, ସନୀ ଓ ଜ୍ୟାକି

ମୁମ୍ବାଇ:୮୦-୯୦ ଦଶକରେ ବଲିଉଡରେ ଝଡ ସୃଷ୍ଟି କରୁଥିବା ୪ ସୁପରଷ୍ଟାର ଗୋଟିଏ ଫିଲ୍ମରେ ଏକତ୍ର ଆସୁଛନ୍ତି । ଏହି ୪ଜଣ ହେଲେ ସନୀ ଦେଓଲ, ସଞ୍ଜୟ ଦତ, ମିଥୁନ ଚକ୍ରବର୍ତି ଓ ଜ୍ୟାକି ଶ୍ରଫ । ମେକର୍ସଙ୍କ ପକ୍ଷରୁ ଆଜି ଏହି ଆକ୍ସନ ଥ୍ରୀଲର ଫିଲ୍ମର ଫାଷ୍ଟ ଲୁକ ଜାରୀ କରାଯାଇଛି । ସଞ୍ଜୟ ଦତ ଏହାକୁ…

‘ବବିଙ୍କୁ ବିରୋଧ କରି ଅସନ୍ତୁଷ୍ଟ ବିଜେଡି ନେତା କଂଗ୍ରେସ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ଫଣ୍ଡିଂ…

ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ଶାସକ ଦଳ ବିଜେଡି ହାରିବା ପରେ ଏହାର ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି। ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏହା କହିଛନ୍ତି। ଏହାପରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଯେଉଁଥିରେ ବିଜେଡିର ସାଂଗଠନିକ…

୧୧ହଜାର କର୍ମଚାରୀଙ୍କୁ ଛଟେଇ କରିବ ‘ମେଟା’

ନୂଆଦିଲ୍ଲୀ : ଫେସବୁକର ପେରେଣ୍ଚ କମ୍ପାନୀ ମେଟା ୧୧ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ । କ୍ଷତିରେ ଚାଲୁଛି ସୋସିଆଲ ମିଡିଆ କମ୍ପାନୀ ମେଟା । ମେଟା ସିଇଓ ମାର୍କ ଜୁକରବର୍ଗ ଆଜି ଏନେଇ ଏକ ବ୍ଲଗ ପୋଷ୍ଟ କରିଛନ୍ତି । ମେଟା ଟିମରୁ ବଡ଼ ପଦବୀରେ ଥିବା ପ୍ରାୟ ୧୩ ପ୍ରତିଶତ କର୍ମଚାରୀଙ୍କୁ…

‘ମୁଁ ସୁସ୍ଥ ଅଛି’ ବୋଲି କହିଲେ ସାମନ୍ଥା

ନୂଆଦିଲ୍ଲୀ : ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ । ନିକଟରେ ସେ ରୋଗାକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଏହି ଖବରକୁ ନେଇ ଫ୍ୟାନ୍ସ ମାନେ ବହୁତ୍‌ ଦୁଃଖିତ ଥିଲେ। ତାଙ୍କ ସ୍ୱାସ୍ଥ୍ୟକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ସେ ଏବେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…