Latest Odisha News

BREAKING NEWS

Browsing Category

ଫିଚର

କିଟ୍‍ର ରୌପ୍ୟ ଜୟନ୍ତୀ ଉଦ୍‍ଘାଟିତ

ଭୁବନେଶ୍ୱର : କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜିର ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ ଉଦ୍‍ଘାଟିତ ହୋଇଯାଇଛି। କିଟ୍‍ ପ୍ରତିଷ୍ଠାର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତବର୍ଷ କିଟ୍‍ ତାର ରୌପ୍ୟ ଜୟନ୍ତୀ ପାଳନ କରୁଛି। କିଟ୍‍ କ୍ରିକେଟ ଷ୍ଟାଡ଼ିଅମରେ…

ପଦ୍ମପୁର ଉପନିର୍ବାଚନ, ଶେଷଦିନରେ ନାମାଙ୍କନ ଭରିଲେ ୩ ଦଳର ପ୍ରାର୍ଥୀ

ବରଗଡ଼: ଆନ୍ଦୋଳନ, ଛକାପଞ୍ଛା ଭିତରେ ପଦ୍ମପୁର ଉପନିର୍ବାଚନ ପାଇଁ ୩ ଦଳ ଶେଷ ଦିନରେ ନାମାଙ୍କନ ଭରିଛନ୍ତି । ପ୍ରଥମେ ବିଜେଡିରୁ ଦିବଙ୍ଗତ ବିଧାୟକ ବରିହାଙ୍କ ଝିଅ ବର୍ଷା ନାମାଙ୍କନ କରିଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ଦାଖଲ କରିଛନ୍ତି ପ୍ରାର୍ଥିପତ୍ର…

ଦ୍ରାବିଡ, ଷ୍ଟାଫଙ୍କୁ ବାରମ୍ବାର ବିଶ୍ରାମ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ କୋଚ ଶାସ୍ତ୍ରୀ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡ ଏବଂ ଅନ୍ୟ ସହଯୋଗୀ ଷ୍ଟାଫଙ୍କୁ ବାରମ୍ବାର ବିଶ୍ରାମ ଦିଆଯାଉଥିବା ପ୍ରଶ୍ନ ଉଠାଇଛନ୍ତି ରବି ଶାସ୍ତ୍ରୀ । ସେମାନଙ୍କୁ ଏତେ ବ୍ରେକ କାହିଁକି ଦିଆଯାଉଛି ବୋଲି ପୂର୍ବତନ କୋଚ ଶାସ୍ତ୍ରୀ କହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସୀମିତ ଓଭର ସିରିଜ…

କୋଳରେ ଅସୁସ୍ଥ ଛୁଆକୁ ଧରି ୧୯ ମାସର ବକେୟା ଦରମା ମାଗୁଛନ୍ତି ଦମ୍ପତି

ବାରିପଦା: କୋଳରେ ଅସୁସ୍ଥ ଛୁଆ । ପାଖରେ ଥାକେ ଔଷଧ । ଆଖିରୁ ଝରୁଛି ଧାର ଧାର ଲୁହ । ଅସହାୟ ହୋଇ ଅସୁସ୍ଥ ଛୁଆକୁ ଧରି ଧାରଣା ଦେଇଛନ୍ତି ଦମ୍ପତି । ଏ ଦୃଶ୍ୟ ହେଉଛି ଉଦଳା ମହାବିଦ୍ୟାଳୟର । ଧାରଣାରେ ବସିଛନ୍ତି ମହାବିଦ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିବା ଦେବାଶିଷ ବାରିକଙ୍କ…

ବିଶ୍ୱ ଚାମ୍ପିୟନକୁ ହରାଇଲା ଅଷ୍ଟ୍ରେଲିଆ

ଆଡିଲେଡ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୬ ୱିକେଟରେ ଟି୨୦ ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଡେଭିଡ ମଲାନଙ୍କ ୧୩୪ ରନ ସହାୟତାରେ ୫୦ ଓଭରରେ ୯ ୱିକେଟ ହରାଇ ୨୮୭ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ…

ନ୍ୟାୟ ପାଇଁ ପ୍ରେମିକର ଘର ସାମ୍ନାରେ ପ୍ରେମିକାର ଧାରଣା

କାମାକ୍ଷାନଗର: ବିବାହର ପ୍ରତିଶୃୁତି ଦେଇ ଅଧା ବାଟରେ ପ୍ରେମିକାକୁ ଛାଡ଼ି ଛୁ ମାରିଲା ପ୍ରେମିକ । ଶଙ୍ଖା ସିନ୍ଦୂର ଧରି ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଲା ପ୍ରେମିକା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଙ୍କଡାହାଡ଼ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ । ଦୀର୍ଘ ୧୪ ବର୍ଷ ଧରି…

ପସନ୍ଦ ହେଲାନି ଲେହେଙ୍ଗା, ବାହାଘର ଭାଙ୍ଗିଦେଲା କନିଆ

ଡେରାଡୁନ: ଚାଲିଥିଲା  ବାହାଘର ପ୍ରସ୍ତୁତି  ।  ଉଭୟ ବର ଓ କନ୍ୟା ଘର କିଣା କିଣିରେ ବ୍ୟସ୍ତ ଥାଆନ୍ତି । କନ୍ୟା ପାଇଁ ଲେହେଙ୍ଗା ଓ ବର ପାଇଁ ଶେରଓ୍ୱାନୀ କିଣା ହେଲା । କିନ୍ତୁ ବର କିଣି ଥିବା ଲେହେଙ୍ଗା କନ୍ୟାକୁ ପସନ୍ଦ ଆସିନଥିଲା । ବାସ, ଏତିକିରେ ବାହାଘର ଭାଙ୍ଗି ଦେଲେ କନ୍ୟା ।  ଘଟଣା…

ମନ୍ତ୍ରୀଙ୍କ ପିଏ ପରିଚୟ ଦେଇ ଫୋନରେ କରୁଥିଲେ ପକେଟ୍ ଖାଲି

ଭୁବନେଶ୍ୱର: ହ୍ୟାଲୋ… ମୁଁ ମନ୍ତ୍ରୀଙ୍କ ପି.ଏ. କହୁଛି । ମନ୍ତ୍ରୀଙ୍କ ମାଆ ହୋମଯଜ୍ଞ କରିବେ । ଆପଣ ଯଜ୍ଞ ପାଇଁ କିଛି ସାହାଯ୍ୟ କରନ୍ତୁ ।... କିଛି ଏମିତି ଢଙ୍ଗରେ ଜାଲ ବିଛାଇଥିଲା କିନ୍ନର ମନିଷା ଓରଫ ସୌମ୍ୟ ରଞ୍ଜନ ପ୍ରଧାନ । କେତେବେଳେ ନେତା ତ କେତେବେଳେ ମନ୍ତ୍ରୀଙ୍କ ପିଏ ବୋଲି ପରିଚୟ…

ସିଲିଣ୍ଡରରୁ ଆଉ ଚୋରି ହେବନି ଗ୍ୟାସ୍, ଲାଗିବ କ୍ୟୁଆର୍ କୋଡ୍

ନୂଆଦିଲ୍ଲୀ: ଗ୍ୟାସ୍ ଚୋର ସାବଧାନ । ଆଉ ସିଲିଣ୍ଡରରୁ କାଢ଼ି ପାରିବେନି ଗ୍ୟାସ୍ । ଗ୍ୟାସ ଚୋରି ରୋକିବ କ୍ୟୁଆର୍ କୋଡ୍ । ସିଲିଣ୍ଡରରୁ ଗ୍ୟାସ୍ ଚୋରି କଲେ ଧରା ପକାଇ ଦେବ କ୍ୟୁଆର୍ କୋଡ୍ । ଖୁବଶୀଘ୍ର କେନ୍ଦ୍ର ସରକାର ସମସ୍ତ ଗ୍ୟାସ ଟାଙ୍କିରେ କ୍ୟୁଆର୍ କୋଡ୍ ଲଗାଇବେ । ପୁରୁଣା ସହ ନୂଆ…

ଫସଲ ବୀମାକୁ ନେଇ ରାଜ୍ୟ ଉପରେ ଦୋଷ ଝାଡ଼ି ହେଲା କେନ୍ଦ୍ର

ଭୁବନେଶ୍ୱର: ମରୁଡ଼ି ପାଇଁ ଚାଷୀଙ୍କ ଫସଲ ଗଲା । ଆକଳନ କରି କ୍ଷତିପୂରଣ ନଦେଇ ଚୁପ୍ ବସିଲା ପ୍ରଶାସନ । ଫସଲ ବୀମା କ୍ଲେମ୍ ପରେ ବି ଚାଷୀଙ୍କୁ ମିଳିଲାନି ଟଙ୍କା । ଯାହାକୁ ନେଇ ଅସନ୍ତୁଷ୍ଟ ଚାଷୀ ଆନ୍ଦୋଳନ ପଦ୍ମପୁର ଉପନିର୍ବାଚନକୁ ବେଶ୍ ଉଷ୍ମ କରିଛି । ଫସଲ ବୀମାକୁ ରାଜନୈତିକ କାଦୁଅ ଫିଙ୍ଗା…