Latest Odisha News

BREAKING NEWS

Browsing Category

ଫିଚର

ଆଲୋକମାଳାରେ ଝଲସୁଛି ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା

କଟକ: ଆଜିଠୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଛି । ୨ବର୍ଷର କରୋନା କଟକଣା ହଟିବା ପରେ ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା ମହା ଆଡ଼ମ୍ବରର ସହ ଆୟୋଜିତ ହୋଇଛି । ମହାନଦୀ ପଠାରେ ଜମୁଛି ଲୋକଙ୍କ ଗହଳି । ତେବେ ବାଲିଯାତ୍ରାରେ ପଡ଼ିଛି ମୋଟ ୧୨୦୦ରୁ ଊର୍ଦ୍ଧ୍ବ ଷ୍ଟଲ ।…

ରିପ୍ଲବିକାନ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଆହ୍ବାନ ଦେଲେ ଏଲୋନ୍ ମସ୍କ

ଓ୍ବାଶିଂଟନ:  ଆମେରିକାରେ ଏକ ସପ୍ତାହ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଟ୍ୱିଟର ସିଇଓ ଏଲୋନ୍ ମସ୍କ ଖୋଲାଖୋଲି ଭାବେ ରିପବ୍ଲିକାନ୍ କଂଗ୍ରେସକୁ ଭୋଟ ଦେବାପାଇଁ ନିଜର ସମର୍ଥନ ଜଣାଇଛନ୍ତି । ଆମେରିକା ଭୋଟରଙ୍କୁ ମଧ୍ୟ ସମାନ ଢ଼ଙ୍ଗରେ  ଭୋଟ୍…

ପୋଲ ତଳକୁ ଖସିଲା ଯାତ୍ରୀବାହୀ ଟ୍ରାକ୍ଟର ଟ୍ରଲି ,୩ ମୃତ ୨୫ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶର ଦତିଆ ଜିଲ୍ଲାର ସେବରାରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଯାତ୍ରୀବାହୀ ଟ୍ରାକ୍କରର ଟଲ୍ଲୀ । ଦୁର୍ଘଟଣାରେ ୩ ମୃତ ୨୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଟ୍ରାକ୍ଟରର ଟ୍ରଲିରେ ବସି କିଛି…

ଜ୍ଞାନବାପୀ ପରିସରରେ ବିଶ୍ୱେଶ୍ୱରଙ୍କ ପୂଜା ଅଧିକାରର ଆଜି ହେବ ଶୁଣାଣି

ବାରଣାସୀ:ବାରାଣାସୀର ଫାଷ୍ଟ-ଟ୍ରାକ କୋର୍ଟ ଆଜି ଜ୍ଞାନବାପୀ ପରିସରରେ 'ଶିବଲିଙ୍ଗ'ର ପୂଜାପାଠ ପାଇଁ ହୋଇଥିବା ଆବେଦନର ଶୁଣାଣି କରିବେ । ହିନ୍ଦୁ ପକ୍ଷର ଆବେଦନକୁ ଗ୍ରହଣ କରି କୋର୍ଟ ଆଜି ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି । ହିନ୍ଦୁ ପକ୍ଷ ଓକିଲଙ୍କ କହିବା ମୁତାବକ…

ଅଧିନାୟକ ରୋହିତ ଶର୍ମା ଆହତ !

ଆଡିଲେଡ: ସେମିଫାଇନାଲ  ମ୍ୟାଚ୍ ପ୍ରା୍କ୍ଟିସ ବେଳେ ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିବା ଖବର ଆସିଛି । ପ୍ରାକ୍ଟିସ ବେଳେ ରୋହିତଙ୍କ ଡାହାଣ ହାତରେ ବାଜିଥିଲା ବଲ୍ । ତାପରେ ସେ ରେଷ୍ଟ ନେଇଥିଲେ ।  ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ପାଇଁ ପ୍ରାକ୍ଟିସ ବେଳେ ଆହତ ହୋଇଥିବା ନେଇ କୁହାଯାଉଛି ।…

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ମଧ୍ୟରାତ୍ରୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ବର : ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା।ଏହି ପୂର୍ଣ୍ଣିମା ଅବସରରେ ଗାଁ ଆରମ୍ଭ କରି ସହର ସବୁଠି ଚଳଚଞ୍ଚଳ ପରିବେଶ  । ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଏହି ବୋଇତ ବନ୍ଦାଣ ପାଳନ ହୋଇଛି । ଆ କା ମା ବୋଇ ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ । ଓଡ଼ିଆ ସାଧବ ପୁଅ…

ହଟିଲା କଟକଣା, ଆସନ୍ତାକାଲି ରାଜଧାନୀରେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଅଣାଆୟତ୍ତ ହେବାରେ ଲାଗିଥିଲା । ଫଳରେ ଅଣନିଶ୍ବାସୀ ହୋଇପଡ଼ୁଥିଲେ ରାଜଧାନୀବାସୀ। ଏନେଇ ପ୍ରଦୂଷଣ ଅଳ୍ପ ମାତ୍ରାରେ ସୁଧାର ଆସିଛି । ତେଣୁ ସରକାର ନଭେମ୍ବର ୯ ତାରିଖରେ ଅର୍ଥାତ୍‌ ଆସନ୍ତାକାଲି ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି…

‘ହିନ୍ଦୁ’ ଶବ୍ଦର ଅର୍ଥ ବହୁତ ଖରାପ କହିଲେ କଂଗ୍ରେସ ନେତା

ବେଙ୍ଗାଲୁରୁ: ହିନ୍ଦୁ ଏକ ପାର୍ସୀ ଶବ୍ଦ। ଯାହାର ଅର୍ଥ ଅତ୍ୟନ୍ତ ଖରାପ। କର୍ଣ୍ଣାଟକ କଂଗ୍ରେସ ନେତାଙ୍କ ଏପରି ମନ୍ତବ୍ୟକୁ ବଢିଛି ବିବାଦ। କର୍ଣ୍ଣାଟକ କଂଗ୍ରେସର କାର୍ଯ୍ୟରତ ସଭାପତି ସତୀଶ ଜାର୍କିହୋଲି କହିଛନ୍ତି ଯେ ହିନ୍ଦୁ ଏକ ପାର୍ସୀ ଶବ୍ଦ ଏବଂ ଏହାର ଅର୍ଥ ବହୁତ ଖରାପ।ଜାର୍କିହୋଲି…

ଏପର୍ଯ୍ୟନ୍ତ ୬୨୨ଟି ଜିଲ୍ଲାରେ ଗଠନ ହୋଇଛି ଡିଏମଏଫ

ନୂଆଦିଲ୍ଲୀ: ଖଣି ମନ୍ତ୍ରଣାଳୟର ସର୍ବଶେଷ ହିସାବ ଅନୁସାରେ ଦେଶର ୨୩ଟି ରାଜ୍ୟର ୬୨୨ ଜିଲ୍ଲାରେ ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ଗଠନ କରାଯାଇଛି । ଖଣି ଓ ଖଣିଜ (ଉନ୍ନୟନ ଓ ନିୟନ୍ତ୍ରଣ) ଏମଏମ୍‌ଡିଆର, ଆଇନ ୧୯୫୭ ସଂଶୋଧନ ହୋଇ ଡିଏମ୍‌ଏଫର ପ୍ରବର୍ତ୍ତନ କରାଯାଇଥିଲା । ସଂଶୋଧିତ ଆଇନରେ ଧାରା ୯ବି’ର…

ରାଉରକେଲା ଆଂଚଳିକ କଳିଙ୍ଗ ହର୍ବଲ ମେଳା ନଭେମ୍ବର ୧୭ ରୁ

ରାଉରକେଲା : ଆଂଚଳିକ କଳିଙ୍ଗ ହର୍ବଲ ମେଳା ୧୭ ନଭେମ୍ବରରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ସ୍ଥାନୀୟ ଭଞ୍ଜ ଭବନ ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ ହେବ।  ରାଉରକେଲା ବନଖଣ୍ଡ ଅଧିକାରୀ  ଯଶୋବନ୍ତ ସେଠୀ ସାମ୍ବାଦିକ ସମ୍ମିଳନୀରେ ଏହା ସୂଚନା ଦେଇଛନ୍ତି। ମେଳା ସକାଳ ୬ଟାରୁ ସଂଧ୍ୟା ୯ ଟା ପର୍ଯ୍ୟନ୍ତ…