Latest Odisha News

BREAKING NEWS

Browsing Category

ଫିଚର

ହକି ବିଶ୍ବକପ ପୂର୍ବରୁ ରାଉରକେଲାରେ ହେବ ନଗର କ୍ରୀଡ଼ା ଉତ୍ସବ

ରାଉରକେଲା : ଆସନ୍ତା ଜାନୁଆରୀ ମାସରେ ରାଉରକେଲାରେ ଖେଳାଯିବ ପୁରୁଷ ହକି ବିଶ୍ବକପ୍ । ଏହି କ୍ରୀଡ଼ା ମହାକୁମ୍ଭ ପାଇଁ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ କ୍ରୀଡ଼ାର ମାହୋଲା ସୃଷ୍ଟି କରିବା ପାଇଁ ଆରମ୍ଭ ହେଉଛି କ୍ରୀଡ଼ା ଉତ୍ସବ ।…

ଚନ୍ଦ୍ର ଗ୍ରହଣ ଦିନ ପୁଣି ଚିକେନ ବିରିଆନି ଖାଇବେ ହେତୁବାଦୀ

ଭୁବନେଶ୍ବର: ଆସ୍ଥା ଏବଂ ବିଜ୍ଞାନକୁ ନେଇ ଓଡ଼ିଶାରେ  ଆସନ୍ତାକାଲି ପୁଣି ମୁହାଁମୁହିଁ ହେବେ ହେତୁବାଦୀ ଏବଂ ପରମ୍ପରାବାଦୀ ।   କାର୍ତ୍ତିକ ପୂର୍ଣ୍ଣିମାରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ପଡୁଥିବାରୁ ହେତୁବାଦୀମାନେ ଏହି ଦିନ ସୂର୍ଯ୍ୟପରାଗ ଦିନ ଭଳି ଚିକେନ ବିରିଆନି ଖାଇବେ ବୋଲି ଘୋଷଣା…

୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବିଚାରପତିଙ୍କ ମଧ୍ୟରେ ଦ୍ବିମତ

ନୂଆଦିଲ୍ଲୀ: ଆର୍ଥିକ ଅନଗ୍ରସର କୋଟାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ଆର୍ଥିକ କ୍ଷେତ୍ରରେ ପଛୁଆ (ଇଡବ୍ଲ୍ୟୁଏସ) ତଥା ଗରିବ ଶ୍ରେଣୀର ଛାତ୍ରୀଛାତ୍ରୀଙ୍କ ପାଠ ପଢ଼ା ଏବଂ ନିଯୁକ୍ତି ପାଇଁ  ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ବଳବତ୍ତର ରହିବ ବୋଲି ସୁପ୍ରିମକୋର୍ଟ ରାୟ ପ୍ରଦାନ…

କୁଚ ବିହାର ଟ୍ରଫି: ବିହାର ବିପକ୍ଷରେ ବିଜୟ ପାଇଁ ଓଡିଶାକୁ ଦରକାର ୯ ୱିକେଟ

ପାଟନା: ଚଳିତ କୁଚବିହାର ଟ୍ରଫି କ୍ରିକେଟରେ ବିହାର ବିପକ୍ଷରେ ବିଜୟ ହାସଲ ପାଇଁ ଓଡିଶାକୁ ମଙ୍ଗଳବାର ୯ଟି ୱିକେଟର ଆବଶ୍ୟକତା ରହିଛି । ୨୭୬ ରନର ଟାର୍ଗେଟକୁ ପିଛା କରି ବିହାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧ ୱିକେଟ ବିନିମୟରେ ୩୯ ରନ ସଂଗ୍ରହ କରିଛି । ସେହିପରି ବିଜୟ ପାଇଁ ବିହାରକୁ ଆଉ…

ଅଡ଼ୁଆରେ ମନୀଷ ସିସୋଦିଆ! ରାଜସାକ୍ଷୀ ହେବାକୁ ରାଜି ଦିନେଶ ଆରୋରା

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଫସିଥିବା ଆପ୍ ନେତା ମନୀଷ ସିସୋଦିଆଙ୍କ ପାଇଁ ପୁଣି ବିପଦ ଘନେଇଛି । ତାଙ୍କ ବିରୋଧରେ ସାକ୍ଷୀ ଦେବାକୁ ତାଙ୍କ ସହଯୋଗୀ ରାଜି ହୋଇଥିବାରୁ ତାଙ୍କ ପାଇଁ ଅଡ଼ୁଆ ବଢ଼ିପାରେ  ବୋଲି ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି । ତଦନ୍ତ କରୁଥିବା…

ହ୍ରିତିକଙ୍କ ଭଉଣୀଙ୍କୁ ଡେଟ କରୁଛନ୍ତି କି କାର୍ତିକ ?

ମୁମ୍ବାଇ: ବଲିଉଡର ଲୋକପ୍ରିୟ ହୀରୋ କାର୍ତିକ ଆର୍ଯ୍ୟନ ଏବେ ତାଙ୍କର ଅନେକ ମହିଳା ପ୍ରଶଂସକଙ୍କୁ ନିରାଶ କରିବାକୁ ଯାଉଛନ୍ତି । ବଲିଉଡର ପ୍ରମୁଖ ଗୁଜବ ମଧ୍ୟରେ କାର୍ତିକ ପ୍ରେମରେ ପଡିବା ଆଗରେ ରହିଛି । ଅବଶ୍ୟ ଏ ନେଇ କାର୍ତିକ ମୁହଁ ଖୋଲି ନାହାନ୍ତି । ପିଙ୍କ ଭିଲ୍ଲା ରିପୋର୍ଟ ଅନୁସାରେ…

କଂଗ୍ରେସ କରୁଛି ଗୀତ ଚୋରି,  ଟ୍ବିଟର ହ୍ୟାଣ୍ଡେଲ ବ୍ଲକ କରିବାକୁ କହିଲେ କୋର୍ଟ

ବାଙ୍ଗାଲୋର: କଂଗ୍ରେସ ଗୀତ ଚୋରି କରି ଭାରତ ଯୋଡୋ ଯାତ୍ରାରେ ବଜାଉଥିବାର ଅଭିଯୋଗର ଶୁଣାଣି କରିଛନ୍ତି କୋର୍ଟ । ସେହି ଚୋରି ଗୀତକୁ ବିଭିନ୍ନ ସୋସିଆଲ ମିଡିଆରେ ବ୍ୟବହାର କରାଯାଉଛି । ଏମଆରଟି ମ୍ୟୁଜିକ ପକ୍ଷରୁ ଏଭଳି ଅଭିଯୋଗକୁ ନେଇ ବାଙ୍ଗାଲୋର କୋର୍ଟ ଗୀତ ଡିଲିଟ କରିବାକୁ…

ବିଜୟ ମାଲ୍ୟାଙ୍କ ଭୂମିକ କରିବେ ଅନୁରାଗ

ମୁମ୍ବାଇ: ସୋନାକ୍ଷୀ ସିହ୍ନା ଅଭିନୀତ ଅକିରା ଫିଲ୍ମରେ ପୋଲିସ ଅଫିସର ଭୂମିକା କରିଥିବା ଅନୁରାଗ କାଶ୍ୟପ ଆଉ ଏକ ବଡ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ ଏହି ପ୍ରତିଷ୍ଠିତ ନିର୍ଦ୍ଦେଶକ ବିଜୟ ମାଲ୍ୟାଙ୍କ ଭୂମିକା କରିବାକୁ ଯାଉଛନ୍ତି । ଦକ୍ଷିଣ ଭାରତର ଲୋକପ୍ରିୟ…

ଟି୨୦ ବିଶ୍ୱକପ କ୍ରିକେଟ: ସେମିଫାଇନାଲ ପାଇଁ ଘୋଷଣା ହେଲା ଅମ୍ପାୟରଙ୍କ ନାମ

ଆଡିଲେଡ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ବୁଧବାର ପାକିସ୍ତାନ-ନ୍ୟୁଜିଲାଣ୍ଡ ଏବଂ ଗୁରୁବାର ଆଡିଲେଡରେ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବେ । ପୂର୍ବରୁ ଅମ୍ପାୟରଙ୍କ କେତେକ ନିଷ୍ପତିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଆଇସିସି ଏଥିରେ…

ବାଲିଯାତ୍ରା ପାଇଁ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା

କଟକ : ଆସନ୍ତାକାଲିଠାରୁ ୧୫ ତାରିଖ ପର୍ଯ୍ୟନ୍ତ କଟକରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ବାଲିଯାତ୍ରା । ଅଗ୍ନିକାଣ୍ଡ ଭଳି ଅଘଟଣକୁ ଦୃଷ୍ଟିରେ ରଖି ରାଜ୍ୟ ଅଗ୍ନିଶମ ସେବା ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାଲିଯାତ୍ରା ପଡିଆର ଚାରିପାଖରେ ମୋଟ ୫ଟି ଅସ୍ଥାୟୀ…