Latest Odisha News

BREAKING NEWS

Browsing Category

ଫିଚର

ଦି ୱାୟେର ସମ୍ପାଦକଙ୍କ ଘରେ ପୋଲିସର ଚଢ଼ାଉ

ନୂଆଦିଲ୍ଲୀ: ନ୍ୟୁଜ ୱେବସାଇଟ ଦି ୱାୟେରର ଦୁଇ ସମ୍ପାଦକଙ୍କ ଘରେ ଦିଲ୍ଲୀ ପୋଲିସ ଚଢ଼ାଉ କରିଛି । ଏହି ଦୁଇଜଣ ହେଲେ ସିଦ୍ଧାର୍ଥ ବର୍ଦ୍ଧରାଜନ ଓ ଏମଜେ ଭେନୁ । ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟଙ୍କ ଅଭିଯୋଗ ପରେ ପୋଲିସ ଏହି ଚଢ଼ାଉ କରିଛି । ଦି ୱାୟେର ଉଦ୍ଦେଶ୍ୟମୂଳକ ଭାବେ ନକଲି…

ଗୁଜରାଟ ଟ୍ରାଜେଡି ପରେ ଧବଳେଶ୍ବରଙ୍କ ଝୁଲା ପୋଲ ନିକଟରେ ଲାଗିଲା 144 ଧାରା

କଟକ: ଦୁର୍ଘଟଣା ଘଟିଲେ ଆମ ସରକାରଙ୍କ ଚେତା ପଶେ । ଗୁଜରାଟ ଝୁଲା ପୋଲ ଦୁର୍ଘଟଣା ପରେ ଏବେ ବାବା ଧବଳେଶ୍ବରଙ୍କ ପୀଠକୁ ଯିବା ପାଇଁ ରହିଥିବା ଝୁଲାପୋଲ ଟି ବିପଦପୂର୍ଣ୍ଣ ଥିବା କୁହାଯାଉଛି । ତେବେ ପ୍ରଶାସନ ଜାଣି ଶୁଣି କିପରି ହଜାର ହଜାର ଲୋକଙ୍କୁ ସେହି ଝୁଲାପୋଲରେ ଯିିବାପାଇଁ ଅନୁମତି…

ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ନବୀନ, କହିଲେ ଧାମନଗର ବିକାଶ ମୋ ଦାୟିତ୍ବ

ଧାମନଗର : ଧାମନଗର ଉପନିର୍ବାଚନ ପାଇଁ ଆଜି ଭରଚୁଆଲ ମୋଡରେ ପ୍ରଚାର କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଧାମନଗର ନିର୍ବାଚନମଣ୍ଡଳୀର ବିକାଶ ଦାୟିତ୍ୱ ମୋର ବୋଲି ନବୀନ ଭୋଟରଙ୍କୁ କହିଛନ୍ତି । ଅନ୍ୟ ଉପନିର୍ବାଚନରେ କହିବା ଭଳି ଏଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱରରୁ ଜୟପୁରକୁ ଆରମ୍ଭ ହେଲା ବିମାନ ଉଡ଼ାଣ

କୋରାପୁଟ: ସତ ହୋଇଛି ସ୍ୱପ୍ନ । ଆଦିବାସୀ ମାଟି ଚୁମ୍ବିଛି ଆକାଶ । ଆଜିଠୁ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଆରମ୍ଭ ହୋଇଛି ବିମାନ ଉଡ଼ାଣ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର-ଜୟପୁର-ଭାଇଜାଗ୍ ମଧ୍ୟରେ ବିମାନ ଚଳାଚଳ କରିବ । ଆଜି ଭୁବନେଶ୍ୱର-ଜୟପୁର ମଧ୍ୟରେ ବିମାନ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ…

ଗୋଟିଏ ଫ୍ରେମରେ ପୃଥିବୀ ଓ ଚନ୍ଦ୍ର, କେମିତି ହେଲା ସମ୍ଭବ ?

ନୂଆଦିଲ୍ଲୀ: ଗୋଟିଏ ଫଟୋରେ ପୃଥିବୀ ଓ ଚନ୍ଦ୍ର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଗୋଟିଏ ଫ୍ରେମରେ ପୃଥିବୀ ଓ ଚନ୍ଦ୍ରର ଫଟୋ ଉଠା ଯାଇଛି । ଏହି ଫଟୋକୁ କ୍ୟାପଚର କରିଛି ଆମେରିକୀୟ ମହାକାଶ ଗବେଷଣାକାରୀ ସଂସ୍ଥା ନାସା । ନାସାର ଲୁସି ସ୍ପେସକ୍ରାଫ୍ଟ ପୃଥିବୀ ଓ ଚନ୍ଦ୍ରର ଫଟୋକୁ ଗୋଟିଏ ଫ୍ରେମରେ…

ନ୍ୟୁଜିଲାଣ୍ଡ, ବାଂଲାଦେଶ ସିିରିଜ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷିତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଆଜି ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ଟି୨୦ ବିଶ୍ୱକପ ପରେ ଭାରତ ପ୍ରଥମେ ନ୍ୟୁଜିଲାଣ୍ଡ ଯିବ । ସେଠାରେ ୩ଟି ଲେଖାଁଏ ଟି୨୦ ଦିନିକିଆ ମ୍ୟାଚ ଖେଳାଯିବ । ଟି୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ନେତୃତ୍ୱ ନେବେ । ଏହା ପରେ…

ଟି୨୦ ବିଶ୍ୱକପ:ଆୟର୍ଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ସହଜ ବିଜୟ

ବ୍ରିସବେନ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ସୋମବାର ଆୟର୍ଲାଣ୍ଡକୁ ୪୨ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ସେମିଫାଇନାଲ ପ୍ରବେଶ ଆଶା ମଜଭୁତ କରିଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୫ ୱିକେଟ ହରାଇ ୧୭୯ ରନ କରିଥିଲା । ଆରୋନ ଫିଂଚ ସର୍ବାଧିକ ୬୩ ରନର ଇନିଂସ ଖେଳିଥିବା ବେଳେ…

ବନ୍ଦ ହେଲା ବିଦ୍ୟା ବାଲାନ ଅଭିନୀତ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ନିର୍ମିତ ଫିଲ୍ମ

ମୁମ୍ବାଇ: ବାୟୋପିକ ଫିଲ୍ମର ଖରାପ ବ୍ୟବସାୟ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆରମ୍ଭ କରି ଓଟିଟି ପ୍ଲାଟଫର୍ମ ଚିନ୍ତାରେ ପଡିଛନ୍ତି । ପରିସ୍ଥିତି ଏପରି ଉପୁଜିଛି ଯେ, ପୂର୍ବରୁ ଓଟିଟି ମଂଜୁର ହୋଇଥିବା କେତେକ ୱେବ ସିରିଜକୁ ଏବେ ବାଧ୍ୟ ହୋଇ ବାତିଲ କରାଯାଉଛି । ଏହା ମଧ୍ୟରେ ରହିଛନ୍ତି ବିଦ୍ୟା…

ପତିଆରା, ପ୍ରତିବାଦ; ରାଜଧାନୀରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜଧାନୀରେ ବିଜେପି, ବିଜେଡି ଶକ୍ତି ପ୍ରଦର୍ଶନ କରିଛନ୍ତି । ଧାମନଗର ଉପନିର୍ବାଚନକୁ ନେଇ ବଳ କଷାକଷି ହେଉଥିବା ବିଜେଡି-ବିଜେପି ଉଭୟ ଉଭୟକୁ ଟାର୍ଗେଟ୍ କରିଛନ୍ତି । ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ନାଗ ମାମଲାରେ ବିଜେପି, ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ…

କ୍ୟାଡବରି ଚକୋଲେଟକୁ ନେଇ ଚାଲିଛି ବୟକଟ୍‌ ଟ୍ରେଣ୍ଡ

ନୂଆଦିଲ୍ଲୀ : ପୁଣି ବିବାଦ ଘେରରେ କ୍ୟାଡବରି ଚକୋଲେଟ । ସୋସିଆଲ ମିଡିଆରେ କ୍ୟାଡବରି ଚକୋଲେଟକୁ ନେଇ ଆରମ୍ଭ ହୋଇଛି ବୟକଟ୍‌ ଟ୍ରେଣ୍ଡ । ଆଇକନିକ ବ୍ରାଣ୍ଡ କ୍ୟାଡବରି ଚକୋଲେଟ ଦୀପାବଳୀର ବିଜ୍ଞାପନକୁ ନେଇ ସମାଲୋଚନାର ଶିକାର ହୋଇଥିଲା । ଟ୍ବିଟରରେ ସମସ୍ତେ ଏହି ଚକୋଲେଟକୁ ନେଇ…