Latest Odisha News

BREAKING NEWS

Browsing Category

ଫିଚର

ଦୀପିକାଙ୍କ ମାନସିକ ରୋଗ ଏବଂ ଡିପ୍ରେସନକୁ ମିଛ କହୁଥିଲେ ଲୋକେ

ମୁମ୍ୱାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ। ତାଙ୍କର ପ୍ରଶଂସକ କୋଟି କୋଟିରେ ଅଛନ୍ତି। ଚଳଚ୍ଚିତ୍ର ବ୍ୟତୀତ ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ରୁହନ୍ତି। ଦୀପିକା ହେଉଛନ୍ତି ଏକମାତ୍ର ବଲିଉଡ ଅଭିନେତ୍ରୀ ଯିଏ ମାନସିକ ସ୍ୱାସ୍ଥ୍ୟ ଏବଂ ଡିପ୍ରେସନ…

ଭିଜା ମିଳିଲାନି, ଅଷ୍ଟ୍ରେଲିଆ ଯାଇପାରିବେନି କୂଲଦୀପ ଓ ଉମରାନ

ନୂଆଦିଲ୍ଲୀ: ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଦୃଷ୍ଟି ଆକର୍ଷଣ କରିଥିବା ଉମରାନ ମଲିକ ଓ କୁଲଦୀପ ସେନଙ୍କୁ ଅଷ୍ଟ୍ରେଲିଆ ଯିବା ପାଇଁ ଭିଜା ମିଳିପାରିନି । ଟି୨୦ ବିଶ୍ୱକପ ପାଇଁ ଏହି ୨ ଖେଳାଳିଙ୍କୁ ନେଟ ବୋଲର ଭାବେ ଚୟନ କରାଯାଇଥିଲା । ଟିମ ଇଣ୍ଡିଆର ୧୫ ଖେଳାଳିଙ୍କ ଅଭ୍ୟାସ ପାଇଁ ୪ଜଣ ପେସ…

ବିବାହ ବନ୍ଧନରେ ଆବଦ୍ଧ ହେବେ କିଆରା ଓ ସିଦ୍ଧାର୍ଥ, ଚାଲିଛି ସମସ୍ତ ପ୍ରସ୍ତୁତି

ନୂଆଦିଲ୍ଲୀ : ପୁଣି ଥରେ ବି ଟାଉନର ଚର୍ଚ୍ଚିତ ଯୋଡି ବାହାହେବାକୁ ଯାଉଥିବା ଖବର ମିଳିଛି।  ଖୁବଶୀଘ୍ର କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ହାତକୁ ଦି ହାତ ହେବେ ବୋଲି ଜଣାପଡ଼ିଛି  । ସିଦ୍ଧାର୍ଥ ଏବଂ କିଆରା ୨୦୨୩ରେ ବିବାହ କରିବାକୁ ଯାଉଛନ୍ତି। ଫିଲ୍ମ ‘ଶେରଶାହା’ରେ ଦୁହିଁଙ୍କ…

ବଲିଉଡ଼କୁ ଲାଗିଛି ସୁଶାନ୍ତ ସିଂଙ୍କ ଅଭିଶାପ: କେଆରକେ

ମୁମ୍ୱାଇ: ବଲିଉଡ ଅଭିନେତା ତଥା ଫିଲ୍ମ କ୍ରିଏଟର କମାଲ ଆର ଖାନ ତଥା କେଆରକେ ପୁଣି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଅତୀତରେ ତାଙ୍କୁ ଏକ ପୁରୁଣା ବିବାଦୀୟ ଟ୍ୱିଟ ପାଇଁ ଗିରଫ କରାଯାଇଥିଲା ଏବଂ ସେ କିଛି ଦିନ ଜେଲରେ ମଧ୍ୟ ରହିଥିଲେ। ଜେଲରୁ ବାହାରିବା ପରେ କେଆରକେ ସୋସିଆଲ ମିଡିଆରେ…

୩ ଘଂଟାର ଖେଳ ପାଇଁ ପାଗଳ ହେଉଛନ୍ତି ୨୫୦ କୋଟି ପ୍ରଶଂସକ

ପୁରୀ ଟି୨୦ କ୍ରିକେଟ ବିଶ୍ୱକପ ଅଷ୍ଟ୍ରେଲିଆରେ ୧୬ ଅକ୍ଟୋବରରେ ଆରମ୍ଭ ହେବ । ୩ ଘଂଟାର ଏହି ଖେଳ ପାଇଁ ସାରା ବିଶ୍ୱର ୨୫୦ କୋଟି ପ୍ରଶଂସକ ପାଗଳ ପ୍ରାୟ ହୋଇ ଉଠିଛନ୍ତି । ଫୁଟବଲ ପଛକୁ କ୍ରିକେଟ ଏବେ ଦ୍ୱିତୀୟ ଲୋକପ୍ରିୟ ଖେଳ ଉଠିଛି । ଫୁଟବଲର ୩୫୦ କୋଟି ପ୍ରଶଂସକ ଥିବା ବେଳେ କ୍ରିକେଟରେ ୨୫୦,…

ଆଧାର କାର୍ଡ ଅପଡେଟକୁ ନେଇ ଆସିଲା ନୂଆ ଆଦେଶ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯେଉଁ ବ୍ୟକ୍ତିଙ୍କୁ ୧୦ ବର୍ଷ କିମ୍ବା ତା’ଠାରୁ ଉର୍ଦ୍ଧ୍ୱ ଦିନରୁ ଆଧାର ନମ୍ବର ଏବଂ ୟୁନିକ୍ ଆଇଡି ପ୍ରଦାନ କରାଯାଇଛି ସେମାନଙ୍କୁ ନିଜର ପରିଚୟ ଏବଂ ବାସସ୍ଥାନ ପ୍ରମାଣପତ୍ରକୁ ଅପଡେଟ୍ କରିବାକୁ କୁହାଯାଇଛି। ଆଧାର ନମ୍ବର ପ୍ରଦାନ କରୁଥିବା ସରକାରୀ ସଂସ୍ଥା…

କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ନେଇ ପାକିସ୍ତାନକୁ କଡା ଜବାବ ଦେଲା ଭାରତ

ନ୍ୟୁୟର୍କ : ମିଳିତ ଜାତିସଂଘର ସାଧାରଣ ସଭାରେ ଋଷିଆ ଉପରେ ନିନ୍ଦା ପ୍ରସ୍ତାବ ବିତର୍କ ସମୟରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲା ପାକିସ୍ତାନ । ଏଭଳି ପ୍ରସଙ୍ଗ ସମୟରେ କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଯୋଡିଥିବାରୁ ଭାରତ ପାକିସ୍ତାନକୁ ଉଚିତ୍ ପ୍ରତିକ୍ରିୟା ଦେଇଛି।…

ୟୁକ୍ରେନ ଅଞ୍ଚଳରେ ଋଷିଆର ଆକ୍ରମଣକୁ ମିଳିତ ଜାତିସଂଘର ସାଧାରଣ ପରିଷଦ କଲା ନିନ୍ଦା

ନ୍ୟୁୟର୍କ : ମିଳିତ ଜାତିସଂଘର ସାଧାରଣ ସଭା (ୟୁଏନଜିଏ)ରେ ଋଷିଆ ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି । ୟୁକ୍ରେନ ଅଞ୍ଚଳରେ ଋଷିଆର ଆକ୍ରମଣକୁ ମିଳିତ ଜାତିସଂଘର ସାଧାରଣ ସଭା ନିନ୍ଦା କରିଛି । ଏହି ଯୁଦ୍ଧ ଗ୍ରହଣୀୟ ନୁହେଁ ବୋଳି ମିଳିତ ଜାତିସଂଘର ମୁଖ୍ୟ କହିଛନ୍ତି । ଏହି ନିନ୍ଦା…

ହିଜାବ ବ୍ୟାନ ମାମଲା: ସୁପ୍ରିମ୍‌କୋର୍ଟରେ ଆଜି ଆସିବ ରାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: କର୍ଣ୍ଣାଟକର ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନ ମାମଲାରେ ସୁପ୍ରିମକୋର୍ଟ ଆଜି (ଗୁରୁବାର) ରାୟ ପ୍ରଦାନ କରିବେ। ଏହାପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ ହିଜାବ ଉପରେ ନିଷେଧାଦେଶ ବନ୍ଦ କରିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ…

ବ୍ଲଡ ବ୍ୟାଙ୍କରେ ନାହିଁ ଆବଶ୍ୟକ ରକ୍ତ, ହୋଇପାରୁନି ଅନେକ ଅସ୍ତ୍ରୋପଚାର

ଲଣ୍ଡନ: ବ୍ରିଟେନର ବ୍ଲଡ ବ୍ୟାଙ୍କରେ ରକ୍ତ ଭଣ୍ଡାରରେ ରକ୍ତ ସରି ସରି ଆସୁଛି । ଏହି କାରଣରୁ ଅନେକ ହସ୍ପିଟାଲରେ ଅପରେସନ୍ ହୋଇପାରୁନି। ବ୍ରିଟେନର ସ୍ୱାସ୍ଥ୍ୟ ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି। ଏଥିସହ ସତର୍କ କରାଇ ଦେଇଛନ୍ତି ଯେ ବ୍ରିଟେନର ବ୍ଲଡ ବ୍ୟାଙ୍କଗୁଡିକ ଆବଶ୍ୟକ ମହଜୁଦ…