Latest Odisha News

BREAKING NEWS

Browsing Category

ଫିଚର

ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଠାକରେଙ୍କ ଟାର୍ଗେଟ: ‘କଟ୍ଟପ୍ପାକୁ କ୍ଷମା ଦେବନି ଶିବସୈନିକ’

ମୁମ୍ବାଇ: ମହାରାଷ୍ଟ୍ରରେ ଗୋଟିଏ ବିଧାନସଭା ଆସନ ପାଇଁ ଉପନିର୍ବାଚନ ବିଗୁଲ ବାଜି ସାରିଛି। ଆଉ ଦଶହରା ଅବସରରେ ଶିବସେନାର ଦୁଇ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୋଷ୍ଠୀ ଏହି ଅବସରରେ ନିଜର ଦମ୍ ଦେଖାଇ ଦୁଇଟି ପୃଥକ ପୃଥକ ରାଲି କରି…

ଉଦବୋଧନ ବେଳେ ଅଟକିଲେ ଶାହ… ଲୋକେ ସମର୍ଥନରେ ଦେଲେ ସ୍ଲୋଗାନ

ଶ୍ରୀନଗର: ତିନି ଦିନିଆ ଜମ୍ମୁ କଶ୍ମୀର ଗସ୍ତର ଅନ୍ତିମ ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତର କଶ୍ମୀରର ବାରମୁଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ରାଲିରେ ନିକଟସ୍ଥ ମସଜିଦରେ ଆଜାନ ଚାଲିଥିବା ଥିବାବେଳେ ଅମିତ ଶାହା କିଛି ସମୟ ପାଇଁ ତାଙ୍କ ଭାଷଣ ବନ୍ଦ…

ଡ୍ରୋନରେ ଉଡିବ ମଣିଷ, ଖୁବଶୀଘ୍ର ନୌସେନାରେ ହେବ ସାମିଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ନିଜର ପ୍ରଥମ ମାନବବିହୀନ ଡ୍ରୋନ 'ବରୁଣ' ଲଞ୍ଚ କରିବାକୁ ଯାଉଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମାନବବିହୀନ ବିମାନକୁ ଖୁବଶୀଘ୍ର ଭାରତୀୟ ନୌସେନାରେ ସାମିଲ କରାଯିବ। ପ୍ରଥମ ଥର ପାଇଁ ଭାରତୀୟ ନୌସେନା ଯୁଦ୍ଧ ଜାହାଜକୁ ସମ୍ପୂର୍ଣ୍ଣ ପରୀକ୍ଷଣରେ…

ଦୁଇଟି ଅଜଣା କଲରେ ବେଣୁଧରଙ୍କ ବ୍ରେନ୍ ଟ୍ରାପ୍, ହରାଇଲେ ୭୧ ହଜାର ଟଙ୍କା

ଭୁବନେଶ୍ୱର: ଅଜଣା ନମ୍ବରରୁ ଦୁଇ ଥର କଲ । ପ୍ରଥମେ ଭିଡିଓ କଲ୍ ପରେ ଆଇପିଏସର ପରିଚୟ ଦେଇ ନ୍ୟୁଡ ଫଟୋ ଭାଇରାଲ ହେବାର ଭୟ ଦେଖାଇଲେ। ଆଉ ନିଜ ଇଜ୍ଜତ ସୋଶିଆଲ ମିଡିଆରେ ଭାଇରାଲ ହେବାର ଭୟ ପାଇବା ପାଇ ଖୋର୍ଦ୍ଧା ଜଟଣୀର ବେଣୁଧର ମୁଦୁଲି ୭୧ ହଜାର ଟଙ୍କା ଦେଇଥିଲେ। ପରେ ଜାଣିବାକୁ ପାଇଥିଲେ…

ପୁନର୍ବାର ବାପା ହେଲେ କ୍ରିକେଟର ରାହାଣେ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ପୁନର୍ବାର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ରାହାଣେଙ୍କ ପତ୍ନୀ ରାଧିକା ବୁଧବାର ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ସୋସିଆଲ ମିଡିଆରେ ରାହାଣେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ସେ ଏ ନେଇ ଏକ…

ଋଷ ୟୁକ୍ରେନ ଯୁଦ୍ଧ, ବାଂଲାଦେଶର ବତି ଗୁଲ୍!

ଢ଼ାକା: ବାଂଲାଦେଶର ବିଭିନ୍ନ ସ୍ଥାନରେ ଏବେ ବିଦ୍ୟୁତ୍ ଯୋଗାଣ ସେବା ପୁଣିଥରେ ସ୍ୱାଭାବିକ ହୋଇଛି। ବାଂଲାଦେଶର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଅକ୍ଟୋବର ୪ରେ ବାଂଲାଦେଶର ଜାତୀୟ ବିଦ୍ୟୁତ ଗ୍ରୀଡରେ ବିଭ୍ରାଟ ଦେଖାଦେବାରୁ ବାଂଲାଦେଶର ପାଖାପାଖି ୧୬ କୋଟି ଜନସଂଖ୍ୟାରୁ ୧୪ କୋଟି…

ଡାକ୍ତରଖାନାରେ ଭର୍ତି ହେଲେ ଗାଙ୍ଗୁଲିଙ୍କ ପତ୍ନୀ ଡୋନା

କୋଲକାତା: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଅସୁସ୍ଥତା କାରଣରୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରାରମ୍ଭିକ ଚିକିତ୍ସାରେ ତାଙ୍କୁ ଚିକନଗୁନିଆ ହୋଇଥିବା ଅନୁମାନ କରାଯାଉଛି । ସାମାନ୍ୟ ଜ୍ୱର ରହିଥିଲେ ମଧ୍ୟ ତାଙ୍କ…

ଏଫଆଇଏଚ ପୁରସ୍କାର: ବର୍ଷର ଶ୍ରେଷ୍ଠ ଗୋଲକିପର ହେଲେ ଭାରତର ଶ୍ରୀଜେଶ, ପୁନିଆ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ) ବୁଧବାର ଭାରତର ଅଭିଜ୍ଞ ଖେଳାଳି ପିଆର ଶ୍ରୀଜେଶ ଓ ସବିତା ପୁନିଆଙ୍କୁ ଯଥାକ୍ରମେ ବର୍ଷର ଶ୍ରେଷ୍ଠ ପୁରୁଷ ଏବଂ ମହିଳା ଗୋଲକିପର ଭାବେ ଚୟନ କରିଛି । ଭୋଟିଂ ପ୍ରକ୍ରିୟାରେ ୩୧ ବର୍ଷୀୟ ଶ୍ରୀଜେଶଙ୍କୁ ୩୯.୯ ଅଙ୍କ ମିଳିଥିଲା । ସେ କ୍ରମାଗତ…

ରାଜ୍ୟଗୋଷ୍ଠୀ କ୍ରୀଡାକୁ ଫେରିଲା ଶୁଟିଂ, ହଟିଲା ରେସଲିଂ

ଭିକ୍ଟୋରିଆ: ରାଜ୍ୟଗୋଷ୍ଠୀ କ୍ରୀଡାକୁ ପୁନର୍ବାର ଫେରିଛି ଶୁଟିଂ । ଭିକ୍ଟୋରିଆ ୨୦୨୬ ଗେମ୍ସରେ ଏହାକୁ ସାମିଲ କରାଯାଇଛି । ତେବେ ରେସଲିଂକୁ ହଟେଇ ଦିଆଯାଇଛି । ସଦ୍ୟ ପ୍ରକାଶିତ ସୂଚୀରେ ୨୨ କ୍ରୀଡାର ୨୬ ବିଭାଗରେ ପ୍ରତିଯୋଗିତା ଆୟୋଜନ ହେବ । ଏଥିରେ ୯ ପାରା ସ୍ପୋର୍ଟସକୁ ମଧ୍ୟ ସାମିଲ…

ପାରିବାରିକ କଳହ ନେଲା ଫିଲ୍ମ ନିର୍ଦ୍ଦେଶକଙ୍କ ଜୀବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ଫିଲ୍ମ ଦୁନିଆରେ ମେଡଲ, ଅଭିନେତ୍ରୀ, ଅଭିନେତାଙ୍କ ଆତ୍ମହତ୍ୟା ଖବର ଅନେକ ଆସୁଛି। ଏହାରି ଭିତରେ ପୁଣି ଜଣେ ଜଣାଶୁଣା ତାମିଲ ଟେଲିଭିଜନ ଅଭିନେତା ତଥା ନିର୍ଦ୍ଦେଶକ ଲୋକେଶ ରାଜେନ୍ଦ୍ରନ ଆତ୍ମହତ୍ୟା କରିଛନ୍ତି। ତାଙ୍କର ବୟସ ୩୪ ବର୍ଷ। ପୋଲିସ ସୂତ୍ରରୁ…