Latest Odisha News

BREAKING NEWS

Browsing Category

ଫିଚର

ବର୍ଗର ଖାଇବା ପାଇଁ ପଇସା ନ ଥିଲା, କୋହଲିଙ୍କ ସାହାଯ୍ୟ ପରେ ଏବେ କମାଲ କରୁଛନ୍ତି ସୁମିତ

ନୂଆଦିଲ୍ଲୀ: ପ୍ରତିଭାକୁ ସହଜରେ ଦାବୀ ହୁଏନି । ସୁଯୋଗ ମିଳିଲେ ଜଣେ ଦକ୍ଷତା ସମ୍ପନ୍ନ ଖେଳାଳି ତାର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଛାଏ ନାହିଁ । ଟେନିସ ଖେଳାଳି ସୁମିତ ନାଗଲ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ । ଅଷ୍ଟ୍ରେଲିଆନ ଓପନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରି ସେ ସମସ୍ତଙ୍କୁ ଗୌରବନ୍ୱିତ…

ପ୍ରତିଶୃତି ରଖିଲେ ରେଳମନ୍ତ୍ରୀ: ଦଶପଲ୍ଲା ଷ୍ଟେସନରେ ଖୋଲିଲା ରିଜର୍ଭେସନ ଟିକେଟ୍ କାଉଣ୍ଟର

ଭୁବନେଶ୍ୱର: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜାନୁଆରୀ ୨୦୨୪ର ପ୍ରଥମ ସପ୍ତାହରେ ଦଶପଲ୍ଲା ଗସ୍ତ ସମୟରେ ଏହି ଅଞ୍ଚଳର ଲୋକମାନେ ଦଶପଲ୍ଲା ରେଳ ଷ୍ଟେସନରେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (PRS) କାଉଣ୍ଟର ବା ରିଜର୍ଭରେସନ ଟିକେଟ କାଉଣ୍ଟର ଖୋଲିବାକୁ ଦାବି କରିଥିଲେ। ଶ୍ରୀ ବୈଷ୍ଣବ…

ବିନା ସିମ୍ ଓ ଇଣ୍ଟରନେଟରେ ମୋବାଇଲରେ ଦେଖିହେବ ଟିଭି, ଜାଣନ୍ତୁ କେନ୍ଦ୍ରର ବଡ଼ ଯୋଜନା

ନୂଆଦିଲ୍ଲୀ: ମୋବାଇଲ୍ ବ୍ୟବହାର କରୁଥିବା ବ୍ୟକ୍ତି ଖୁବଶୀଘ୍ର ସିମ୍ କାର୍ଡ କିମ୍ବା ବିନା ଇଣ୍ଟରନେଟ୍ ସଂଯୋଗରେ ଲାଇଭ୍ ଭିଡିଓ ଷ୍ଟ୍ରିମିଂ କରିପାରିବେ। କେନ୍ଦ୍ର ସରକାର ଏଥିପାଇଁ ଏକ ବଡ଼ ପ୍ରସ୍ତୁତି କରୁଛନ୍ତି। ଏହି ଯୋଜନାରେ ମୋବାଇଲରେ ଇଣ୍ଟରନେଟ୍ କିମ୍ବା ସିମ୍ ପଡ଼ିବା ଜରୁରୀ ନୁହଁ।…

ବିସିସିଆଇ ଚୟନ କମିଟି ସଦସ୍ୟଙ୍କ ମଧ୍ୟରୁ କିଏ ହେବେ ବିଦା

ମୁମ୍ବାଇ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚୟନ କମିଟି ସଦସ୍ୟଙ୍କ ମଧ୍ୟରୁ ଜଣେ ବିଦା ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ଏବେ ୫ଜଣ ସଦସ୍ୟ ରହିଛନ୍ତି । କୌଣସି ସ୍ଥାନ ଖାଲି ନ ଥିଲେ ମଧ୍ୟ ଅଗରକରଙ୍କ ବ୍ୟତୀତ ଜଣେ ବିଦା ହେବା ଏକପ୍ରକାର…

ୟୁରାନସ ଏବଂ ନେପଚୁନର ରଂଗ ନୀଳ ନୁହେଁ, ନୂତନ ଅନୁସନ୍ଧାନ ପରେ ସାମନାକୁ ଆସିଲା ପ୍ରକୃତ ରଂଗ

ନୂଆଦିଲ୍ଲୀ: ସୌର ମଣ୍ଡଳରେ ଥିବା ସମସ୍ତ ଗ୍ରହ ପରସ୍ପରଠାରୁ ଭିନ୍ନ, କିନ୍ତୁ ଅନେକ ଗ୍ରହରେ ସମାନତା ମଧ୍ୟ ଦେଖାଯାଏ । ପୃଥିବୀ ଏବଂ ମଙ୍ଗଳ ମଧ୍ୟରେ ଅନେକ ସମାନତା ଥିବାବେଳେ ପୃଥିବୀ ଏବଂ ଶୁକ୍ରଙ୍କର ଅନେକ ଭିନ୍ନତା ଥାଇ ମଧ୍ୟ କିଛି ସମାନତା ରହିଛି । ୟୁରାନସ ଏବଂ ନେପଚୁନ ଗ୍ରହରେ ମଧ୍ୟ ସମାନ…

କ’ଣ ରହିଛି ଏନ୍ଏଚ୍ଏଆଇର ‘ଗୋଟିଏ ଯାନ, ଗୋଟିଏ ଫାଷ୍ଟଟ୍ୟାଗ’ ପଦକ୍ଷେପ, ଜାଣନ୍ତୁ କିପରି ଅପଡେଟ୍…

ନୂଆଦିଲ୍ଲୀ: ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ପକ୍ଷରୁ 'ଗୋଟିଏ ଯାନ, ଗୋଟିଏ ଫାଷ୍ଟଟ୍ୟାଗ' ଅଭିଯାନ ଆରମ୍ଭ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ଯେ କୌଣସି ଯାନ ଗୋଟିଏରୁ ଅଧିକ ଫାଷ୍ଟଷ୍ଟାଗ ବ୍ୟବହାର କରିପାରିବେ ନାହିଁ। ଗାଡ଼ି ମାଲିକମାନେ ସମାନ ଫାଷ୍ଟଟ୍ୟାଗ ବ୍ୟବହାର କରିପାରିବେ।…

ଓଡ଼ିଶାରେ କେତେ ରୂପାନ୍ତରୀକରଣ ହୋଇଛି?: ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ ପରେ ତେଜିଲା ବୟାନବାଜି

ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷ ସରକାରରେ ରାଜ୍ୟରେ ଅନେକ ରୂପାନ୍ତରୀକରଣ ହୋଇଛି। ଶାସକ ଦଳ ବିଜେଡିର ଏହି ଦାବିକୁ ନେଇ ଏବେ ବିରୋଧୀ ଘେରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ କରିଛନ୍ତି ଯେ ଏଥିପାଇଁ ଏକ ମଞ୍ଚ ପ୍ରସ୍ତୁତ ହେଉ।…

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ, କାରଣ ଅସ୍ପଷ୍ଟ

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଆଉ ଏକ ଦୁଃଖଦ ଖବର ସାମ୍ନା କୁ ଆସିଛି । ନାମିବିଆରୁ ଭାରତ ଆସିଥିବା ଆଉ ଏକ ଚିତା 'ଶୌର୍ଯ୍ୟ'ର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କୁନୋ ଜାତୀୟ ଉଦ୍ୟାନରେ ୧୦ ଟି ଚିତାବାଘଙ୍କର ମୃତ୍ୟୁ ଘଟିଛି । ଏଥିରେ ୭ ଟି ଚିତାବାଘ ଏବଂ ୩ ଟି ଛୁଆ…

ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ବିବାଦ ମାମଲା: ମସଜିଦ୍ ସର୍ଭେ ନିଷ୍ପତ୍ତିକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରା ଶାହି ଇଦଗାହ ମସଜିଦରେ ସର୍ଭେ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ । ବର୍ତ୍ତମାନ ଶାହି ଇଦଗାହ ​​ମସ୍‌ଜିଦ୍‌ରେ କୌଣସି ସର୍ବେକ୍ଷଣ ହେବନାହିଁ। କୋର୍ଟ କମିଶନରଙ୍କ ନିଯୁକ୍ତି ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ…