Latest Odisha News

BREAKING NEWS

Browsing Category

ଫିଚର

କାବୁଲରେ ଆତ୍ମଘାତି ବିସ୍ଫୋରଣରେ ଶହେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ

କାବୁଲ: ତାଲିବାନ ଶାସନ ପରେ ଆଜି କାବୁଲର ଏକ ସ୍କୁଲରେ ଛାତି ଥରାଇ ଦେବା ଭଳି ଆତ୍ମଘାତି ବିସ୍ଫୋରଣ ଘଟିଛି । ଏଥିରେ ଶତାଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ । କାବୁଲ ସହରର ପଶ୍ଚିମ ଦସତ-ଇ-ବାରଚି ଅଞ୍ଚଳର କାଜ ଏଜୁକେସନ ସେଂଟର ସ୍କୁଲରେ ଏହି…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ଥରୁର-ଖଡ଼ଗେଙ୍କ ମଧ୍ୟରେ ଲଢ଼େଇ ସଂଭାବନା

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସରିଛି । ଆଜି ଶେଷ ଦିନରେ ତିନି ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶଶୀ ଥରୁର, ମଲ୍ଲିକାର୍ଜୁନ ଖଡ଼ଗେ, ଏବଂ କେଏନ ତ୍ରିପାଠୀ ଏବେ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି । ଅକ୍ଟୋବର ୮ ତାରିଖ ହେଉଛି…

ଓଡ଼ିଆରେ ଦେଇ ହେବ OCS ପରୀକ୍ଷା, ୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି । କ୍ୟାବିନେଟରେ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ସଂଶୋଧନକୁ ମଞ୍ଜୁରୀ ମିଳିଛି । UPSC ଭଳି OCSରେ ଗୋଟିଏ ଅପସିନାଲ ରହିବ । ୨୨୫୦ ମାର୍କର ପରୀକ୍ଷା ବଦଳରେ ୨୦୦୦ ମାର୍କର ପରୀକ୍ଷା ହେବ । ଓଡ଼ିଆରେ…

ବିବେକଙ୍କ ବିଫ ବୟାନ ନେଇ ସୃଷ୍ଟି ହେଲା ବିବାଦୀୟ ପରିସ୍ଥିିତି

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ଫିଲ୍ମ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା ବିବେକ ଅଗ୍ନିହୋତ୍ରୀଙ୍କ ଏକ ପୁରୁଣା ବୟାନ ବଲିଉଡରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଏକ ଭିଡିଓରେ ବିବେକ ମୁଁ ବିଫ ଖାଉଥିଲି ଏବଂ ଏବେ ଖାଉଛି । ଭିଡିଓ ଭାଇରାଲ ହେବା ପରେ ତାଙ୍କ ଫିଲ୍ମକୁ ବୟକଟ କରିବା ନେଇ…

ଘର କରାଇ ଦେବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଜିଆରଏସ୍

ଝାରସୁଗୁଡ଼ା: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜିଆରଏସ୍ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କନକତୋରା ପଞ୍ଚାୟତର ଜିଆରଏସ ମନୋଜ କୁମାର ସାହୁଙ୍କୁ ଧରିଛି ଭିଜିଲାନ୍ସ । ୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମନୋଜ ଧରା ପଡିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ…

ଟି୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ପୁରସ୍କାର ରାଶି: ଚାମ୍ପିୟନ ଟିମକୁ ମିଳିବ ୧୩ କୋଟି

ମୁମ୍ବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଶୁକ୍ରବାର ପୁରସ୍କାର ରାଶି ଘୋଷଣା କରିଛି । ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଗା ଇଭେଂଟର ଚାମ୍ପିୟନ ଦଳକୁ ଏଥର ୧୩ କୋଟି ଏବଂ ରନର୍ସଅପ ଦଳକୁ ୬.୫କୋଟି ଟଙ୍କା…

ପୁଅର ନାଁ ‘ରାମ’ ରଖି ପାରିବେ ନାହିଁ ସୈଫ୍ ଅଲି ଖାନ ! ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ଫିଲ୍ମ 'ବିକ୍ରମ ବେଧା' ଶୁକ୍ରବାର ଅର୍ଥାତ୍ ଆଜି ପ୍ରେକ୍ଷଳୟରେ ମୁକ୍ତିଲାଭ କରିଛି। ଏହି ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି। କିନ୍ତୁ ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ସୈଫଙ୍କ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ…

‘ତାରକ ମେହତା କା ଉଲଟା ଚଷମା’ରେ ଫେରୁଛନ୍ତି ସମସ୍ତଙ୍କ ପ୍ରିୟ କମେଡିଆନ ଦୟାବେନ

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ କମେଡି ଶୋ ‘ତାରକ ମେହତା କା ଉଲଟା ଚଷମା’କୁ ନେଇ ଖୁସି ଖବର । ପୁଣି ଟିଭି ପରଦାକୁ ଫେରୁଛନ୍ତି ସମସ୍ତଙ୍କ ପ୍ରିୟ କମେଡିଆନ ଦୟାବେନ (ଦିଶା ଭକାନି)। ଦୟାବେନ ତଥା ଦିଶା ୪ ବର୍ଷ ଧରି ଏହି କମେଡି ଶୋରେ ନଜର ଆସୁନିଥିଲେ। ପ୍ରଶଂସକମାନେ ତାଙ୍କ ଅଭିନୟକୁ…

HSRP ଆଶ୍ୱସ୍ତି, ଅବଧି ବୃଦ୍ଧି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ନମ୍ବର ପ୍ଲେଟ୍ ଟେନସନରୁ ସାମାନ୍ୟ ଆଶ୍ୱସ୍ତି । ହାଇକୋର୍ଟଙ୍କ ଅସନ୍ତୋଷ ପରେ ରାଜ୍ୟ ସରକାର ମହଲତକୁ ମାସେ ବଢ଼ାଇଛନ୍ତି । ଆଜି ସରୁଥିବା ଡେଡ୍ ଲାଇନ୍ ଅକ୍ଟୋବର ୩୧ ଯାଏ ବଢ଼ିଛି । ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP) ଲଗାଇବା ଅବଧି ବୃଦ୍ଧି ନେଇ ରାଜ୍ୟ STA…

ଦାୟିତ୍ୱ ଗ୍ରହଣ କଲେ ନୂଆ ସିଡିଏସ ଅନିଲ ଚୌହ୍ୱାନ

ନୂଆଦିଲ୍ଲୀ: ଦେଶର ଦ୍ବିତୀୟ ସିଡିଏସ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ଅନିଲ ଚୌହାନ। ସିଡିଏସ୍ ହେବା ପରେ ଅନିଲ ଚୌହ୍ୱାନ ଦେଶର ତିନି ସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବେ। ଯାହାଦ୍ୱାରା ଦେଶର ସୈନ୍ୟବାହିନୀ ଭବିଷ୍ୟତର ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ ହୋଇପାରିବେ।…