Latest Odisha News

BREAKING NEWS

Browsing Category

ଫିଚର

ଜଙ୍ଗଲରୁ ମିଳିଲା ହାତୀ କଙ୍କାଳ, ମୃତ୍ୟୁର କାରଣ ଅସ୍ପଷ୍ଟ

ଅନୁଗୁଳ: ପୁଣି ହାତୀ ମୃତ୍ୟୁ । ଜଙ୍ଗଲ ଭିତରେ ଏକ ହାତୀର କଙ୍କାଳ ଠାବ ହୋଇଛି । ଅନୁଗୁଳ ବନଖଣ୍ଡ ଫୁପୁଣ୍ଡା ଜଙ୍ଗଲର କମ୍ପାର୍ଟମେଣ୍ଟ ୨ ଅଞ୍ଚଳରୁ ଏକ ହାତୀର କଙ୍କାଳ ମିଳିଛି । ହାତୀ କଙ୍କଳା ପଡ଼ିଥିବା ଦେଖିଥିଲେ ୱାଚର । ଏନେଇ ୱାଚର ବନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ…

‘ସଂସଦ ଭବନର ‘ସିଂହ’ ହିଂସ୍ର ଦେଖାଯାଉନି, ଏହା ବ୍ୟକ୍ତିଗତ ଦୃଷ୍ଚିକୋଣ ଉପରେ ନିର୍ଭର…

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉପରେ ପ୍ରତିଷ୍ଠା ହୋଇଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭରେ ଥିବା ସିଂହ ହିଂସ୍ର ଦେଖାଯାଉନି, କି ଏହା କୌଣସି ଆଇନ ଉଲ୍ଲଂଘନ କରୁନାହିଁ। ଏହା ସହିତ ଆକ୍ରମଣାତ୍ମକ ପ୍ରତିମୂର୍ତ୍ତି ବୋଲି ଉଠିଥିବା ଦାବି ଉପରେ ସୁପ୍ରିମ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଆଉ ଆବେଦନକୁ…

ଏୟାର ଇଣ୍ଡିଆରେ ନିୟମ ପରିବର୍ତ୍ତନ, ବୃଦ୍ଧି ପାଇବ ବରିଷ୍ଠ ନାଗରିକଙ୍କ ବିମାନ ଭଡା

ନୂଆଦିଲ୍ଲୀ: ପରିବର୍ତ୍ତନ ହୋଇଛି ଏୟାର ଇଣ୍ଡିଆ ନିୟମ। ବିମାନ ଭଡ଼ା କମିବା ପରିବର୍ତ୍ତେ ବୃଦ୍ଧି ଘଟିଛି। ଟାଟା ଗ୍ରୁପ ଏୟାରଲାଇନ୍ସ ଏୟାର ଇଣ୍ଡିଆ ଏବେ ବରିଷ୍ଠ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଣିଛି ସ୍ୱତନ୍ତ୍ର ରିହାତି। ବିମାନ ସେବା ପକ୍ଷରୁ କୁହାଯାଇଛି ଯେ ବରିଷ୍ଠ ନାଗରିକ ଏବଂ…

ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଥିବା ଦଳକୁ ୫୦ ହଜାର ଟଙ୍କା ଜୋରିମାନା

ନୂୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଥିବା ଏକ ଆବେଦନ ଉପରେ କୋର୍ଟରେ ଶୁଣାଣି କରିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ସଂପୃକ୍ତ ରାଜନୈତିକ ଦଳକୁ ତାଗିଦ କରିବା ସହ ଜୋରିମାନା ମଧ୍ୟ ଲଗାଇଛନ୍ତି। ମଧ୍ୟପ୍ରଦେଶର ଜନ ବିକାଶ ପାର୍ଟି ସୁପ୍ରିମକୋର୍ଟରେ ଇଭିଏମ୍…

ଆପଣଙ୍କ ପକେଟ ଉପରେ ବଢ଼ିବ ଆର୍ଥିକ ବୋଝ, ଆରବିଆଇ ବଢ଼ାଇଲା ରେପୋ ରେଟ୍

ମୁମ୍ବାଇ: ଦେଶର ମୁଦ୍ରାସ୍ପୀତିକୁ ଦେଖି ଆରବିଆଇ ବଢାଇଲା ରେପୋ ରେଟ୍। ଯାହା ସିଧା ଲୋକଙ୍କ ପକେଟ ଉପରେ ବୋଝ ହେବାକୁ ଯାଉଛି। ଚଳିତ ଆର୍ଥିକ ବର୍ଷରେ ଚତୁର୍ଥ ଥର ପାଇଁ ରେପୋ ରେଟ୍ ବୃଦ୍ଧି କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)। ୨୮ ତାରିଖରୁ ଆରବିଆଇର ତିନି ଦିନିଆ…

ବିଜେଡି ଛାଡ଼ିଲେ ତେଜେଶ୍ୱର ପରିଡ଼ା, ବିଜେପିରେ ମିଶିବେ !

ଭୁବନେଶ୍ୱର: ଓଡ଼ିଶା ଖଦି ଓ ଗ୍ରାମ୍ୟଦ୍ୟୋଗ ବୋର୍ଡର ପୂର୍ବତନ ସଭାପତି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଇମେଲ୍ ଯୋଗେ ଦଳର ସଭାପତିଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦ୍ୟରୁ ଇସ୍ତଫା ଦେଇଛନ୍ତି ତେଜେଶ୍ୱର । ଆଜି ଅପରାହ୍ଣରେ ତେଜେଶ୍ୱର ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି ।…

ସ୍ୱାମୀ-ସ୍ତ୍ରୀଙ୍କ ପ୍ରେମ ସମ୍ପର୍କକୁ ଆହୁରି ନିବିଡ଼ କରିବେ କିପରି?

ଓଡିଶା ସମ୍ବାଦ ବ୍ୟୁରୋ: ସ୍ୱାମୀ-ସ୍ତ୍ରୀ ପ୍ରେମ ଶ୍ୱାସତ ସୁନ୍ଦର ଓ ସେମାନଙ୍କ ପ୍ରେମ ଚିରସ୍ଥାୟୀ। ପ୍ରେମ ହେଉଛି ଏକ ସମ୍ପର୍କ ଯେଉଁଠାରେ ପରସ୍ପର ଯେତେ ସମୟ ବିତାଇଲେ ମଧ୍ୟ ତାହା କମ ପଡିଯାଏ। ଅନ୍ୟପକ୍ଷରେ ଯେତେବେଳେ ଏକ ସମ୍ପର୍କ ମଜବୁତ ହୁଏ ସେତେବେଳେ ଜୀବନରେ ଅନେକ ଆନନ୍ଦ ମିଳେ। ଯେମିତି…

ଆଘାତ ସୃଷ୍ଟି କରୁଛି ବ୍ୟାଘାତ

ନୂଆଦିଲ୍ଲୀ: ଆଘାତ ସମସ୍ୟା ସର୍ବଦା ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ସାଜିଛି । ଆଇସିସିର ବଡ ଟୁର୍ଣ୍ଣାମେଂଟ ପୂର୍ବରୁ ବାରମ୍ବାର ଏହି ସମସ୍ୟା ଦେଖିବାକୁ ମିଳୁଛି । ନାଁ ବିସିସିଆଇ ନାଁ ଖେଳାଳି କେହି ସୁଧୁରୁ ନାହାନ୍ତି । ଶେଷ ମୂହର୍ତରେ ହଠାତ ଜଣେ ଖେଳାଳି ଆଘାତ ସମସ୍ୟା ଯୋଗୁ ଓହରିଯିବା…

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ । ଏବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ୍ ସିଂହ । ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ୍ ଏହି ନିଷ୍ପତ୍ତି ନେଇଛନ୍ତି । ଏଥିସହ ଓଡ଼ିଶା ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ…

ପୁଣି ଜଣେ ମଡେଲଙ୍କ ଆତ୍ମହତ୍ୟା

ମୁମ୍ବାଇ: ବିଗତ କିଛି ମାସ ହେବ ମଡେଲଙ୍କ ଆତ୍ମହତ୍ୟା ଖବର କ୍ରମାଗତ ସାମ୍ନାକୁ ଆସୁଛି। ଏବେ ପୁଣି ଜଣେ ମଡେଲ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ୪୦ ବର୍ଷିୟା ମଡେଲ ଜଣଙ୍କ ଗୁରୁବାର ମୁମ୍ବାଇର ଅନ୍ଧେରୀସ୍ଥିତ ଏକ ହୋଟେଲରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି।…