Latest Odisha News

BREAKING NEWS

Browsing Category

ଫିଚର

ବର୍ଷାରେ ଭିଜିବ ଦଶହରା, ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଅକ୍ଚୋବର ଦୁଇ ମହାଷ୍ଟମୀ। ଦୁଇ ବର୍ଷ ପରେ କୌଣସି କଟକଣା ନଥାଇ ଦୁର୍ଗାପୂଜା ପାଳନ ହେବାକୁ ଯାଉଛି। ସାରା ରାଜ୍ୟରେ ବଡ ବଡ ମେଢ ସାଙ୍ଗକୁ ତୋରଣ ତିଆରି ହୋଇଛି। ଲୋକେ ମଧ୍ୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହାରି ଭିତରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି…

ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଜାପାନ ଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଜାପାନ ଅଭିମୁଖେ ଯାତ୍ରା କରିଛନ୍ତି ।…

କୁଲଗାମ୍ ଏନକାଉଣ୍ଟରରେ ଜୈଶ ଏ ମହମ୍ମଦ ଆତଙ୍କବାଦୀ ନିହତ

କୁଲଗାମ: ଜମ୍ମୁକାଶ୍ମୀରର କୁଲଗାମରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ସୁରକ୍ଷାକର୍ମୀମାନେ ଆତଙ୍କବାଦୀମାନଙ୍କ ଏକ ଦଳକୁ ଘେରାଉ କରି ରହିଛନ୍ତି । ଦୁଇପଟରୁ ଗୁଳି ବିନିମୟ ଚାଲିଥିବାରୁ ଜଣେ…

୧୦ଟି ୟୁଟ୍ୟୁବ୍‌ ଚାନେଲରେ ପ୍ରସାରିତ ୪୫ଟି ଭିଡିଓ ବ୍ଲକ୍‌ କଲେ ସରକାର

ନୂଆଦିଲ୍ଲୀ:  ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୧୦ଟି ୟୁଟ୍ୟୁବ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ  ବ୍ଲକ୍‌ କରିଛି । ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥତା ମାର୍ଗଦର୍ଶିକା ଏବଂ ଡିଜିଟାଲ ଗଣମାଧ୍ୟମ ଆଚରଣ ସଂହିତା) ନିୟମାବଳୀ ୨୦୨୧ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କଟକ ବଡ ମେଡିକାଲରେ ଶିଶୁ କନ୍ୟା ଚୋରି ନା ଅଦଳବଦଳ!

କଟକ : କଟକ ବଡ଼ ମେଡିକାଲରୁ କନ୍ୟା ଶିଶୁ ଚୋରି ଘଟଣା ନୂଆମୋଡ ନେଇଛି । ପ୍ରଥମେ ଶିଶୁ ଚୋରି ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । ପରେ ମେଡିକାଲ ପକ୍ଷରୁ କୁହାଯାଇଥିଲା ଶିଶୁ ଅଦଳବଦଳ ହୋଇଛି  । ଥାନାରେ ମାମଲା ହେବା ପରେ ଶିଶୁକନ୍ୟାକୁ ଆଣି ଫେରାଇଛନ୍ତି ନେଇଥିବା ମହିଳା। ତେବେ ଶିଶୁ…

ଦଳାଚକଟା ମାମଲାରେ ଶାହାରୁଖଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ: ଭଦୋଦରା ଦଳାଚକଟା ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କୁ ସୁପ୍ରିମକୋର୍ଟଙ୍କ ନିକଟରୁ ବଡ ଆଶ୍ୱସ୍ତି ମିଳିଛି । ଫିଲ୍ମ ରଇସର ପ୍ରଚାର ସମୟରେ ୨୦୧୭ରେ ଶାହାରୁଖ ଭଦୋଦରା ଆସିଥିଲେ । ସେ ଆସିବା ଖବର ପ୍ରଚାର ହୋଇଥିବାରୁ ସେଠାରେ ପ୍ରବଳ ଭୀଡ ଜମିଥିଲେ । ଶାହାରୁଖଙ୍କ ଟିମ…

ହାର୍ଦ୍ଦିକ, ଦୀପକଙ୍କୁ ବିଶ୍ରାମ: ଦଳରେ ସାମିଲ ହେଲେ ଶାହାବାଜ, ଶ୍ରେୟାଶ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ସିରିଜ ପୂର୍ବରୁ ଭାରତୀୟ ଦଳରେ ପରିବର୍ତନ କରାଯାଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଦୀପକ ହୁଦାଙ୍କ ବଦଳରେ ବାମହାତୀ ସ୍ପିନର ଶାହାବାଜ ଅହମ୍ମଦ ଓ ବ୍ୟାଟ୍ସମ୍ୟାନ ଶ୍ରେୟାଶ ଆୟାରଙ୍କୁ ଦଳରେ ସାମିଲ କରାଯାଇଛି । ହାର୍ଦ୍ଦିକଙ୍କୁ…

ନୀରଜ ଗ୍ୟାଙ୍ଗ ବିରୋଧରେ ହାତ ମିଳାଇଲେ ରାଜେଶ, ଗୋଲ୍ଡି,ଲରେନ୍ସ ଗ୍ରୁପ

ନୂଆଦିଲ୍ଲୀ: ନୂଆଦିଲ୍ଲୀ, ପଞ୍ଜାବ ଓ ହରିୟାଣାରେ ବଡ ଧରଣର ଗ୍ୟାଙ୍ଗୱାର ହେବାକୁ ଯାଉଥିବା ପୋଲିସ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ନିକଟରେ ରାଜେଶ ବବାନିଆ ଗ୍ୟାଙ୍ଗର ୪ ବଦମାସ ଧରାପଡିବା ପରେ ସେମାନଙ୍କ ନିକଟରୁ ଏହି ତଥ୍ୟ ସମ୍ମୁଖକୁ ଆସିଛି । ନୀରଜ ବାବାନିଆ ଗ୍ୟାଙ୍ଗ ବିରୋଧରେ…

ବାଲୁକା କଳାରେ କ୍ଷୁଦ୍ର କୋଣାର୍କ : ପର୍ଯ୍ୟଟନ ପାଇଁ ନିଆରା ପ୍ରୟାସ

ପୁରୀ: ବିଶ୍ବ ପର୍ଯ୍ୟଟନ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ  ।  ଓଡିଶାର କଳା ସଂସ୍କୃତିକୁ ସାରା ବିଶ୍ୱ ରେ ପରିଚିତ କରିବା ପାଇଁ ପୁରୀ ବେଳାଭୂମିରେ ନିର୍ମାଣ କଲେ ବାଲିର ଖୁଦ୍ର କୋଣାର୍କ ମିନ୍ଦିର । ଏହି…