Latest Odisha News

BREAKING NEWS

Browsing Category

ଫିଚର

ହୀରାକୁଦର ୪୦ଟି ଗେଟ ଖୋଲିଲା, ତଳିଆ ଅଞ୍ଚଳରେ ବନ୍ୟା ସତର୍କତା ଜାରି

ଭୁବନେଶ୍ୱର: ହୀରାକୁଦର ୪୦ ଟି ଗେଟରେ ପାଣି ଛଡାଯାଇଛି । ଗତକାଲି ୨୬ଟି ଗେଟ ଖୋଲାଯାଇଥିବା ବେଳେ ଆଜି ପର୍ଯ୍ୟାୟ କ୍ରମେ ଆଉ ୧୪ଟି ଗେଟ ଖୋଲାଯାଇଛି । ୪୦ଟି ଗେଟ ଦ୍ବାରା ଜଳ ନିଷ୍କାସନ ହେଉଛି ।  ତେବେ ତଳମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗତ ୪ ଦିନ ହେଲା ଲାଗି ରହିଥିବା…

ଲଗାଣ ବର୍ଷାରେ ଶହ ଶହ ଏକର ଜମି ବାଲିଚର, ବ୍ୟାପକ ଚାଷ ନଷ୍ଟ

ରାୟଗଡ଼ା: ଲଗାଣ ବର୍ଷା ପରେ ଚାଷୀ ମୁଣ୍ଡରେ ଚଡ଼କ । ରାୟଗଡ଼ା ଜିଲ୍ଲାର ଶହ ଶହ ଏକର ଜମି ବାଲିଚର ହୋଇ ଯାଇଛି । ଫଳରେ ବ୍ୟାପକ ଭାବେ ଚାଷ ନଷ୍ଟ ହୋଇଥିବା ବେଳେ ବର୍ଷାରେ କଚ୍ଚାଘର କ୍ଷତିଗ୍ରସ୍ତ ହୋଇଛି । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଭୈରବଗଡ଼ର ଦକ୍ଷିଣ ଦିଗରେ ପ୍ରବାହିତ ସକଟା…

ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ସ୍ଥିତି, ଅନେକ ଗାଁରେ ପଶିଲା ପାଣି

ଖୋର୍ଦ୍ଧା: ଖୋର୍ଧା ଜିଲ୍ଲାର ଖୋର୍ଦ୍ଧା ବ୍ଲକ ଏବଂ ଟାଙ୍ଗୀ ବ୍ଲକ୍, ପୁରୀ ଜିଲ୍ଲାର କଣାସ ବ୍ଲକର ଅନେକ ଗାଁ ଏବେ ପାଣି ଘେରରେ । ଲଗାଣ ବର୍ଷା ପରେ ଏବେ ଖୋର୍ଧା ବ୍ଲକ୍ ର  ଓର୍ବରସିଂହ ପଞ୍ଚାୟତ ର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।  ହୀରାକୁଦ ଜଳଭଣ୍ଡାର ରୁ ପ୍ରଚୁର ପାଣି…

ଯାଜପୁର ବୈତରଣୀରେ କମିଛି ଜଳ ସ୍ତର: ବିପଦ ଟଳିନି, ଶୁଖିଲା ଖାଦ୍ୟ ବଣ୍ଟନ ଚାଲିଛି

ଯାଜପୁର: ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀ ଜଳ ସ୍ତର କମିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବିପଦ ସଙ୍କେତ ତଳକୁ ଖସିନି ଜଳ ସ୍ତର। ଏ ପର୍ଯ୍ୟନ୍ତ ବିପଦ ଟଳି ନଥିବା ଆକଳନ କରାଯାଉଛି । ମଙ୍ଗଳବାର ଆଖୁଆପଦାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ବୈତରଣୀର ଶାଖା କାଣୀ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ିବା ପରେ ୩୧ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ପୂର୍ବରୁ ୨୬ଟି ଗେଟ୍ ଖୋଲିଥିବା ବେଳେ ଏବେ ଆଉ ୫ଟି ଗେଟ୍ ଖୋଲା ଯାଇଛ । ମୋଟ ୪୦ଟି ଗେଟ୍ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ହୀରାକୁଦରୁ ପାଣି ଛଡ଼ା ଯାଉଥିବା ବେଳେ ମହାନଦୀ…

ୱାଶିଂଟନଙ୍କ ସ୍ଥାନରେ ଟିମ ଇଣ୍ଡିଆରେ ସାମିଲ ହେଲେ ଶାହବାଜ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ଅଲରାଉଣ୍ଡର ଶାହବାଜ ଅହମ୍ମଦଙ୍କୁ ଚୂଡାନ୍ତ ଦଳରେ ସାମିଲ କରାଯାଇଛି । ଆଘାତ ସମସ୍ୟା ଯୋଗୁ ୱାଶିଂଟନ ଦଳରୁ ଓହରି ଯାଇଛନ୍ତି । ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଶାହାବାଜ ଚମତ୍କାର…

ସ୍କୁଲରେ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ; ପ୍ରଧାନଶିକ୍ଷକଙ୍କୁ ଦେଲେ ଦୋଷ

ବାଲୁଗାଁ: ମଶା ମରା ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସ୍କୁଲ ଶିକ୍ଷୟିତ୍ରୀ । ବାଲୁଗାଁ ସ୍ଥିତ ପଞ୍ଚୁପଲ୍ଲୀ ସୋମନାଥ ଉଚ୍ଚ ବିଦ୍ୟଳୟର ଇଂରାଜୀ ଶିକ୍ଷୟିତ୍ରୀ ସନ୍ତୋଷୀ ବେହେରା ପ୍ରଧାନ ଶିକ୍ଷକଙ୍କୁ ଦୋଷ ଦେଇ ଆତ୍ମହତ୍ୟା ପାଇଁ ଚେଷ୍ଟା କରିଛନ୍ତି । ଶିକ୍ଷୟିତ୍ରୀ ସନ୍ତୋଷୀ…

୧୯ରୁ ଆଉ ଏକ ଲଘୁଚାପ, ହୀରାକୁଦ ଡ୍ୟାମର ୩୧ଟି ଗେଟ୍ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ

ଭୁବନେଶ୍ୱର: ପୁଣି ଭିଜିବ ଓଡ଼ିଶା । ୧୯ ତାରିଖ ବେଳକୁ ଉତ୍ତର-ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ୧୮ ତାରିଖରୁ ବଢ଼ିବ ବର୍ଷାର ପରିମାଣ । ଲଘୁଚାପ ପ୍ରଭାବରେ ୨୧ ତାରିଖ ଯାଏ ବର୍ଷା ଲାଗି ରହିବା…

ଫୁଲୁଛି ଦେବୀ ନଦୀ, ବଡ଼ବାଲିକଣିରେ ବିରାଟ ଘାଇ

ଜଗତସିଂହପୁର: ଲଗାଣ ବର୍ଷା ପରେ ହୀରାକୁଦରୁ ନିଷ୍କାସିତ ବନ୍ୟା ଜଳ ଚିନ୍ତା ବଢ଼ାଇଛି । ବିଭିନ୍ନ ଜିଲ୍ଲାରେ ପ୍ରବାହିତ ନଦୀରେ ବନ୍ୟା ଜଳ ଆସିବା ପରେ ବଢ଼ୁଛି ଜଳସ୍ତର । ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ମହାନଦୀ, ଦେବୀ ନଦୀ ସହ ପାଇକା ବିଲୁଆଖାଇ ଆଦି ନଦୀର ଜଳସ୍ତର ବୃଦ୍ଧି ପାଇଛି ।…

[ଦେଖନ୍ତୁ ଭିଡିଓ] ଭାରତୀୟ ଫୁଟବଲ ଫେଡେରେସନକୁ ନିଲମ୍ବିତ କଲା FIFA, କ’ଣ ପଡ଼ିବ ପ୍ରଭାବ ?

ଭୁବନେଶ୍ୱର: ଭାରତୀୟ ଫୁଟବଲ୍ ଫେଡେରେସନକୁ FIFA ନିଲମ୍ବିତ କରିଛି । ଫଳରେ ଅନିଶ୍ଚିତତା ମଧ୍ୟକୁ ଚାଲି ଯାଇଛି କଳିଙ୍ଗ ଷ୍ଟାଡିୟମରେ ଅକ୍ଟୋବରରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ୍ ଆୟୋଜନ । AIFFକୁ FIFA ନିଲମ୍ବିତ କରିବା ପରେ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରର…