Latest Odisha News

BREAKING NEWS

Browsing Category

ଫିଚର

ଅଲଗା ହେଲେ କି ଶୁଭମନ-ସାରା ?

ମୁମ୍ବାଇ: ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବଂ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କ ସମ୍ପର୍କ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସାଁଉଟିଥିଲା । ଏପରିକି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ନେଇ ଆଲୋଚନା ଧରିଥିଲା । ଅବଶ୍ୟ ସାରା କିମ୍ବା ଶୁଭମନଙ୍କ ପକ୍ଷରୁ ଏ ନେଇ…

[ଦେଖନ୍ତୁ ଭିଡିଓ] ୧୨ କିଲୋମିଟର କେମିତି ଯିବେ ଛାତ୍ରଛାତ୍ରୀ ?

ପାରାଦୀପ: ଟଙ୍କା ଦେଲେ, ତଥାପି ବସ୍ ନେଉନି । ୧୨ କିଲୋମିଟର କେମିତି ଯିବେ ଛାତ୍ରଛାତ୍ରୀ ? ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ଯୋଗୁଁ ଶତାଧିକ ଛାତ୍ରଛାତ୍ରୀ ସ୍କୁଲ୍ ଯିବାରୁ ବଞ୍ଚିତ ହୋଇଛନ୍ତି । ଆଉ ଯାହାକୁ ନେଇ ଦୋଛକିରେ ପଡ଼ିଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ରାସ୍ତାରୋକ…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ କମାଲ କରୁଛନ୍ତି ମାଆ-ପୁଅ ଯୋଡି

ଟୋକିଓ: ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ କମାଲ କରୁଛନ୍ତି ଇସ୍ରାଏଲର ମାଆ-ପୁଅ ଯୋଡି । ୬୪ ବର୍ଷୀୟା ଶ୍ୱେତଲେନା ଜିଲଭରମ୍ୟାନ ଓ ୩୩ ବର୍ଷୀୟ ମୀସା ମିକ୍ସଡ ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଏଥିସହ ଶ୍ୱେତଲେନା ବିଶ୍ୱ ଚାମ୍ପିୟନଶିପରେ ବୟୋଜ୍ୟେଷ୍ଠ ମହିଳା ଭାବେ…

ବେଳାଭୂମିରେ ନରକଙ୍କାଳ କାହାର ?

ପୁରୀ: କୋଣାର୍କ ବେଳାଭୂମିରେ ନରକଙ୍କାଳ । ନୂଆନଈ ମୁହାଣ ଠାରୁ ରାମଚଣ୍ଡୀ ନଈ ମୁହାଣ ମଧ୍ୟରେ ନରକଙ୍କାଳ ପଡ଼଼ିଛି । ଯାହାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି । ନରକଙ୍କାଳ ନିକଟରେ ଏକ ନୀଳ ରଙ୍ଗର ଜିନ୍ସ ପ୍ୟାଣ୍ଟ ପଡ଼ିଛି । ଖବର ପାଇ ମେରାଇନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…

ଦୁଇ ଓଡ଼ିଆଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର : ଚଳିତ ବର୍ଷ ପାଇଁ ଦୁଇ ଜଣ ଓଡ଼ିଆ ସାହିତ୍ୟିକଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେମାନେ ହେଉଛନ୍ତି ଡ. ନରେନ୍ଦ୍ର ପ୍ରସାଦ ଦାସ ଏବଂ ଦିଲ୍ଲୀପ ବେହେରା । ଡ. ଦାସଙ୍କୁ ଶବ୍ଦ ପ୍ରଦୂଷଣ ଉପରେ ଲିଖିତ ପୁସ୍ତକ 'କୋଳାହଳ ନା ହଳାହଳ' ପାଇଁ ଏବଂ…

ସଟର ଭାଙ୍ଗି ନେଇଗଲେ ATM

ଯାଜପୁର: ଏଟିଏମ୍ ମେସିନ୍ ଲୁଟ । ଯାଜପୁର ଜିଲ୍ଲା ନେଉଳପୁର ଛକ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଏସବିଆଇ ଏଟିଏମ୍ ମେସିନ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବିଳମ୍ବିତ ରାତିରେ ଦୁର୍ବୃତ୍ତ ଏଟିଏମ୍ ଲୁଟି ନେଇଥିବା ଜଣା ପଡ଼ିଛି । ଆଜି ସକାଳୁ ଏଟିଏମକୁ ଲାଗି ରହିଥିବା ଦୋକାନ…

ନାଗାବଳୀ ନଦୀରେ ଭାସି ଗଲେ ପରିବାରର ୪ ଜଣ

ରାୟଗଡ଼ା: ବୁଲିବାକୁ ଆସି ଭାସି ଗଲେ । ରାୟଗଡ଼ା ଉପକଣ୍ଠ ଝୁଲା ବ୍ରିଜ୍ ସ୍ଥିତ ନାଗାବଳୀ ନଦୀରେ ଅଘଟଣ ଘଟିଛି । ବୁଲିବାକୁ ଆସିଥିବା ଆନ୍ଧ୍ରପ୍ରଦେଶର ଗୋଟିଏ ପରିବାରର ୪ ଜଣ ନଦୀରେ ଭାସି ଯାଇଥିବା ବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ୫ ବର୍ଷର ଶିଶୁପୁତ୍ରକୁ ଉଦ୍ଧାର ପାଇଁ ପ୍ରୟାସ କରୁଛି…

ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ଗଞ୍ଜାମ ଗସ୍ତ; ଋଷିକୂଲ୍ୟା ବ୍ରିଜ ଫେବୃଆରୀ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ଗ୍ରାମ୍ଯ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କହିଛନ୍ତି। ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ମନ୍ଦିର ବୁଲି ଦେଖିଛନ୍ତି । ସଞ୍ଜୟ…

କାହାକୁ ନମିଳୁ ଏମିତିକା ସ୍ୱାମୀ ! ରକ୍ତ ପରୀକ୍ଷା ନାଁରେ ବିକ୍ରି କରିଦେଲା ସ୍ତ୍ରୀର କିଡନୀ

ମାଲକାନଗିରି: ସ୍ୱାମୀ ସ୍ତ୍ରୀର କିଡନୀ ବିକ୍ରି କରିଦେବା ମାମଲାରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମହିଳାଙ୍କ ଡାହାଣ କିଡନୀ କାଢି ବିକ୍ରି କରାଯାଇଥିବା ମେଡିକାଲ ରିପୋର୍ଟରୁ ଜଣାପଡିଛି। ଯାହାକୁ ନେଇ ଆଜି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ବୁଧବାର…

ବ୍ରାହ୍ମଣୀ ନଦୀ ଜଳ ବ୍ୟବହାର ଯୋଗ୍ୟ କି ନୁହେଁ? ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର: ବ୍ରାହ୍ମଣୀ ନଦୀର ଜଳ ବ୍ୟବହାର ଯୋଗ୍ୟ ହେଲାଣି କି ନାହିଁ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ବ୍ରାହ୍ମଣୀ ନଦୀ ଜଳ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କି ପଦକ୍ଷେପ ନିଆଯାଉଛି । ସେ ସମ୍ବନ୍ଧରେ ଏକ ରିପୋର୍ଟ ଦାଖଲ କରିବାକୁ…