Latest Odisha News

BREAKING NEWS

Browsing Category

ଫିଚର

ଜନ୍ମାଷ୍ଟମୀ: ଭଗବାନ ଶ୍ରୀକୃଷ୍ଣଙ୍କ ଧରାବତରଣ

।।କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟଚ, ନନ୍ଦଗୋପ କୁମାରାୟ ଗୋବିନ୍ଦାୟ ନମୋନମଃ।। ପବିତ୍ର ଜନ୍ମାଷ୍ଟମୀ । ଭଗବାନ୍ ଶ୍ରୀକୃଷ୍ଣଙ୍କ ଶ୍ରୀକୃଷ୍ଣଙ୍କ ଧରାବତରଣର ଦିନ । ବିଷ୍ଣୁଙ୍କର ଅବତାରୀ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସକୁ ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁ…

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅପରାହ୍ନ ସାଢେ ତିନିଟା ବେଳେ  ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ୫ ଜିଲ୍ଲାର ବନ୍ୟାସ୍ଥିତି ଅନୁଧ୍ୟାନ କରିବେ । ସେହିଜିଲ୍ଲା ଗୁଡିକ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । ଏହି…

ଲଘୁଚାପ ସକ୍ରିୟ, ୨୪ ଘଣ୍ଟାରେ ଅବପାତ ସମ୍ଭାବନା; ପ୍ରବଳ ବର୍ଷା ନେଇ ୧୯ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ବନ୍ୟା ପ୍ରକୋପ ଥମିନି । ଏପଟେ ବଙ୍ଗୋପସାଗରରେ ସକ୍ରିୟ ହୋଇଛି ଆଉ ଏକ ଲଘୁଚାପ । ଆଜି ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ବାଂଲାଦେଶ ଏବଂ ମିଆଁମାର ଉପକୂଳରେ ଏକ ଲଘୁଚାପ ସକ୍ରିୟ ରହିଛି । ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ…

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ମଥୁରା, ସାରା ଭାରତ

ଆଜି  ଭଗବାନ କୃଷ୍ଣଙ୍କ ଜନ୍ମଦିନ । ଏଥିପାଇଁ ରାଧାକୃଷ୍ଣଙ୍କ ମନ୍ଦିରରେ ସମସ୍ତ ପ୍ରସ୍ତୁତି ସରିଛି ।  ରୋହିଣୀ ନକ୍ଷତ୍ରର ଅଷ୍ଟମୀ ତିଥିରେ ଜନ୍ମ ହୋଇଥିଲେ ଭଗବାନ ଶ୍ରୀକୃଷ୍ଣ । ଦେଶ ତଥା ବିଦେଶରେ ରହୁଥିବା କୋଟି କୋଟି କୃଷ୍ଣ ଭକ୍ତ ଆସନ୍ତାକାଲି କୃଷ୍ଣ ଜନ୍ମାଷ୍ଟମୀ ପାଳନ କରୁଛନ୍ତି ।…

୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧି କୃଷି ଋଣ ଉପରେ ମିଳିବ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି

ନୂଆଦିଲ୍ଲୀ: କୃଷକମାନଙ୍କ ପାଇଁ ଭଲ ଖବର । ଏଣିକି ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧିର କୃଷି ଋଣ ଉପରେ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ ଋଣ…

ପଣ୍ଡିତ ହେଲେ କେକେଆର କୋଚ

କୋଲକତା: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ କୋଲକାତା ନାଇଟ ରାଇଡର୍ସ ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ କୋଚ ଦାୟିତ୍ୱ ପ୍ରଦାନ କରିଛି । ବ୍ରେଣ୍ଡନ ମ୍ୟାକକୁଲାମଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ପଣ୍ଡିତଙ୍କ କୋଚିଂ ବଳରେ ମଧ୍ୟପ୍ରଦେଶ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି…

ହେଲମେଟ ଚେକିଂ: ଗୋଟିଏ ଦିନରେ 2073 ଚାଲାଣ ଜାରି , 400 ଡିଏଲ୍ ସ୍ଥଗିତ

କଟକ:  ଜାତୀୟ ତଥା ରାଜ୍ୟ ରାଜପଥରେ ହେଲମେଟ ନପିନ୍ଧି  ଦୁଇଚକିଆ ଯାନ ଚଳାଚଳ ବିରୁଦ୍ଧରେ ଚାଲିଛି ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଡ୍ରାଇଭ । ବିନା ହେଲମେଟ ପାଇଁ ଗତ 24 ଘଣ୍ଟା ମଧ୍ୟରେ ମୋଟ 2073 ଇ-ଚାଲାଣ ଜାରି କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ ବିନା ଗାଡି ଚଳାଇବା ପାଇଁ ମୋଟ 77 ଟି ଗାଡି ଜବତ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାଜ୍ୟରେ ଆହୁରି ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ସେ ଆହୁରି କହିଛନ୍ତି ଯେ, ଏହି ବନ୍ୟା ଦ୍ୱାରା ମହାନଦୀ ସିଷ୍ଟମରେ ମଙ୍ଗଳବାର ଦୁଇଟି ଘାଇ ହୋଇଥିଲା ।…

ଅଟ୍ଟାରୀ ବର୍ଡର ନିକଟରେ ୯୦୦ ଗ୍ରାମ ଆରଡିଏକ୍ସ ଜବତ, ବଡ ଧରଣର ଷଡଯନ୍ତ୍ର ବିଫଳ

ଅଟ୍ଟାରୀ: ପଞ୍ଜାବର ଅଟ୍ଟାରୀ ସୀମା ନିକଟରେ ଆତଙ୍କବାଦୀଙ୍କ ଏକ ବଡ ଷଡଯନ୍ତ୍ରକୁ ସୁରକ୍ଷାକର୍ମୀମାନେ ବିଫଳ କରିଛନ୍ତି । ବୁଧବାର ଆଫଗାନିସ୍ତାନରୁ ଆସୁଥିବା ଏକ ଟ୍ରକରେ ୯୦୦ ଗ୍ରାମର ଆରଡିଏକ୍ସ ଜବତ କରାଯାଇଥିଲା । ଡ୍ରାଇ ଫ୍ରୁଟ ନେଇ ଆସୁଥିବା ଏହି ଟ୍ରକକୁ ସ୍କାନ କରାଯିବା ବେଳେ ଏଥିରେ…

 ଆସନ୍ତାକାଲିଠୁ ପୁଣି ବର୍ଷା, ସତର୍କ ରହିବାକୁ କହିଲେ ଏସଆରସି

ଭୁବନେଶ୍ବର: ଆସନ୍ତାକାଲିଠୁ ପୁଣି ତିନି ଦିନ ବର୍ଷା ହେବ । ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସଂଭାବନା ରହିଛି ।  ଏହା ସହ ବିଜୁଳି ଘଡଘଡି ପାଇଁ ମଧ୍ୟ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ…