Latest Odisha News

BREAKING NEWS

Browsing Category

ଫିଚର

ଭାରତକୁ 9 ରନରେ ହରାଇଲା ଅଷ୍ଟ୍ରେଲିଆ, ରୈାପ୍ୟ ଜିତିଲା ମହିଳା କ୍ରିକେଟ ଟିମ୍

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତ  କ୍ରିକେଟରେ ଅଷ୍ଟ୍ରେଲିଆଠାରୁ ଫାଇନାଲରେ ପରାସ୍ତ ହୋଇଛି  । ସ୍ବର୍ଣ୍ଣ ଜିତିନପାରି ରୈାପ୍ୟରେ ସନ୍ତୁଷ୍ଟ ହୋଇଛି ଟିମ ଇଣ୍ଡିଆ  । ମହିଳା ଖେଳାଳିମାନେ ପ୍ରଥମରୁ ଭଲ ଖେଳିଥିଲେ ମଧ୍ୟ ଶେଷଭାଗରେ ଉଇକେଟ ହରାଇ ମ୍ୟାଚ ହାରିଥିଲେ । ଟସ ଜିତି ପ୍ରଥମେ…

ନୀତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀତି ଆୟୋଗର ପରିଚାଳନା ପରିଷଦର ସପ୍ତମ ବୈଠକରେ ଅନେକ ବିଷୟରେ ଆଲୋଚନା କରିଛନ୍ତି ।  ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଭାରତର ସବୁ ରାଜ୍ୟମାନଙ୍କର ମିଳିତ ପ୍ରୟାସ କାରଣରୁ କୋଭିଡ ଭଳି ମହାମାରୀରୁ ଭାରତ ମୁକୁଳି ପାରିଛି  ବୋଲି…

୫ ବର୍ଷ ପରେ ୟୁ ସାର୍ଟିଫିକେଟ ପାଇବାରେ ପ୍ରଥମ ଫିଲ୍ମ ହେଲା ରକ୍ଷାବନ୍ଧନ

ମୁମ୍ବାଇ: ୫ ବର୍ଷ ପରେ ଭାରତୀୟ ସେନ୍ସର ବୋର୍ଡ ରକ୍ଷାବନ୍ଧନକୁ ୟୁ ସାର୍ଟିଫିକେଟ ପ୍ରଦାନ କରିଛି । ଏହା ପୂର୍ବରୁ ୨୦୧୭ରେ ଇରଫାନ ଖାଁଙ୍କ ହିନ୍ଦୀ ମିଡିୟମକୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଫିଲ୍ମ ରିଲିଜ ହେବା ପୂର୍ବରୁ ସେନ୍ସର ବୋର୍ଡରୁ ସାର୍ଟିଫିକେଟ ଆଣିବାକୁ…

ବିଫଳ ହେଲା ଇସ୍ରୋର ସାଟେଲଇଟ ଲଂଚ ଭେହିକିଲ ଏସଏସଏଲଭି-ଡି୧ର ଉତକ୍ଷେପଣ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ ପକ୍ଷରୁ ଉତକ୍ଷେପଣ କରାଯାଇଥିବା ଏସଏସଏଲଭି-ଡି୧ ସାଟେଲାଇଟ କକ୍ଷଚ୍ୟୁତ ହୋଇଛି । ଫଳରେ ଏହା ଆଉ କୌଣସି କାର୍ଯ୍ୟରେ ଲାଗିବ ନାହିଁ ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ନବନିର୍ମିତ ସାଟେଲାଇଟ ଲଂଚ ଭେହିକିଲ ଏସଏସଏଲଭି-ଡି୧ ଦ୍ୱାରା ପ୍ରଥମ ଥର…

ସ୍ବର୍ଗଦ୍ବାରରେ ଶ୍ରାଦ୍ଧ ଓ ପୂଜା ସାମଗ୍ରୀ ବିକ୍ରୟ କେନ୍ଦ୍ରର ଦାୟିତ୍ବ ନବ ଓରମାସ

ପୁରୀ-  ସ୍ୱର୍ଗଦ୍ୱାର ପରିସର ମଧ୍ୟରେ ଥିବା ପୂଜା ଓ ଶ୍ରାଦ୍ଧ ସାମଗ୍ରୀ ବିକ୍ରୟ କେନ୍ଦ୍ର ପରିଚାଳନା ଦାୟିତ୍ବ ନେବାକୁ ଯାଉଛି ଓର୍ମାସ। ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏ ସଂକ୍ରାନ୍ତରେ ଏକ ବୁଝାମଣାପତ୍ର  ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ପୁରୀ ଠାରେ ସ୍ୱର୍ଗଦ୍ୱାର ସେବା ସମିତି ଓ…

ପଞ୍ଚମ ଟି-20ରେ 88 ରନରେ ଜିତିଲା ଭାରତ

ପଞ୍ଚମ ଟି-20ରେ 88 ରନରେ ଜିତିଲା ଭାରତ । ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୫ମ ଟ୍ବେଣ୍ଟି ରେ  ଟସ ଜିତି  20 ଓଭରରେ 7 ଉଇକେଟ ହରାଇ 188  ରନ କରିଛି ଭାରତୀୟ ଟିମ । ଆଜି ରୋହିତ ଶର୍ମା ବିଶ୍ରାମ ନେଇଥିବା ବେଳେ ଓପନର ଭାବେ ଶ୍ରେୟସ ଆୟର ଏବଂ ଇଶାନ କିଶନ ବ୍ୟାଟିଂ ଆରମ୍ଭ କରିଥିଲେ ।…

ଫ୍ରେଣ୍ଡଶିପ ଡେରେ ରିଲିଜ ହେଲା ୩ ବନ୍ଧୁଙ୍କ ଫିଲ୍ମ ଉଁଚ୍ଚାଇର ଫାଷ୍ଟ ଲୁକ ପୋଷ୍ଟର

ମୁମ୍ବାଇ: ଫ୍ରେଣ୍ଡଶିପ ଦିବସରେ ୩ ବନ୍ଧୁଙ୍କ ଉପରେ ଆଧାରିତ ଫିଲ୍ମ ଉଁଚ୍ଚାଇର ଫାଷ୍ଟ ଲୁକ ପୋଷ୍ଟର ଜାରୀ ହୋଇଛି । ଅମିତାଭ ବଚ୍ଚନ ସୋସିଆଲ ସାଇଟରେ ପୋଷ୍ଟର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ଏହା ଏବେ ଭାଇରାଲ ହେବାରେ ଲାଗିଛି । ଅମିତାଭଙ୍କ ବ୍ୟତୀତ ରାଜଶ୍ରୀ ଓ ସୁରଜ ବଡଜାତ୍ୟାଙ୍କ ଏହି…

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ; ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରବିବାର ସଂଧ୍ୟା ସାଢ଼େ ଆଠଟା ସମୟରେ ମନ୍ତ୍ରୀ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭୁବନେଶ୍ୱରରେ ପହଞ୍ଚିବେ । ଏଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ ବୋଲି ଓଡ଼ିଶା ବିଜେପି ପକ୍ଷରୁ ଜାରି ପ୍ରେସ…

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ବର୍ଷା: ବକ୍ସିଂରେ ନିଖତଙ୍କୁ ସ୍ୱର୍ଣ୍ଣ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଆଥଲେଟ ପଦକ ବର୍ଷା କରାଇବାରେ ଲାଗିଛନ୍ତି । ରବିବାର ମହିଳା ବକ୍ସିଂରେ ନିଖତ ଜରୀନ ଭାରତ ଖାତାରେ ଆଉ ଏକ ସ୍ୱର୍ଣ୍ଣ ଯୋଡିଛନ୍ତି । ବିଶ୍ୱ ଚାମ୍ପିୟନ ନିଖତ ୫୦ କେଜି ବିଭାଗର ଫାଇନାଲରେ ନଦର୍ଣ୍ଣ ଆୟର୍ଲାଣ୍ଡର କାର୍ଲି ମ୍ୟାକନଲଙ୍କୁ ୫-୦ରେ…

ଲୋନ୍ ଆପ୍ ଠକେଇ: ଗିରଫ ତିନି ଜଣଙ୍କୁ ରିମାଣ୍ଡରେ ନେଲା ମୁମ୍ବାଇ ପୋଲିସ

ଭୁବନେଶ୍ୱର: ଜାଲି ଲୋନ ଆପ୍ ଠକେଇ ମାମଲାରେ ଓଡ଼ିଶା ଇଓଡବ୍ଲୁ ଗିରଫ କରିଥିବା ତିନି ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସ ରବିବାର ରିମାଣ୍ଡରେ ନେଇଛି । ସେମାନେ ହେଉଛନ୍ତି - ନୀତିନ ମଲ୍ଲିକ, ସୁଶାନ୍ତ ଏବଂ ରକ୍ଷିତ । ନୀତିନ ମଲ୍ଲିକ ବିରୋଧରେ ଜିରଗାଓଁର ଚିଫ୍ ମେଟ୍ରୋପଲିଟାନ…