Latest Odisha News

BREAKING NEWS

Browsing Category

ଫିଚର

ଚନ୍ଦ୍ରକୁ କବଜା କରିବାକୁ ଚାହୁଁଛି ଚୀନ! ଚୋରି କରୁଛି ଟେକ୍ନୋଲୋଜି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକା ଡାଳେ ଡାଳେ ଗଲେ ଚୀନ ପତ୍ରେ ପତ୍ରେ ଯାଉଛି ।  ଚନ୍ଦ୍ରକୁ ଏକଚାଟିଆ ଅଧିକାର ସାବ୍ୟସ୍ତ ଲାଗି ଚୀନ୍ ବୈଜ୍ଞାନିକମାନେ ରାତିଦିନ ଏକ କରି ଗବେଷଣା କରୁଛନ୍ତି ।  ଏପରିକି ଅନ୍ୟ ଦେଶର ଟେକ୍ନୋଲୋଜି ମଧ୍ୟ ଚୋରି କରୁଛନ୍ତି । ଏଭଳି  ଆଶଙ୍କା କରିଛନ୍ତି ନାସା…

ମହିଳା ହକି ବିଶ୍ୱକପ: ଚୀନ ସହ ମ୍ୟାଚ ଡ୍ର ରଖିଲା ଭାରତ

ଆମଷ୍ଟେଲଭିନ: ଚଳିତ ମହିଳା ହକି ବିଶ୍ୱକପରେ ଭାରତ ମଙ୍ଗଳବାର ଚୀନ ବିପକ୍ଷ ମ୍ୟାଚକୁ ୧-୧ରେ ଡ୍ର ରଖିବାରେ ସଫଳ ହୋଇଛି । ଭାରତର ଏହା କ୍ରମାଗତ ଦ୍ୱିତୀୟ ଡ୍ର । ଗ୍ରୁପ ବି’ର ଏହି ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା । ଝେଙ୍ଗ ଜିଆଲି ଦ୍ୱିତୀୟ କ୍ୱାର୍ଟରରେ ଚମତ୍କାର ଗୋଲ ସ୍କୋର କରି ଚୀନକୁ…

ମା’ କାଳୀଙ୍କ ନେଇ ମହୁଆଙ୍କ ବିବାଦୀୟ ମନ୍ତବ୍ୟ, ଟିଏମସି କଲା ନିନ୍ଦା

ନୂଆଦିଲ୍ଲୀ: ମା' କାଳୀ ସିଗାରେଟ ଟାଣୁଥିବାର ଫଟୋକୁ ନେଇ ଏବେ ବିବାଦ ବଢିବାରେ ଲାଗିିଛି । ଏହି ମାମଲାରେ ୟୁପି ପୋଲିସ ମଦୁରାଇର ସଂପୃକ୍ତ ଫିଲ୍ମ ନିର୍ମାତା ବିରୋଧରେ ମାମଲା ରୁଜୁ କରି ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋରେ ହାତକଡି ପିନ୍ଧାଇବାକୁ ପ୍ରୟାସ କରିଛି ଅନ୍ୟପଟେ…

କାହିଁକି ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କଲେ ଏକନାଥ ସିନ୍ଦେ?

ମୁମ୍ବାଇ: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ଦୁଇଟି କାରଣ ତାଙ୍କୁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ବିରୋଧରେ ବିଦ୍ରୋହ କରିବାକୁ ବାଧ୍ୟ କରିଥିଲା। ଗୋଟିଏ ହେଲା ଏନସିପି ପରୋକ୍ଷରେ ଶିବସେନାକୁ ଦୁର୍ବଳ କରିବା ଏବଂ ଅନ୍ୟଟି ତାଙ୍କୁ ଉଦ୍ଧବ ଠାକରେ…

ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକ: ବାଲି ଯିବେ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଜି-୨୦ ବୈଠକ ପାଇଁ ଇଣ୍ଡୋନେସିଆ ଗସ୍ତ କରିବେ । ଆସନ୍ତା ୭ ଏବଂ ୮ ତାରିଖରେ ବାଲି ଠାରେ ଜି-୨୦ ଦେଶ ମାନଙ୍କର ବୈଦେଶିକ ମନ୍ତ୍ରୀ ମାନଙ୍କ ସମ୍ମିଳନୀ ହେବ । ଏହି ସମ୍ମିନଳୀରେ ଯୋଗ ଦେବାକୁ ଏସ. ଜୟଶଙ୍କର ବାଲି ଯିବେ । ବିଶ୍ବର ବିଭିନ୍ନ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ପଂଏଟ ଟେବୁଲରେ ଭାରତର ଅବନ୍ନତି, ଫାଇନାଲ ପ୍ରବେଶ ଆଶା କ୍ଷୀଣ

ମୁମ୍ବାଇ: ଇଂଲଣ୍ଡ ନିକଟରୁ ୫ମ ଟେଷ୍ଟରେ ଭାରତ ପରାଜିତ ହେବା ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ପରାଜୟ ଯୋଗୁ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ପଂଏଟ ଟେବୁଲରେ ୪ର୍ଥ ସ୍ଥାନକୁ ଖସି ଆସିଛି । ଫଳରେ ଭାରତର ଫାଇନାଲ ପ୍ରବେଶ ଆଶା କ୍ଷୀଣ ରହିଛି । ଅପରପକ୍ଷରେ ପାକିସ୍ତାନ ତୃତୀୟ ସ୍ଥାନକୁ…

ଛାତ୍ରୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେଉ: ବିଜେପି

ଭୁବନେଶ୍ୱର  :  ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତି ର‌ାଗିଂ ସହ୍ୟ କରିନପାରି ଗତ ଶନିବାର ଦିନ ଆତ୍ମହତ୍ୟା କରିବା ଅତ୍ୟନ୍ତ ଦୁଃଖ ଦାୟକ ଏବଂ ପୀଡାଜନକ ଘଟଣା ବୋଲି କହିଛି ବିଜେପି ଯୁବମୋର୍ଚା । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିବା ଏବଂ ଗତ ୩ଦିନ ଧରି…

ସରକାରରେ ବଢ଼ୁଛି ଅହଙ୍କାର ? ସୌମ୍ୟ କହିଲେ ‘ଅଙ୍କୁଶ ନ ଲାଗିଲେ ଗଣତନ୍ତ୍ର ପ୍ରତି ବିପଦ’

ଭୁବନେଶ୍ୱର: ନିରଙ୍କୁଶ ସରକାର, କାହାର ବଢ଼ୁଛି ଅହଙ୍କାର ? ଆଗରୁ ବିରୋଧୀ କହୁଥିଲେ, ଏବେ ଶାସକ ଦଳରୁ ବି ଉଠିଲାଣି ସମାନ ସ୍ୱର । ୨୨ ବର୍ଷରୁ ଅଧିକ ସମୟ ଧରି ସରକାରରେ ରହିବା ପରେ ଅହଙ୍କାର ବଢ଼ି ଗଲାଣି । ଅଙ୍କୁଶ ଲାଗିବା ଦରକାର, ନହେଲେ ଗଣତନ୍ତ୍ର ବିପଦରେ ପଡ଼ିବ ବୋଲି ବିଧାନସଭାରେ…

ଝାଡଖଣ୍ଡର ଏକ ସ୍କୁଲରେ ଧର୍ମ ନାମରେ ବଦଳିଲା ପ୍ରାର୍ଥନା

ରାଂଚି: ଝାଡଖଣ୍ଡର ଏକ ସ୍କୁଲରେ ଜୋର ଜବରଦସ୍ତ ପ୍ରାର୍ଥନା ବଦଳାଯିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଶିକ୍ଷା ମନ୍ତ୍ରୀ ଜଗରନାଥ ମାହୋତୋ ଏହି ଖବର ଜାଣିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ମୁତାବକ କୋରବାଡିହର ଏକ ମାଧ୍ୟମିକ ବିଦ୍ୟାଳୟରେ…

[ଦେଖନ୍ତୁ ଭିଡିଓ] ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି

ଭୁବନେଶ୍ୱର: ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ୱକୁ   ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ ।…