Latest Odisha News

BREAKING NEWS

Browsing Category

ଫିଚର

ମାଆ କାଳୀ ପୋଷ୍ଟର ବିବାଦ: ଟିଏମସି ଉପରେ ରାଗିଗଲେ ମହୁଆ

କୋଲକାତା: ମାଆ କାଳୀ ମୁଭି ପୋଷ୍ଟର ବିବାଦରେ ମୁଣ୍ଡ ପୂରାଇ ଅଡୁଆରେ ପଡିଛନ୍ତି ଟିଏମସି ନେତ୍ରୀ ମହୁଆ ମୈତ୍ର । ଏପରିକି ସେ ରାଗିଯାଇ ଟ୍ୱିଟ୍ଟରରେ ଅନଫଲୋ କରିଛନ୍ତି । ମହୁଆ ଏକ କାର୍ଯ୍ୟକ୍ରମରେ କହିଥିଲେ, ଦେବୀ କାଳୀ ମୋ ପାଇଁ ଏକ ମାଂସ ଖାଉଥିବା, ମଦ ପିଉଥିବା ଦେବୀ । ତାଙ୍କର ଏହି ବୟାନ…

ଜୀବନ ହାରିଲେ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ, କିଛିଦିନ ତଳେ ଜେରା କରିଥିଲା ପୋଲିସ

ରାଉରକେଲା: ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡ ଆତ୍ମହତ୍ୟା କରିଛନ୍ତି । ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କୁ ଜେରା କରିଥିଲା । ରଶ୍ମିରେଖାଙ୍କ ମୃତ୍ୟୁକୁ ଗ୍ରହଣ କରି ପାରିନଥିବା ସନ୍ତୋଷ ଶେଷରେ ଜୀବନ ହାରିଛନ୍ତି । ରାଉଲକେଲା…

ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ମାଟିକ୍‌ ପରୀକ୍ଷା ଫଳ । ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟରେ ଅପରାହ୍ନ ୧ଟାରେ ମାଟ୍ରିକ୍‌ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିବେ । ବୋର୍ଡ ୱେବସାଇଟ୍‌ରୁ ପରୀକ୍ଷାର୍ଥୀ ସେମାନଙ୍କ ରୋଲ୍‌ ନମ୍ବର ଆଧାରରେ…

ଆଜି ଦକ୍ଷିଣମୋଡ଼ ନେବ ତିନି ରଥ

ପୁରୀ: ମହାପ୍ରଭୁଙ୍କ  ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।  ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ  ଥିବା ତିନିରଥ ଦକ୍ଷିଣମୋଡ଼ ନେବ । ତିନି ରଥ ନାକଚଣା ଦ୍ୱାରସ୍ଥିତ ଶରଧାବାଲିରେ ବିଜେ କରିବେ । ଏଥିପାଇଁ ଶରଧାବାଲି ସମ୍ମୁଖକୁ ସଫାସୁତରା କରାଯାଇଛି । ବାଲି ବିଛା ଯାଇ ସମତୁଲ…

ବୁମରାଙ୍କ ସେନା ଦେଶରେ ୧୦୦ ଟେଷ୍ଟ ୱିକେଟ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟିମ୍‌ ଇଣ୍ଡିଆ ଇଂଲଣ୍ଡଠାରୁ ଟେଷ୍ଟରେ ପରାସ୍ତ ହୋଇଛି । ତେବେ ଅଧିନାୟକ ବୁମରା ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଭାରତର ପେସ୍‌ ବୋଲର ଯଶପ୍ରୀତ ବୁମରା ସେନା ଦେଶ (ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ) ରେ ୧୦୦ ଟେଷ୍ଟ ୱିକେଟ୍‌ ପୂରଣ…

ଟ୍ୟାକ୍ସ ଠକୁଛି ଭିଭୋ! ୪୪ ଟି କାର୍ଯ୍ୟାଳୟ ଉପରେ ଇଡିର ଚଢାଉ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆୟକର ଠକୁଛି କି ଭିଭୋ । ଚାଇନା ମୋବାଇଲ ଦେଶରେ କୋଟି କୋଟି ଗ୍ରାହକଙ୍କ ନିକଟରେ ପହଁଚିଥିବା ବେଳେ ଟ୍ୟାକ୍ସ ଲୁଟୁଥିବା ଅଭିଯୋଗ ଆସିବାରୁ ଏବେ ଇଡି ଭିଭୋ ପଛରେ ଲାଗିଛି । ୨୦୨୧ ଡିସେମ୍ବର ମାସରେ ଆୟକର ବିଭାଗ ପକ୍ଷରୁ ଭିଭୋ ଓ ଅନ୍ୟ କିଛି ଚୀନ କମ୍ପାନୀ ଉପରେ…

ଶିବସେନା ବିଧାୟକଙ୍କ ଅଯୋଗ୍ୟତା ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ :ଏକନାଥ ସିନ୍ଦେ ନେତୃତ୍ୱାଧୀନ ଦଳ ଏବଂ ବିଜେପି ସରକାର ଫ୍ଲୋର ଟେଷ୍ଟରେ ସ୍ପଷ୍ଟ ବହୁମତ ହାସଲ କରିବାର ଗୋଟିଏ ଦିନ ପରେ ବାଚସ୍ପତି ରାହୁଲ ନର୍ବେକର 14 ଟି ଶିବସେନା ବିଧାୟକଙ୍କ ଅଯୋଗ୍ୟତା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସୋମବାର ସନ୍ଧ୍ୟାରେ ବିଧାୟକଙ୍କ ଅଯୋଗ୍ୟତା ପାଇଁ ଏକ ଆବେଦନ…

ଏନଏଫଏସଏ ରାଜ୍ୟ ମାନ୍ୟତାରେ ୧ ନମ୍ବର ଓଡ଼ିଶା

ଓଡ଼ିଶା ଇନସାଇଡ ବ୍ୟୁରୋ:  ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅନ୍ତର୍ଗତ ରାଜ୍ୟମାନଙ୍କର ପ୍ରଦର୍ଶନକୁ ନେଇ ପ୍ରଥମ ଥର ପାଇଁ ପ୍ରକାଶ ପାଇଛି ‘ଏନଏଫଏସଏ ପାଇଁ ରାଜ୍ୟ ମାନ୍ୟତା ସୂଚକାଙ୍କ’ । ଏହି ମାନ୍ୟତାର ସାଧାରଣ ବର୍ଗ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଉତ୍ତର…

ରାଷ୍ଟ୍ରପତି ପ୍ରାର୍ଥୀ ଏନଡିଏର, ବଳ କଷୁଛି ବିଜେଡି; ହାଇଯାକ ହୋଇଯିବ ବିଜେପିର ଲକ୍ଷ୍ୟ ?

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟ ବିଜେପି ସଭାପତି ସାମ୍ବାଦିକ ସମ୍ମିଳନୀ କରି କହିଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁ ଆଠ ତାରିଖ (ଶୁକ୍ରବାର) ଓଡ଼ିଶା ଆସିବେ । ଏହାପରେ ପୂର୍ବ ଅପେକ୍ଷା ବିଜେଡି ଅଧିକ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି । କାରଣ ଏହାପରେ ପରେ ବିଜେଡି…

ଘରୋଇ ବିଶ୍ୱବିଦ୍ୟାଳୟ ବିଲ୍ ତରବରିଆ ଭାବେ ପାରିତ ହେବା ସନ୍ଦେହ ବଢାଉଛି: ନରସିଂହ ମିଶ୍ର

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଙ୍ଗଳବାର କହିଛନ୍ତି ଯେ ବିଧାୟକମାନଙ୍କ ସାମ୍ବିଧାନିକ ଅଧିକାରକୁ ଛଡାଇ ନିଆଯାଉଛି। ବିଧାୟକମାନଙ୍କୁ ଆଲୋଚନା ଓ ପାରିତ ହେବା ପୂର୍ବରୁ ବିଲର ଦସ୍ତାବିଜ ଦିଆଯାଇଥାଏ। କିନ୍ତୁ ଏବେ ଏହା ମିଳୁ ନାହିଁ । ଶୂନ୍ୟକାଳରେ ବିଧାନସଭାରେ…