Latest Odisha News

BREAKING NEWS

Browsing Category

ଫିଚର

୮୮ ବର୍ଷ ପରେ ରଣଜୀରେ ଇତିହାସ ରଚିଲା ବେଙ୍ଗଲ

କୋଲକାତା: ବାଙ୍ଗାଲୋରରେ ଅଲୁର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ୮୮ ବର୍ଷ ପରେ ବେଙ୍ଗଲ ଏକ ନୂତନ କୀର୍ତିମାନ ସ୍ଥାପନ କରିଛି । ଝାଡଖଣ୍ଡ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ବେଙ୍ଗଲ ୭ ୱିକେଟ ବିନିମୟରେ ୭୭୩ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା । ଏଥିରେ…

ଶିଳ୍ପା ସେଟ୍ଟୀଙ୍କ ଜନ୍ମଦିନରେ କିଛି ଏପରି ଟୁଇଷ୍ଟ ଆଣିଲେ ରାଜ କୁନ୍ଦ୍ରା

ମୁମ୍ବାଇ: ଆଜି ୪୭ ବର୍ଷ ବୟସରେ ପାଦ ଦେଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟି କୁନ୍ଦ୍ରା । ଏହି ଅବସରରେ ତାଙ୍କୁ ସୋସିଆଲ୍ ମିଡିଆରେ ମିଳିଛି ଢେର ସାରା ଶୁଭକାମନା । ହେଲେ ଖାସ କରି ଏକ ନିର୍ଦ୍ଧିଷ୍ଟ ଟୁଇଟ୍ କିନ୍ତୁ ତାଙ୍କୁ ସବୁଠୁ ଅଧିକ ଖୁସୀ ଆଣିଦେଇଛି । Happy Happy Birthday my…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ମିତାଲି ରାଜ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏଥିସହ ମିତାଲିଙ୍କ ୨୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନୀରେ ପଡ଼ିଛି ପୂର୍ଣ୍ଣଛେଦ । ୩୯ ବର୍ଷିଅ ମିତାଲି ବୁଧବାର ଟ୍ୱିଟ୍ କରି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା…

ଗଞ୍ଜାମରେ ଓଏଏସ ସ୍ତରରେ ଅଦଳବଦଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବିଡିଏ ସଚିବ ସମ୍ବିତ ରାଉତଙ୍କ ଗତ ଡିସେମ୍ବର ୬ ତାରିଖରେ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି ହୋଇଥିଲା। ଏହି ବଦଳି ନିର୍ଦ୍ଦେଶକୁ ରାଜ୍ୟ ସରକାର ବୁଧବାର…

ଜାମୁନୀ ଗାଁରେ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ

ବ୍ରହ୍ମପୁର: ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନୀ ଗାଁରେ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଜାମୁନୀ ଗାଁର ଯୋଗେଶ ବେହେରା।ଗୁରୁତର ହୋଇଥିବା ଅଜିତ ପାଣିଗ୍ରାହୀ ବ୍ରହ୍ମପୁର ଏମକେସିଜି…

୧୨ କେଜିରୁ ଅଧିକ ଓଜନର ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ଭୁବନେଶ୍ୱର: ଥମୁନି ବନ୍ୟଜନ୍ତୁ ତସ୍କରୀ । ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା । ଏଥର ବୌଦ୍ଧରୁ ଉଦ୍ଧାର ହୋଇଛି ୧୨ କେଜି ୪୦୦ ଗ୍ରାମର ବଜ୍ରକାପ୍ତା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଓ ବୌଦ୍ଧ ବନ ବିଭାଗ ଅଧିକାରୀ କଣ୍ଟାମାଳ-ବାଲିଗୁଡ଼ା ରାସ୍ତାର ଖୁଣ୍ଟିଗୁରା ଗାଁରେ ରେଡ୍ କରିଥିଲେ ।…

୦.୫୦ ପ୍ରତିଶତ ରେପୋ ରେଟ୍ ବଢ଼ାଇଲା RBI, ମହଙ୍ଗା ହେବ ଋଣ ଓ ଇଏମ୍ଆଇ

ମୁମ୍ବାଇ: ପୁଣି ବଢ଼ିଲା ରେପୋ ରେଟ୍ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପୁଣି ଥରେ ରେପୋ ରେଟ୍ ବୃଦ୍ଧି କରିଛନ୍ତି । ବୁଧବାର ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇ ୪.୯୦ ପ୍ରତିଶତ ହୋଇଛି । ମାସକ ମଧ୍ୟରେ ଲଗାତାର ଦ୍ୱିତୀୟ ଥର ପାଇଁ ରେପୋ ରେଟ୍ ବଢ଼ିଛି ।…

ଗୁଳୁଗୁଳିରେ ସନ୍ତୁଳି ହେବ ଉପକୂଳ, ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ତାତିରୁ ନାହିଁ ଆଶ୍ୱସ୍ତି । ଉତ୍ତପ୍ତ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମ ଓଡ଼ିଶା ତାତିରେ ସିଝିବ । ଅନ୍ୟପଟେ ଉଚ୍ଚ ଆଦ୍ରତା ପ୍ରଭାବରେ ଉପକୂଳରେ ପ୍ରବଳ ଗୁଳୁଗୁଳିଆ ଅନୁଭୂତ ହେବ । ଗ୍ରୀଷ୍ମ ପ୍ରବାହ, ଗୁଳୁଗୁଳି ସହ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ନେଇ ଆକଳନ କରିଛି…

ଗାଡ଼ି ଚାଳନା ବେଳେ ମୋବାଇଲରେ ଗପି ଜରିମାନା ଦେଲେ ୨୩ ଜଣ, ବାତିଲ୍ ହେବ ଡିଏଲ୍

କୋରାପୁଟ: କଣ ଆପଣ ମଧ୍ୟ ମୋବାଇଲରେ ଗପି ଗପି ଗାଡ଼ି ଚଳାଉଛନ୍ତି । ଯଦି ହଁ ତେବେ ସାବଧାନ ହୋଇ ଯାଆନ୍ତୁ । ନଚେତ୍ ଜରିମାନା ଦେବା ସହ ବାତିଲ୍ ହୋଇଯିବ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ । କୋରାପୁଟ ଟାଉନ୍ ଥାନା ପୋଲିସ ପକ୍ଷରୁ ଚେକିଂକୁ ଜୋରଦାର କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଚେକିଂ…

ଚିକିତ୍ସା ବିଜ୍ଞାନର ବଡ଼ ସଫଳତା, ଔଷଧ ଖାଇ କ୍ୟାନସର ମୁକ୍ତ ହେଲା ମଣିଷ !

ନୂଆଦିଲ୍ଲୀ: କର୍କଟ ରୋଗ ବା କ୍ୟାନସର ଏକ ଏମିତି ରୋଗ ଯାହା ନାଁ ଶୁଣିଲେ ପ୍ରାୟତଃ ଅଧିକାଂଶଙ୍କର ମୃତ୍ୟୁ ହେବାର ସମ୍ଭାବନା ଅଧିକ ଥାଏ। ଯେଉଁ ଆକ୍ରାନ୍ତ ବ୍ୟୟବହୁଳ ଚିକିତ୍ସା ନେଇଥିବେ ତାହାଲେ ହୁଏତ ସିଏ ଆଉ କିଛି ଦିନ ଅଧିକ ବଞ୍ଚିଯିବାର ସମ୍ବାବନା ଥାଏ। ତେଣୁ ଏହି ରୋଗକୁ ମାରାତ୍ମକ…