Latest Odisha News

BREAKING NEWS

Browsing Category

ଫିଚର

[ଭିଡିଓ] କିଛି ଏପରି ଚାଲିଛି ଶିକ୍ଷାଦାନ: ଶୋଇଛନ୍ତି ଶିକ୍ଷୟତ୍ରୀ, ବିଂଚୁଛନ୍ତି ଛାତ୍ରୀ

ଭୁବନେଶ୍ୱର: ସମଗ୍ର ଦେଶରେ ଶିକ୍ଷାଦାନ ଉପରେ ଦିଆଯାଉଛି ବିଶେଷ ଗୁରୁତ୍ୱ । ତଥାପି ପ୍ରତିଦିନ ସାମ୍ନାକୁ ଆସୁଛି ଅଭାବନୀୟ ଖବର ତଥା ଦୃଶ୍ୟ । ଏକ ପ୍ରାଥମିକ ସ୍କୁଲରୁ ଆସିଥିବା ଏହି ଦୃଶ୍ୟ ଉପରେ ଟିକେ ନଜର ପକାନ୍ତୁ । ମୋବାଇଲରେ କଏଦ ହୋଇଥିବା ଏହି ଭିଡିଓ ହିଁ ଶିକ୍ଷାଦାନ କ୍ଷେତ୍ରର ବାସ୍ତବ…

ସିଦ୍ଧୁ ମୁସେୱାଲା ହତ୍ୟା: ଫ୍ୟାନ୍ ସହ ସେଲ୍ଫି ନେବା କାଳ ହେଲା

ଭୁବନେଶ୍ୱର: ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ଧରିଛି ପଞ୍ଜାବ ପୋଲିସ୍ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଫ୍ୟାନ୍ କହି ସେଲ୍ଫି ନେଇଥିବା ଯୁବକ ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର । ମଙ୍ଗଳବାର ପଞ୍ଜାବ ପୋଲିସ ହତ୍ୟାକାଣ୍ଡରେ ସଂପୃକ୍ତ ଆଠ ଜଣଙ୍କୁ ଗିରଫ କରିଛି । ଯେଉଁଥିରେ…

ଥୋମାସ କପ ବିଜେତା ଭାରତୀୟ ଟିମକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଥୋମାସ କପ ବିଜେତା ଭାରତୀୟ ପୁରୁଷ  ବ୍ୟାଡମିଂଟନ ଟିମକୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବେ । ବୁଧବାର ଓଡିଶା କ୍ରୀଡା ଓ ଯୁୁବ ବ୍ୟାପାର ମନ୍ତ୍ରାଣଳୟ ପକ୍ଷରୁ ଲୋକସେବା ଭବନ ଠାରେ ଏହି ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଉଛି । ସମସ୍ତ ଖେଳାଳିଙ୍କ…

ସମୂହ ଆତ୍ମହତ୍ୟା: ତିନି ଭାଇଙ୍କୁ ବିବାହ କରିଥିଲେ ତିନି ଭଉଣୀ

ଭୁବନେଶ୍ୱର: ରାଜସ୍ଥାନର ଜୟପୁରରେ ତିନି ଭାଇଙ୍କୁ ଏକାଠି ବିବାହ କରିଥିବା ତିନି ଭଉଣୀ ଯୌତୁକ ନିର୍ଯାତନା ପାଇଁ ଆତ୍ମହତ୍ୟା କରିଛନ୍ତି । ସମସ୍ତ ତିନି ଭଉଣୀ ଏବଂ ତାଙ୍କର ଦୁଇ ଶିଶୁଙ୍କ ସହ କୂଅକୁ ଡେଇଁ ପଡ଼ିଛନ୍ତି କଲୁ, କମଲେଶ ଏବଂ ମମତା ମୀନା । କିଛି ବର୍ଷ ହେବ ତିନି ଭଉଣୀଙ୍କୁ ଶାଶୁ…

ଇଡି ଚଢ଼ାଉ : ଆପ ନେତା ସତ୍ୟେନ୍ଦ୍ରଙ୍କ ଘରୁ ମିଳିଲା ୨.୮୫କୋଟିର ନଗଦ, ୧.୮କିଗ୍ରା ସୁନା ମୁଦ୍ରା

ନୂଆଦିଲ୍ଲୀ: ଦିଲ୍ଲୀରେ ଶାସକ ଆମ ଆଦମୀ ପାର୍ଟି ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ଏବଂ ତାଙ୍କ ସହଯୋଗୀଙ୍କ ପାଖରୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ତାଙ୍କ ଘରୁ ୨.୮୫ କୋଟି ଟଙ୍କାର ନଗଦ ଟଙ୍କା ଏବଂ ୧୩୩ଟି ସ୍ୱର୍ଣ୍ଣ ମୁଦ୍ରା ମିଳିଛି । ସ୍ୱର୍ଣ୍ଣ…

ନିୟମ ବଦଳାଇଲା ପ୍ରତିରକ୍ଷା ମନ୍ତ୍ରଣାଳୟ, ଏବେ ଏହି ରାଙ୍କର ଅଧିକାରୀ ହୋଇପାରିବେ CDS

ନୂଆଦିଲ୍ଲୀ: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫଙ୍କ ନିଯୁକ୍ତିକୁ ନେଇ ଥିବା ନିୟମରେ ପରିବର୍ତ୍ତନ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଏନେଇ ସଂଶୋଧିତ ବିଜ୍ଞପ୍ତି ଜାରି କରିଛି ମନ୍ତ୍ରଣାଳୟ । ଲେଫ୍ଟିନେଣ୍ଟ ଜେନେରାଲ କିମ୍ବା ସମକକ୍ଷ ପଦବୀରେ ରହିଥିବା ଅଧିକାରୀଙ୍କୁ ସିଡିଏସ୍ ପଦ ଲାଗି ବିଚାରକୁ…

ବେଆଇନ ଖଣି ଖନନ କାହିଁକି ଚାଲିଛି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ଓଡ଼ିଶାରେ  ବେଆଇନ ଖଣି କାରବାରକୁ ନେଇ ସୁପ୍ରିମକୋର୍ଟ ଫଟକାର ଲଗାଇଛନ୍ତି । ପରିବେଶ ମଞ୍ଜୁରୀ ନ ଥାଇ ଖଣି ଖନନ କାହିଁକି  କରୁଛନ୍ତି ଖଣି ଲିଜଧାରୀ ସେ ପ୍ରଶ୍ନ ବି ଉଠାଇଛନ୍ତି । ସ୍ଥିତିବସ୍ଥା ଆଳ ଦେଖାଇ କେତକ କମ୍ପାନୀ କାହିଁକି  ବେଆଇନ ଖଣି ଖନନ କରୁଛନ୍ତି ? ଏଭଳି ପ୍ରଶ୍ନ…

ଆରଏସଏସ କାର୍ଯ୍ୟାଳୟକୁ ଉଡାଇବାକୁ ଧମକ ଦେଇଥିବା ରାଜ୍ ଅହମ୍ମଦ ଗିରଫ

ଲକ୍ଷ୍ନୈା:  ଆରଏସଏସ କାର୍ଯ୍ୟାଳୟକୁ ଉଡାଇବାକୁ ଧମକ ଦେଇଥିବା ଯୁବକ ଗିରଫ  ।  ଧମକ ଦେଇଥିବା ରାଜ ମହମ୍ମଦକୁ ଲକ୍ଷ୍ନୈା ଏଟିଏସ୍  ଗିରଫ କରିଥିବା କହିଛି ।  ହ୍ୱାଟସଆପରେ ସଂଘ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଉଡାଇଦେବାକୁ ମେସେଜ ଦେଇଥିଲା ରାଜ୍ । ମେସେଜରେ ରାଜ୍  ଲକ୍ଷ୍ନୌ, ଗୋଣ୍ଡା,…

୧୦ ବର୍ଷରେ କାହାକୁ ବି ହତ୍ୟା କରିନି, ତଥାପି କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର

ଭୁବନେଶ୍ୱର: ପୁଣିଥରେ ଚର୍ଚ୍ଚାରେ ରହିଛି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇ । ଏଥର ପଂଜାବୀ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ମାମଲାରେ ଲରେନ୍ସର ନାଁ ସାମ୍ନାକୁ ଆସିଛି । ଅନେକ ହୁଏ ତ ଜାଣିନଥିବେ ଯେ, ଭାରତର ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର…

ବାନ୍ଧବୀ ଉପରେ ବିରକ୍ତ ହୋଇ ଭାଙ୍ଗିଦେଲେ ୪୦ କୋଟି ଟଙ୍କାର କଳାକୃତି

ଡଲାସ: କ୍ରୋଧକୁ ନିୟନ୍ତ୍ରଣ କରି ନ ପାରିବା କିପରି ବଡ ବିପଦକୁ ଡାକି ଆଣେ ତାର ଏକ ଏକ ନମୂନା ଆମେରିକାରେ ଦେଖିବାକୁ ମିଳିଛି । ଏଠାରୋ ଡଲାସରେ ୨୧ ବର୍ଷୀୟ ଜଣେ ଯୁବକ ବାନ୍ଧବୀ ଉପରେ ବିରକ୍ତ ହେବା ଉପରେ ଏପରି କାଣ୍ଡ ଘଟାଇଲା ଯେ, କୋଟି କୋଟି ଟଙ୍କ ନଷ୍ଟ ହୋଇଗଲା । ଡେଲିମେଲ ରିପୋର୍ଟ…