Latest Odisha News

BREAKING NEWS

Browsing Category

ଫିଚର

ଏସିଆ କପ ହକି: ଭାରତୀୟ ଦଳରେ ସ୍ଥାନ ପାଇଲେ ୪ ଓଡିଆ

ଭୁବନେଶ୍ୱର: ଇଣ୍ଡୋନେସିଆର ଜାକାର୍ତାରେ ପୁରୁଷ ଏସିଆ କପ ହକି ଆୟୋଜିତ ହେବ । ଏଥିପାଇଁ ସୋମବାର ୨୦ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଉପ ଅଧିନାୟକ ବୀରେନ୍ଦ୍ର ଲାକ୍ରାଙ୍କ ସମେତ ୪ ଓଡିଆ ଏହି ଦଳରେ ସ୍ଥାନ ପାଇଛନ୍ତି । ଅନ୍ୟମାନେ ହେଲେ ଦୀପସାନ ତିର୍କୀ, ନୀଲମ ସଞ୍ଜୀବ ଖେସ ଓ ଅଭିଷେକ…

ଭୁତୁମୁଣ୍ଡାଇରୁ ୨୫କେଜି ହରିଣ ମାଂସ ଜବତ, ଜଣେ ଗିରଫ

ପାରାଦ୍ଵୀପ: ଭୁତୁମୁଣ୍ଡାଇ ମହାନଦୀ ପୋଲ ଉପରୁ ୨୫ କେଜି ହରିଣ ମାଂସ ଜବତ କରିଛି କୁଜଙ୍ଗ ବନ ବିଭାଗ। ହରିଣ ମାଂସ ବ୍ୟବସାୟୀକୁ ଗିରଫ କରିବା ସହିତ ଏକ ସ୍କୁଟି ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ କେନ୍ଦ୍ରାପଡା ଜିଲ୍ଲା ଖରିନାସି ଗ୍ରାମର ଗୋପାଳ ମଣ୍ଡଳ। ଅଭିଯୁକ୍ତ ଗୋପାଳ ମଣ୍ଡଳ…

ଅଣ୍ଡର ୱାର୍ଲ୍ଡ ଡନ ଦାଉଦଙ୍କ ସହଯୋଗୀ ଘରେ ଏନଆଇଏ ରେଡ

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ସହଯୋଗୀଙ୍କ ଘରେ ଏନଆଇଏ ରେଡ କରିଛି । ମୁମ୍ବାଇରେ ୨୫ ଏବଂ ଥାଣେ ୪ଟି ସ୍ଥାନ ଉପରେ ଘନ ଘନ ଚଢ଼ାଉ ଜାରୀ ରହିଛି । ଛୋଟା ସକୀଲ, ଜାଭେଦ ଚିକନା, ଟାଇଗର ମେନନ, ଇକବଲ ଗିର୍ଚି, ଦାଉଦର ଭଉଣୀ ହସିନା ପାରକର ଏବଂ ସେମାନଙ୍କ ସହ ଜଡିତ ଲୋକ ଏବଂ…

ମା’ଙ୍କ ସାଙ୍ଗରେ ଟ୍ରେନରେ ଆରାମରେ ଯିବ ଛୁଆ, ଲକ୍ଷ୍ନୌ ଟ୍ରେନରେ ବେବି ବର୍ଥ

ଭୁବନେଶ୍ୱର: ଛୋଟ ଛୁଆ ବା ଶିଶୁ ଥିବା ମହିଳାଙ୍କ ପାଇଁ ଟ୍ରେନ ଯାତ୍ରା ଅପେକ୍ଷାକୃତ କଷ୍ଟକର । ସଂକୀର୍ଣ୍ଣ ସିଟ୍ ବା ବର୍ଥ ପାଇଁ ଛୁଆ କୁ ଶୁଆଇବା କଷ୍ଟକର ହୋଇଥାଏ । ଏହି କଷ୍ଟ ଦୂର କରିବା ପାଇଁ ଭାରତୀୟ ରେଳ ପାଦେ ଆଗେଇଛି । ବିଶ୍ୱ ମାତୃ ଦିବସରେ ଭାରତୀୟ ରେଳର ନର୍ଦନ ରେଲୱେ ଏକ…

ପ୍ରମୋଦିନି ରାଉଳ ଏସିଡ୍ ମାଡ଼ ଘଟଣା: ଦୋଷୀଙ୍କୁ ୧୪ ବର୍ଷ ଜେଲ୍

ଜଗତସିଂହପୁର: ବହୁ ଚର୍ଚ୍ଚିତ ପ୍ରମୋଦିନି ରାଉଳ ଏସିଡ୍ ମାଡ଼ ଘଟଣାର ଜଗତସିଂହପୁର ମହିଳା କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏସିଡ୍ ମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଓ ତାର ସହଯୋଗୀ ଅନିଲ ଦଳସିଂହକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୫ ହଜାର ଟଙ୍କା…

ଶାହୀନବାଗରେ ବୁଲଡୋଜର : ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଶାହୀନବାଗରେ ବୁଲଡୋଜର ପଂହଚିବା ପରେ ରାଜନୀତି ଆରମ୍ଭ ହୋଇଯାଇଛି । ଜବରଦଖଲ ଉଚ୍ଛେଦ କରିବା ପାଇଁ ଦିଲ୍ଲୀ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ସେଠାରେ ପଂହଚିଥିଲା । ତେବେ ସ୍ଥାନୀୟ ବାସିନ୍ଦା ପୋଲିସକୁ ଭୟ ନ କରି ଏହାକୁ ତୀବ୍ର ବିରୋଧ କରିଛନ୍ତି । ଏହି ଜବରଦଖଲ…

ଶ୍ରୀଲଙ୍କାରେ ଆର୍ଥୀକ ସଙ୍କଟ: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ରାଜପକ୍ଷେ

କଲମ୍ବୋ: ଶ୍ରୀଲଙ୍କା ଆର୍ଥୀକ ସଙ୍କଟ ଦେଇ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଶେଷରେ ଚାପର ବଶୀଭୂତ ହୋଇ ସେ ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ଆର୍ଥୀକ ସଙ୍କଟ ପରେ ଦେଶରେ ଏବେ ହିଂସା ଲାଗି ରହିଛି । ଯାହାକୁ ନିୟନ୍ତ୍ରଣ…

ଆସନ୍ତୁ ଜାଣିବା ଧୋନୀ କାହିଁକି ବ୍ୟାଟ ଚୋବାନ୍ତି

ମାଡ୍ରାସ: ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନୀ ବ୍ୟାଟିଂ କରିବାକୁ ଯିବା ପୂର୍ବରୁ ବ୍ୟାଟ ଚୋବାଇଥାନ୍ତି । ତେବେ ସେ ଏପରି କାହିଁକି କରିଥାନ୍ତି ଏହାର ଖୁଲାସ ପୂର୍ବତନ କ୍ରିକେଟର ଅମିତ ମିଶ୍ର କରିଛନ୍ତି । ସେ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ଯେ ବ୍ୟାଟକୁ ସଫା…

ଗାଡ଼ି ବାଡ଼େଇ ଖସିଗଲେ ବାବୁ, ଲୋକେ ଗୋଡ଼େଇ କଲେ କାବୁ

ଭୁବନେଶ୍ୱର: ସୋମବାର ସକାଳେ ରାଜଧାନୀରେ ଜଣେ କାର୍ ଚାଳକ ଗାଡ଼ି ବାଡ଼େଇ ଖସିଯାଉଥିବା ବେଳେ ଗୋଡ଼େଇ ଧରିଛନ୍ତି ଦେଖଣାହାରୀ । ଶିଶୁ ଭବନ ଛକ ନିକଟ ଜେଏସଡବ୍ଲୁ ଅଫିସ୍ ସାମନାରେ ସାଣ୍ଟ୍ରୋ ଗାଡ଼ି (ଓଡି ୦୨ ବିଭି ୭୮୬୭) ଏକ ସୁଜୁକି ଆକ୍ସେସ୍ କୁ ପିଟିଥିଲେ । ସ୍କୁଟି ଚାଳକ ଓ ପଛରେ ବସିଥିବା…