Latest Odisha News

BREAKING NEWS

Browsing Category

ଫିଚର

ଝିଅର ପ୍ରଥମ ଝଲକ ଦେଖାଇଲେ ପ୍ରିୟଙ୍କା ଚୋପ୍ରା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କ ଝିଅକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଶେଷରେ ସାମନାକୁ ଆସିଛି ପ୍ରିୟଙ୍କାଙ୍କ ଝିଅ ମାଳତୀ ମାରିଆଙ୍କ ପ୍ରଥମ ଝଲକ । ମାତୃତ୍ୱ ଦିବସ ଅବସରରେ ଝିଅ ସହ ଫଟୋ ସେୟାର କରିଛନ୍ତି ପ୍ରିୟଙ୍କା ଚୋପ୍ରା ।…

ଯୁଦ୍ଧରେ ସାହସିକତା ଦେଖାଇଥିବା ୟୁକ୍ରେନ୍ କୁକୁରକୁ ସମ୍ମାନିତ କଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାଖାପାଖି ଅଢ଼େଇ ମାସ ହେଲାଣି ରୁଷ-ୟୁକ୍ରେନ୍ ଭିତରେ ଯୁଦ୍ଧ ଚାଲିଛି । ଯୁଦ୍ଧରେ ଅନେକ ସାଧାରଣ ଲୋକଙ୍କ ଜୀବନ ଯାଇଛି । ଲୋକ ନିଜ ସୁରକ୍ଷା ପାଇଁ ଆଗେଇ ଆସିଥିବା ବେଳେ ଲୋକଙ୍କ ସୁରକ୍ଷାରେ ପଶୁ ବି ନିଜକୁ ସାମିଲ କରିଥିଲେ । ଯୁଦ୍ଧରେ ହିରୋ ସାଜିଥିବା ୟୁକ୍ରେନ…

ବାତ୍ୟା ଆଣୁଛି ବର୍ଷା ପବନ: କାଲିଠୁ ତିନି ଦିନ ଉପକୂଳ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ ନିକଟତର ହେଉଛି ବାତ୍ୟା ଅସାନି । ଓଡ଼ିଶା ଉପକୂଳ ମୁହାଁ ହେଲେ ବି ସ୍ଥଳଭାଗ ଛୁଇଁବ ନାହିଁ । କିନ୍ତୁ ବାତ୍ୟା ସାଙ୍ଗରେ ବର୍ଷା ପବନ ନେଇ ଆସୁଛି । ଅସାନ ପ୍ରଭାବରେ ଓଡ଼ିଶା ଉପକୂଳରେ ବର୍ଷା ପବନ ହେବ । କାଲିଠୁ ଆରମ୍ଭ ହେବ ବର୍ଷା । କାଲି…

ପୁରୀଠାରୁ ୭୪୦ କି.ମି. ଦୂରରେ ଭୀଷଣ ବାତ୍ୟା ‘ଅସାନି’

ଭୁବନେଶ୍ୱର: ସମୁଦ୍ର ଭିତରେ ଆଗକୁ ବଢୁଛି ବାତ୍ୟା ଅସାନି । ଭୀଷଣ ରୂପ ଧାରଣ କରିଛି । ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି ବାତ୍ୟା । ଏବେ ପୁରୀ ଉପକୂଳରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ୭୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ଭୀଷଣ ବାତ୍ୟା ଅସାନି । ବର୍ତ୍ତମାନ ଭୀଷଣ ବାତ୍ୟା…

ପ୍ରାର୍ଥୀ ଘୋଷଣା ପରେ ଝାରସୁଗୁଡା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ମଙ୍ଗଳ ସାହୁ

ଝାରସୁଗୁଡା: ବ୍ରଜରାଜନଗର ବିଧାନସଭା ଆସନ ପାଇଁ ରାଧାରାଣୀ ପଣ୍ଡା ବିଧାୟିକା ପ୍ରାର୍ଥୀ ବୋଲି ବିଜେପି ଘୋଷଣା କରିଛି । କେନ୍ଦ୍ର ବିଜେପି ଏହି ଘୋଷଣା କରିବାର ୨୪ ଘଣ୍ଟା ଭିତରେ ଜିଲ୍ଲା ବିଜେପି ସଭାପତି ପଦରୁ ମଙ୍ଗଳ ସାହୁ ଇସ୍ତଫା ଦେଇଛନ୍ତି। ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା…

ରୁଷଠୁ ତେଲ ନକିଣି ୟୁରୋପୀୟ ଦେଶର ଗାଡ଼ି ଆଗକୁ ଗଡ଼ି ପାରିବ ?

ନୂଆଦିଲ୍ଲୀ: ଗତ ସପ୍ତାହରେ ୟୁରୋପୀୟ ସଂଘ ନିଷ୍ପତ୍ତି ନେଇଛି ଆଗାମୀ ୬ ମାସ ମଧ୍ୟରେ ରୁଷର ତେଲ ଉପରେ ଆଉ ନିର୍ଭର କରିବ ନାହିଁ । ୟୁରୋପୀୟ ସଂଘର କାର୍ଯ୍ୟନିର୍ବାହୀ କମିସନ ଏ ନେଇ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏପରି କରି ୟୁରୋପ ରୁଷକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବାକୁ ଚାହୁଁଛି।…

ଅସାନି ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବାତ୍ୟା 'ଅସାନି' ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ନାହିଁ। କିନ୍ତୁ ଏହାର ପ୍ରଭାବରେ ମେ ୧୦ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ, ବାତ୍ୟାର…

ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ବ୍ୟବହାର ହେଉଥିଲା ଝାରସୁଗୁଡ଼ା ଏୟାରପୋର୍ଟ

ଭୁବନେଶ୍ୱର: ଝାରସୁଗୁଡ଼ା ଏୟାରପୋର୍ଟ ଥିଲା ଯୁଦ୍ଧ ବିମାନ ଘାଟି । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ଏୟାରଫିଲ୍ଡ ଯୁଦ୍ଧ ବିମାନ ଉଡ଼ାଣ ପାଇଁ ବ୍ୟବହାର ହେଉଥିଲା । ଯୁଦ୍ଧ ପାଇଁ ଏଠୁ ଶୁଭୁଥିଲା ରଣ ହୁଙ୍କାର । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଝାରସୁଗୁଡ଼ା…

ଓଡ଼ିଶା ପାଇଁ ବିପଦ ନଥିବା କୁହାଯାଉଥିବା ବାତ୍ୟା ‘ଅସାନି’ର ମୂଳ ଅର୍ଥ କ’ଣ ?

ଊୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ 'ଅସାନି' ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳକୁ ଛୁଇଁଛି। ଏବେ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି । ବାତ୍ୟା 'ଅସାନି' ଓଡ଼ିଶାରେ ସ୍ଥଳଭାଗ ଛୁଇଁବ ନାହିଁ ବୋଲି ପାଣିପାଗ ବିଭାଗ କହିଛି । ଯାହା ରାଜ୍ୟ…

ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ପଦ୍ମଶ୍ରୀ ଡ଼. ରଜତ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ତଥା ବାଗ୍ମୀ ରଜତ କରଙ୍କର ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ…