Latest Odisha News

BREAKING NEWS

Browsing Category

ଫିଚର

ଇଂଲଣ୍ଡରେ ସଂକ୍ରାମକ ରୋଗ ‘ମଙ୍କିପକ୍ସ’ ଚିହ୍ନଟ, ବିଶେଷଜ୍ଞ ଚେତେଇଲେ ଲକ୍ଷଣ

ଭୁବନେଶ୍ୱର: କରୋନା ସଂକ୍ରମଣରେ ସମଗ୍ର ବିଶ୍ୱ ଇଷତ୍ ରୁଗ୍ଣ ହୋଇଯାଇଥିବା ବେଳେ ଇଂଲଣ୍ଡରେ ଚିହ୍ନଟ ହୋଇଛି ଆଉ ଏକ ସଂକ୍ରାମକ ରୋଗ ‘ମଙ୍କିପକ୍ସ’ । ଏହା ମଧ୍ୟ ସଂକ୍ରମିତ ରୋଗୀ ସଂସ୍ପର୍ଶରେ ଆସିଲେ ବ୍ୟାପିବାର ଆଶଙ୍କା ରହିଛି । ଆଫ୍ରିକୀୟ ଦେଶରୁ ଏହି ରୋଗ ଆସିଥିବା ଖବର ‘ୟୁକେଏଚଏସଏ’…

ହସରଙ୍ଗାଙ୍କୁ ୫ ୱିକେଟ: ହାଇଦ୍ରାବାଦକୁ ୬୭ ରନରେ ପରାସ୍ତ କଲା ବାଙ୍ଗାଲୋର

ମୁମ୍ବାଇ: ଚଳିତ ଆଇପିଏଲରେ ରବିବାର ୱାଙ୍ଖେଡ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ମୁକାବିଲାରେ ୱାନିନ୍ଦୁ ହସରଙ୍ଗାଙ୍କ ଚମତ୍କାର ବୋଲିଂ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬୭ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୦ ଓଭରରେ ୩ ୱିକେଟ…

ଜଗନ୍ନାଥ ସଂସ୍କୃତି ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଲେଖକ ତଥା ପ୍ରବଚକ ପଦ୍ମଶ୍ରୀ ରଜତ କର ଙ୍କ ରବିବାର ପରଲୋକ ଘଟିଛି । ଏକ ଘରୋଇ ହସ୍ପିଟାଲରେ ୮୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଜଗନ୍ନାଥ ସଂସ୍କୃତି ପ୍ରବଚକ ଭାବେ ସେ ଜନମାନସରେ ପରିଚିତ । ପଦ୍ମଶ୍ରୀ କରଙ୍କ ପୁଅ ରଞ୍ଜିତ୍ କର ପିତାଙ୍କ ମୃତ୍ୟୁ ଖବର ଦେଇଛନ୍ତି ।…

ହିମାଚଳ ପ୍ରଦେଶ ବିଧାନସଭା ପାଚେରୀରେ ଉଡିଲା ଖଲିସ୍ତାନୀ ପତାକା

ଧର୍ମଶାଳା: ହିମାଚଳ ପ୍ରଦେଶ ବିଧାନସଭା ପାଚେରୀରେ ଖଲିସ୍ତାନ ପତାକା ଉଡିଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପାଚେରିରେ ଖଲିସ୍ତାନ ଜିନ୍ଦାବାଦ ସ୍ଲୋଗାନ ମଧ୍ୟ ଲେଖା ଯାଇଥିଲା । ଖବର ମିଳିଲା ମାତ୍ରେ ପୋଲିସ ପତାକାଗୁଡିକ ହଟେଇବା ସହ ସ୍ଲୋଗାନଗୁଡିକ ଲିଭାଇଥିଲା । ତେବେ…

ୟୁକ୍ରେନ ସ୍କୁଲ ଉପରେ ବୋମା ମାଡ କଲା ରୁଷ, ୬୦ ମୃତ

କୀଭ: ୟୁକ୍ରେନର ଲୁହାନସ୍କର ଏକ ସ୍କୁଲ ଉପରେ ରୁଷ ସେନା ବୋମା ମାଡ କରିଛନ୍ତି । ଏଥିରେ ୬୦ରୁ ଅଧିକ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଲୁହାନସ୍କ ଅଂଚଳ ଜନଶୂନ୍ୟ ହେବା ସହ ଏକ ପ୍ରକାର ଶ୍ମଶାନରେ ପରିଣତ ହୋଇଯାଇଛି । ଯୁଦ୍ଧର ୭୩ ଦିନରେ ରୁଷ ଆକ୍ରମଣ ତୀବ୍ର କରି ଖାରକୀଭରେ…

ଇଡି ସ୍କାନରରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ, ଖଣି ସଚିବଙ୍କ ଚାଟାର୍ଡ ଆକାଉଟାଣ୍ଟ ଗିରଫ

ଭୁବନେଶ୍ୱର: ଝାରଖଣ୍ଡ ସରକାରର ଖଣି ସଚିବ ପୂଜା ସିଂହାଲଙ୍କ (ସିଏ)ଚାଟାର୍ଡ ଆକାଉଟାଣ୍ଟ କୁ ଗିରଫ କରିଛି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । କଳା ଧନ ହେରଫେର ମାମଲାରେ ସଚିବଙ୍କ ‘ସିଏ’ ଗିରଫ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ତଦନ୍ତ ସ୍କାନରରେ ରଖିଛି । ପୂଜାଙ୍କ ଠାରୁ ଇଡି ୧୯.୩୧ କୋଟି…

ଦିଲ୍ଲୀ କ୍ୟାପିଟାଲ୍ସର ନେଟ ବୋଲର କରୋନା ପଜିଟିଭ

ମୁମ୍ବାଇ: ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ କରୋନା ତାର ପାଦ ଥାପିଛି । ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ନେଟ ବୋଲର କରୋନା ପଜିଟିଭ ହୋଇଥିବା ଜଣାପଡିଛି । ଆଜି ଦିଲ୍ଲୀର ମ୍ୟାଚ ଥିଲେ ମଧ୍ୟ ଏଥିରେ କିଛି ବାଧା ଉପୁଜିବ ନାହିଁ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି । ପୂର୍ବରୁ ଦିଲ୍ଲୀ ଟିମର…

ମାତୃ ଦିବସ: ରେଗୁଲାର ନୁହେଁ, ଆଇ ଆମ କୁଲ ମମ୍

ଭୁବନେଶ୍ୱର: ଆଜି ବିଶ୍ୱ ମାତୃ ଦିବସ । ଚାରିଆଡ଼େ ପ୍ରେରଣାଦାୟୀ ମା’ଙ୍କ ଖବର । ସବୁ ମା’ ହିଁ ତ ପ୍ରେରଣା । ତାଙ୍କର କିଛି ସାମାଜିକ, ଆର୍ଥିକ ଉପଲବ୍ଧି ଥାଉ କି ନଥାଉ । ସବୁ ମା’ କେବଳ ସନ୍ତାନଙ୍କ ପାଇଁ ନୁହେଁ ପୂରା ଦୁନିଆ ପାଇଁ ପ୍ରେରଣା ଅଟନ୍ତି । ତେବେ ସେମିତି କିଛି…

[ଦେଖନ୍ତୁ ଭିଡିଓ] ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ: ମାତୃ ଦିବସରେ ମାଆକୁ ସମ୍ମାନ

ଭୁବନେଶ୍ୱର: ମା’ ସେ ସର୍ବଂସହା । ସେ ଜନନୀ, ସେ ଜଗଧାତ୍ରୀ । ମା’ଠୁ ବଳି ଦୁନିଆରେ କିଛି ବି ନାହିଁ । ସେଥିପାଇଁ କୁହାଯାଏ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ । ମା’ ଥିଲେ ସବୁ ଦୁଃଖ ପାଶୋରି ହୋଇଯାଏ । ତାର  ଭଲପାଇବାର ନାହିଁ ତୁଳନା । ସେ ଅତୁଳନୀୟ । ଆଜି ମାତୃ ଦିବସ ।…

ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ତାଗିଦ କଲେ ଉଚ୍ଚଶିକ୍ଷା ସଚିବ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ୫୦୦ କୋଟିରୁ ଅଧିକ ଟଙ୍କା ପଡ଼ି ରହିଛି। ଏହି ଅର୍ଥ ଏଯାବତ୍‌ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଖର୍ଚ୍ଚ କରି ପାରୁ ନାହାନ୍ତି। ଅନ୍ୟପକ୍ଷରେ ଭିତ୍ତିଭୂମି ବିକାଶ ଲାଗି ଅନ୍ୟ ସଂସ୍ଥାକୁ ସହାୟତା ମାଗୁଛନ୍ତି ବିଶ୍ୱବିଦ୍ୟାଳୟ…