Latest Odisha News

BREAKING NEWS

Browsing Category

ଫିଚର

ସଟର ଟେକୁ ଟେକୁ ଶପିଂ ମଲରେ ରେଡ୍, ଚାଲିଛି ଛାନଭିନ୍

ଭୁବନେଶ୍ୱର: ରବିବାର ଛୁଟି ଦିନ । ମଉକା ଦେଖି ବେପାର ପାଇଁ ତୟାର ଥିଲେ ମଲ୍ କର୍ତ୍ତୃପକ୍ଷ । ଏ ନେଇ ସଅଳ ସପିଂ ମଲର ସଟର ଟେକି ବେପାର କରିବାକୁ ସଜ ହୋଇ ସାରିଥିଲେ । ହେଲେ ଗ୍ରାହକ ବଦଳରେ ତଦନ୍ତକାରୀ ଟିମର ସାମ୍ନା କରିବାକୁ ପଡିଛି ରସୁଲଗଡ ସ୍ଥିତ ଏସପ୍ଲାନେଡ ମଲ୍ କର୍ତ୍ତୃପକ୍ଷଙ୍କୁ । …

ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ହେଲେ ରାଧାରାଣୀ ପଣ୍ଡା

ଝାରସୁଗୁଡା: ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଏହି ଆସନର ପୂର୍ବ ବିଧାୟିକା ତଥା ବିଜେପି ନେତ୍ରୀ ରାଧାରାଣୀ ପଣ୍ଡାଙ୍କୁ ବିଜେପି ଟିକେଟ୍ ଦେଇଛି। ଆଜି ବିଜେପିର କେନ୍ଦ୍ରୀୟ କେନ୍ଦ୍ରୀୟ ଅଫିସ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ମେ ୩୧ରେ ଅହି…

ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସାମୁଦ୍ରିକ ବାତ୍ୟା ‘ଆସାନୀ’

ଭୁବନେଶ୍ବର: ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ‘ଆସାନୀ’ ପାଲଟିଯାଇଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଆଜି…

ସାହିତ୍ୟ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ : ଜ୍ୟୋତି ରଞ୍ଜନ ମିଶ୍ର

ସାହିତ୍ୟ ଭିତରେ ଜୀବନ ଏବଂ ଜୀବନ ଭିତରେ ଆଧ୍ୟତ୍ମିକତା ଖୋଜୁଥିବା ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଲେଖକ ଜ୍ୟୋତି ରଞ୍ଜନ ମିଶ୍ର। ତଥାକଥିତ ପ୍ରଚାର ପ୍ରସାରଠାରୁ ଯଥା ସମ୍ଭବ ଦୂରରେ ରହି ସେ ବିକଶିତ କରି ଚାଲିଛନ୍ତି ତାଙ୍କର ସର୍ଜନାର କ୍ଷେତ୍ର । ଓଡ଼ିଆ ସାହିତ୍ୟର ଆଦ୍ୟପ୍ରାଣ ପୁରାଣ…

ଓଡ଼ିଶା କଂଗ୍ରେସ ନେତାଙ୍କ ସହ ବୈଠକ ପୂର୍ବରୁ ରାହୁଲ ଦେଲେ ବଡ଼ ବାର୍ତ୍ତା

ହାଇଦ୍ରାବାଦ: କଂଗ୍ରେସ ଏବଂ କନ୍ଦଳ ଏ ଦୁଇଟି ଶବ୍ଦ ଏବେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। ଯେଉଁଠି କଂଗ୍ରେସ ରହିଛି ସେଠାରେ କନ୍ଦଳ ରହିଛି । ତେଣୁ ସାରା ଦେଶରେ କଂଗ୍ରେସ ଏବେ ଆଗକୁ ବଢିବା କଷ୍ଟକର ହୋଇପଡୁଛି। ଏପରି ସ୍ଥିତିରେ 2024 ସାଧାରଣ ନିର୍ବାଚନ ପୂର୍ବରୁ ଦଳ ବଳ ଗୋଟାଉଛି…

ସହରରେ ମାତିଛନ୍ତି ବିହାରି ଗ୍ୟାଙ୍ଗ୍, ରାତି ଅଧରେ ପଶି ଲୁଟୁଛନ୍ତି ଘର

ଭୁବନେଶ୍ୱର: ଅସମ୍ଭାଳ ହେଲାଣି ସହରର ଅପରାଧିକ ସ୍ଥିତି। ପ୍ରତି ମୁହୁର୍ତ୍ତରେ ଘଟାଉଛନ୍ତି ନୂଆ ନୂଆ ଅପରାଧ। ସାମ୍ନାକୁ ଆସିଛି ଆତଙ୍କର ଛାତିଥର ଦୃଶ୍ୟ। ରାତି ଅଧରେ‌ ରାଜଧାନୀରେ ଥିବା ଘରେ ପଶୁଛନ୍ତି ଡକାୟତି ଗ୍ୟାଙ୍ଗ। ଦଳ ବଦଳ ହୋଇ ଘରେ ପଶୁଛନ୍ତି। ଝିଅ ବୋହୂଙ୍କୁ ଏକୁଟିଆ ଦେଖି ଭୟଭୀତ…

କଳିଙ୍ଗ ଷ୍ଟାଡିୟମରେ ହେବ ଇଣ୍ଡିଆନ ଗ୍ରାଁ ପ୍ରି ୩ ଏବଂ ୪

ଭୁବନେଶ୍ୱର: ଓଡିଶା କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ଦି ଇଣ୍ଡିଆନ ଗ୍ରାଁ ପ୍ରି ଆଥଲେଟିକ୍ସ ୩ ଏବଂ ୪ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ମେ ୨୧ ଓ ୨୪ରେ ଆୟୋଜିତ ହେବ । ଓଡିଶା ସରକାର, ଭାରତୀୟ ଆଥଲେଟିକ୍ସ ଫେଡେରେଶନ ଓ ଓଡିଶା ଆଥଲେଟିକ୍ସ ଆସୋସିଏଶନ ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ…

ଇଂଲଣ୍ଡ ଗସ୍ତ ପରେ ଟିମ ଇଣ୍ଡିଆ ଯିବ ୱେଷ୍ଟଇଣ୍ଡିଜ : ୨୦ ଦିନରେ ଖେଳାଯିବ ୩ ଦିନିକିଆ, ୫ଟି୨୦

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ପରେ ଭାରତୀୟ କ୍ରିକେଟ ଟିମ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ଜୁନରେ ଭାରତ ଗସ୍ତରେ ଆସିବ ଦକ୍ଷିଣ ଆଫ୍ରିକା । ଏହା ପରେ ଟିମ ଇଣ୍ଡିଆ ୧ ଜୁଲାଇରୁ ୧୭ ପର୍ଯ୍ୟନ୍ତ ଇଂଲଣ୍ଡ ଯିବ । ଏହା ସମାପ୍ତ ହେଉ ହେଉ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ସେଠାରେ…

ବିଜେପି ନେତା ତେଜିନ୍ଦରଙ୍କ ବିରୋଧରେ ପୁଣି ଜାରି ହେଲା ଗିରଫ ୱାରେଂଟ

ନୂଆଦିଲ୍ଲୀ: ବିଜେପି ନେତା ତେଜିନ୍ଦର ପାଲ ବାଗାଙ୍କୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ଶୁକ୍ରବାର ଦିଲ୍ଲୀ ବାସଭବନରୁ ପଞ୍ଜାବ ପୋଲିସ ଗିରଫ କରିବା ପରଠାରୁ ଏହି ବିବାଦ ଜୋର ଧରିଛି । ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ପୋଲିସ ଏହି ଘଟଣା ନେଇ ମୁହାଁମୁହିଁ ହୋଇଥିଲେ । ଶେଷରେ ଦିଲ୍ଲୀ ପୋଲିସ…

‘ସାଢ଼େ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରିଛୁ’

ଭୁବନେଶ୍ୱର: ଯଦିଓ ଭାରତୀୟ ପାଣିପାଗ ବିଭାଗ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନାହିଁ ବୋଲି କହିଛି ହେଲେ ସ୍ଥିତି ଯଦି ସେମିତି କିଛି ଉପୁଜେ ତାହାଲେ ରାଜ୍ୟ ସରକାର ତଳିଆ ଅଞ୍ଚଳର ପ୍ରାୟ ସାଢ଼େ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିପାରିବାର ବ୍ୟବସ୍ଥା କରିଛନ୍ତି।…