Latest Odisha News

BREAKING NEWS

Browsing Category

ଫିଚର

ଅଣ୍ଡର ୱାର୍ଲ୍ଡ ଡନ ଦାଉଦଙ୍କ ସହଯୋଗୀ ଘରେ ଏନଆଇଏ ରେଡ

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ସହଯୋଗୀଙ୍କ ଘରେ ଏନଆଇଏ ରେଡ କରିଛି । ମୁମ୍ବାଇରେ ୨୫ ଏବଂ ଥାଣେ ୪ଟି ସ୍ଥାନ ଉପରେ ଘନ ଘନ ଚଢ଼ାଉ ଜାରୀ ରହିଛି । ଛୋଟା ସକୀଲ, ଜାଭେଦ ଚିକନା, ଟାଇଗର ମେନନ, ଇକବଲ ଗିର୍ଚି, ଦାଉଦର ଭଉଣୀ ହସିନା ପାରକର ଏବଂ ସେମାନଙ୍କ ସହ ଜଡିତ ଲୋକ ଏବଂ…

ମା’ଙ୍କ ସାଙ୍ଗରେ ଟ୍ରେନରେ ଆରାମରେ ଯିବ ଛୁଆ, ଲକ୍ଷ୍ନୌ ଟ୍ରେନରେ ବେବି ବର୍ଥ

ଭୁବନେଶ୍ୱର: ଛୋଟ ଛୁଆ ବା ଶିଶୁ ଥିବା ମହିଳାଙ୍କ ପାଇଁ ଟ୍ରେନ ଯାତ୍ରା ଅପେକ୍ଷାକୃତ କଷ୍ଟକର । ସଂକୀର୍ଣ୍ଣ ସିଟ୍ ବା ବର୍ଥ ପାଇଁ ଛୁଆ କୁ ଶୁଆଇବା କଷ୍ଟକର ହୋଇଥାଏ । ଏହି କଷ୍ଟ ଦୂର କରିବା ପାଇଁ ଭାରତୀୟ ରେଳ ପାଦେ ଆଗେଇଛି । ବିଶ୍ୱ ମାତୃ ଦିବସରେ ଭାରତୀୟ ରେଳର ନର୍ଦନ ରେଲୱେ ଏକ…

ପ୍ରମୋଦିନି ରାଉଳ ଏସିଡ୍ ମାଡ଼ ଘଟଣା: ଦୋଷୀଙ୍କୁ ୧୪ ବର୍ଷ ଜେଲ୍

ଜଗତସିଂହପୁର: ବହୁ ଚର୍ଚ୍ଚିତ ପ୍ରମୋଦିନି ରାଉଳ ଏସିଡ୍ ମାଡ଼ ଘଟଣାର ଜଗତସିଂହପୁର ମହିଳା କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏସିଡ୍ ମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଓ ତାର ସହଯୋଗୀ ଅନିଲ ଦଳସିଂହକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୫ ହଜାର ଟଙ୍କା…

ଶାହୀନବାଗରେ ବୁଲଡୋଜର : ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଶାହୀନବାଗରେ ବୁଲଡୋଜର ପଂହଚିବା ପରେ ରାଜନୀତି ଆରମ୍ଭ ହୋଇଯାଇଛି । ଜବରଦଖଲ ଉଚ୍ଛେଦ କରିବା ପାଇଁ ଦିଲ୍ଲୀ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ସେଠାରେ ପଂହଚିଥିଲା । ତେବେ ସ୍ଥାନୀୟ ବାସିନ୍ଦା ପୋଲିସକୁ ଭୟ ନ କରି ଏହାକୁ ତୀବ୍ର ବିରୋଧ କରିଛନ୍ତି । ଏହି ଜବରଦଖଲ…

ଶ୍ରୀଲଙ୍କାରେ ଆର୍ଥୀକ ସଙ୍କଟ: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ରାଜପକ୍ଷେ

କଲମ୍ବୋ: ଶ୍ରୀଲଙ୍କା ଆର୍ଥୀକ ସଙ୍କଟ ଦେଇ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଶେଷରେ ଚାପର ବଶୀଭୂତ ହୋଇ ସେ ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ଆର୍ଥୀକ ସଙ୍କଟ ପରେ ଦେଶରେ ଏବେ ହିଂସା ଲାଗି ରହିଛି । ଯାହାକୁ ନିୟନ୍ତ୍ରଣ…

ଆସନ୍ତୁ ଜାଣିବା ଧୋନୀ କାହିଁକି ବ୍ୟାଟ ଚୋବାନ୍ତି

ମାଡ୍ରାସ: ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନୀ ବ୍ୟାଟିଂ କରିବାକୁ ଯିବା ପୂର୍ବରୁ ବ୍ୟାଟ ଚୋବାଇଥାନ୍ତି । ତେବେ ସେ ଏପରି କାହିଁକି କରିଥାନ୍ତି ଏହାର ଖୁଲାସ ପୂର୍ବତନ କ୍ରିକେଟର ଅମିତ ମିଶ୍ର କରିଛନ୍ତି । ସେ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ଯେ ବ୍ୟାଟକୁ ସଫା…

ଗାଡ଼ି ବାଡ଼େଇ ଖସିଗଲେ ବାବୁ, ଲୋକେ ଗୋଡ଼େଇ କଲେ କାବୁ

ଭୁବନେଶ୍ୱର: ସୋମବାର ସକାଳେ ରାଜଧାନୀରେ ଜଣେ କାର୍ ଚାଳକ ଗାଡ଼ି ବାଡ଼େଇ ଖସିଯାଉଥିବା ବେଳେ ଗୋଡ଼େଇ ଧରିଛନ୍ତି ଦେଖଣାହାରୀ । ଶିଶୁ ଭବନ ଛକ ନିକଟ ଜେଏସଡବ୍ଲୁ ଅଫିସ୍ ସାମନାରେ ସାଣ୍ଟ୍ରୋ ଗାଡ଼ି (ଓଡି ୦୨ ବିଭି ୭୮୬୭) ଏକ ସୁଜୁକି ଆକ୍ସେସ୍ କୁ ପିଟିଥିଲେ । ସ୍କୁଟି ଚାଳକ ଓ ପଛରେ ବସିଥିବା…

ଝିଅର ପ୍ରଥମ ଝଲକ ଦେଖାଇଲେ ପ୍ରିୟଙ୍କା ଚୋପ୍ରା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କ ଝିଅକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଶେଷରେ ସାମନାକୁ ଆସିଛି ପ୍ରିୟଙ୍କାଙ୍କ ଝିଅ ମାଳତୀ ମାରିଆଙ୍କ ପ୍ରଥମ ଝଲକ । ମାତୃତ୍ୱ ଦିବସ ଅବସରରେ ଝିଅ ସହ ଫଟୋ ସେୟାର କରିଛନ୍ତି ପ୍ରିୟଙ୍କା ଚୋପ୍ରା ।…

ଯୁଦ୍ଧରେ ସାହସିକତା ଦେଖାଇଥିବା ୟୁକ୍ରେନ୍ କୁକୁରକୁ ସମ୍ମାନିତ କଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାଖାପାଖି ଅଢ଼େଇ ମାସ ହେଲାଣି ରୁଷ-ୟୁକ୍ରେନ୍ ଭିତରେ ଯୁଦ୍ଧ ଚାଲିଛି । ଯୁଦ୍ଧରେ ଅନେକ ସାଧାରଣ ଲୋକଙ୍କ ଜୀବନ ଯାଇଛି । ଲୋକ ନିଜ ସୁରକ୍ଷା ପାଇଁ ଆଗେଇ ଆସିଥିବା ବେଳେ ଲୋକଙ୍କ ସୁରକ୍ଷାରେ ପଶୁ ବି ନିଜକୁ ସାମିଲ କରିଥିଲେ । ଯୁଦ୍ଧରେ ହିରୋ ସାଜିଥିବା ୟୁକ୍ରେନ…