Latest Odisha News
Browsing Category

ଫିଚର

ଡିଲ୍ ଫାଇନାଲ, ଟ୍ୱିଟରକୁ କିଣିଲେ ଏଲୋନ ମସ୍କ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ବର୍ତ୍ତମାନ ବିକ୍ରି ହୋଇଯାଇଛି। ଏହାକୁ ବିଶ୍ୱର ଧନୀ ବ୍ୟକ୍ତି ଏଲୋନ୍ ମସ୍କ ୪୪ ବିଲିୟନ ଡଲାର (୩.୩୬ ଲକ୍ଷ କୋଟି) ରେ କିଣିଛନ୍ତି । ଏଲୋନ୍ ମସ୍କ କିଛି ସମୟ ପୂର୍ବରୁ ଟ୍ୱିଟରରେ ୯% ଅଂଶଧନ କିଣିଥିଲେ । ବର୍ତ୍ତମାନ ଏଲୋନ୍…

ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ପାଇଁ ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଙ୍ଗନବାଡି କର୍ମୀ ଏବଂ ସହାୟିକା ପାଇବେ ଗ୍ରାଚୁଏଟି । ପେମେଣ୍ଟ ଅଫ୍ ଗ୍ରାଚଏଟି ଆକ୍ଟ, ୨୦୧୮ ଅନୁଯାୟୀ ଦେଶର ସମସ୍ତ ଅଙ୍ଗନବାଡି କର୍ମୀ ଏବଂ ସହାୟିକା ଏହି ସୁବିଧା ପାଇବେ । ସୋମବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରିବା ବେଳେ ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍…

ଆନ୍ଦୋଳନ ପାଇଁ ପ୍ରସ୍ତୁତି ବେଳେ ମୁହଁ ଖୋଲିଲେ ଗଜପତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏବେ ପ୍ରଶାସନ ବିବାଦ ଘେରକୁ ଠେଲି ହୋଇଯାଉଛି । ଗୋଟିଏ ପଟେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ସପକ୍ଷରେ ପୁରୀ ବଡ ଦାଣ୍ଡକୁ ଶହ ଶହ ଶ୍ରଦ୍ଧାଳୁ ଆସିବେ ବୋଲି ଜଣାପଡିଛି । ଆଉ ଏହାରି ଭିତରେ ଦୀର୍ଘ ଦିନର ନିରବତା ପରେ ଗଜପତି ଜବାବ ରଖି…

ମାନବିକତା ଆଗରେ ହାର ମାନିଲା ଲୋଭ, ସୁନା ହାର ଫେରାଇ ଦେଲେ ଅଟୋ ଚାଳକ

ଭୁବନେଶ୍ୱର: ସମାଜରେ ଗୋଟିଏ ଧାରଣା ରହିଛି ଯେଉଁମାନେ ଗାଡି ଚଳାନ୍ତି ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା କମ୍ । ତେଣୁ ତାଙ୍କ ଚିନ୍ତାଧାର ଟିକିଏ ଭିନ୍ନ  ଆଉ ସେମାନେ ନିଜର ସ୍ୱାର୍ଥକୁ ଆଗ ଦେଖନ୍ତି । କିନ୍ତୁ ଏପରି ଏକ ଚିନ୍ତାଧାରାକୁ ମିଛ ବୋଲି ପ୍ରମାଣିତ କରିଛନ୍ତି ରାଜଧାନୀ ଭୁବନେଶ୍ୱରର…

ଗୌତମ ଆଦାନୀ ହେଲେ ବିଶ୍ୱର ପଞ୍ଚମ ଧନୀ

ଭୁବନେଶ୍ୱର: ଆଦାନୀ ଗୃପ ମୁଖ୍ୟ ତଥା ଭାରତୀୟ ଉଦ୍ୟୋଗୀ ଗୌତମ ଆଦାନୀ ବନିଲେ ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି । ବିଖ୍ୟାତ ଷ୍ଟକ ଏକ୍ସପର୍ଟ ତଥା ନିବେଶକ ୱାରେନ ବଫେଟଙ୍କୁ ଷଷ୍ଠ ସ୍ଥାନକୁ ଠେଲି ଆଗକୁ ଯାଇଛନ୍ତି ଗୌତମ । ସୋମବାର ଫୋର୍ବସ ରିୟଲ ଟାଇମ ଟ୍ରାକର ରେ ଏହି ସୂଚନା ପ୍ରକାଶିତ ହୋଇଛି ।…

ମହାମାରୀ ବେଳେ ରାଜ୍ୟରେ ବଢ଼ିଛି ମ୍ୟାଲେରିଆ ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: କରୋନା ମହାମାରୀ ବେଳେ ମ୍ୟାଲେରିଆ ପରିଚାଳନରେ ରାଜ୍ୟ ସରକାର ଫେଲ୍ ମାରିଛନ୍ତି। ରିପୋର୍ଟ ଅନୁଯାୟୀ ୨୦୧୯ ତୁଳନାରେ ୨୦୨୦ରେ ଅଧିକ ସଂଖ୍ୟକ ଲୋକ ମ୍ୟାଲେରିଆରେ ପ୍ରାଣ ହରାଇଛନ୍ତି।  ରାଜ୍ୟରେ ୨୦୨୧ରେ ୧୩ ଜଣ ମ୍ୟାଲେରିଆରେ ମୃତ୍ୟୁ ବରଣ କରିଥିବା ବେଳେ ୨୦୨୦ ଓ ୨୦୧୯ରେ ୯ ଜଣ…

ସନ୍ତୋଷ ଟ୍ରଫି ଫୁଟବଲ: ଓଡିଶାର ସେମି ଫାଇନାଲ ପ୍ରବେଶ ଆଶା ଧୂଳିସାତ

ଭୁବନେଶ୍ୱର: କେରଳରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲରେ ଓଡିଶାର ସେମି ଫାଇନାଲ ପ୍ରବେଶ ଆଶା ଧୂଳିସାତ ହୋଇଛି । ଗ୍ରୁପ ବି’ରେ କର୍ଣ୍ଣାଟକ ସହ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ରହିଥିଲେ ମଧ୍ୟ ଗୋଲ ବ୍ୟବଧାନ ଯୋଗୁ ଓଡିଶା ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲା । କର୍ଣ୍ଣାଟକ ୮ ଗୋଲ…

ଟିଆରଏସ ସହ ଆଇ-ପିଏସିର ଚୁକ୍ତି, ପ୍ରଶାନ୍ତ କିଶୋରଙ୍କୁ ନେଇ ଉଦବେଗ ପ୍ରକାଶ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସଂସ୍ଥା ଆଇ-ପିଏସି ଟିଆରଏସ ସହ ତେଲେଙ୍ଗାନା ନିର୍ବାଚନ ପାଇଁ ଚୁକ୍ତି କରିବା ପରେ ଅନେକ କଂଗ୍ରେସ ନେତା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯେଉଁରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିବାକୁ ଚାହୁଁଛି ସେହି ରାଜ୍ୟରେ ପ୍ରଶାନ୍ତଙ୍କ ସଂସ୍ଥା…

କେଆଇୟୁଜି: ସନ୍ତରଣରେ ଉତ୍କଳ ୟୁନିଭରସିଟିର ପ୍ରତ୍ୟାଷା ଜିତିଲେ ରୌପ୍ୟ

ଭୁବନେଶ୍ୱର: ବାଙ୍ଗାଲୋରରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ଓଡିଶା ଆଥଲେଟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସନ୍ତରଣରେ ଉତ୍କଳ ୟୁନିଭରସିଟି ପକ୍ଷରୁ ପ୍ରତିନିଧିତ୍ୱ କରି ପ୍ରତ୍ୟାଷା ରାୟ ୧୦୦ ମିଟର ବ୍ୟାକଷ୍ଟ୍ରୋକରେ ରୌପ୍ୟ ପଦକ ହାସଲ କରିଛନ୍ତି । ଜେଏସଡବ୍ଲ୍ୟୁ ସୁଇମିଂ…

ଖରା ପାଇଁ ପାଞ୍ଚ ଦିନ ସ୍କୁଲ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର: ଆସନ୍ତାକାଲିଠାରୁ ୫ ଦିନ ପାଇଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଗତ ଦୁଇ ଦିନ ଧରି ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ରାଜ୍ୟରେ ସର୍ବାଧିକ ତାପମାତ୍ରା ବୃଦ୍ଧି…